ସ୍ତ୍ରୀକୁ ସ୍ମାର୍ଟ ଫୋନ୍ ଦେଇ କାନ୍ଦୁଛି ସ୍ବାମୀ ।

ସ୍ତ୍ରୀକୁ ସ୍ମାର୍ଟ ଫୋନ୍ ଦେଇ ପସ୍ତାଉଛନ୍ତି ସ୍ବାମୀ । ସ୍ତ୍ରୀକୁ ସ୍ମାର୍ଟ ଫୋନ୍ ଦେଇ ଏବେ ନାମ ନେଉଛନ୍ତି ସ୍ବାମୀ । ତେଣୁ ସ୍ବାମୀ ନାମ ନେବା ପରେ ଏବେ ଓଡ଼ିଶା ବାସୀଙ୍କୁ କହୁଛନ୍ତି ସ୍ବାମୀ କି ନିଜ ସ୍ତ୍ରୀକୁ ଆଦୌ ସ୍ମାର୍ଟ ଫୋନ୍ ଦିଅ ନାହି ନଚେତ୍ ଏମିତି ଏକ ସମୟ ଆସିବ ନିଜେ କା-ନ୍ଦିବ । ଆଜି ମୁଁ ଯେପରି କା-ନ୍ଦୁଛି ଦିନ ଆସିବ ତୁମେ ବି ସେମିତି କା-ନ୍ଦିବ ।

ତେଣୁ ବେଳ ଥାଉ ଥାଉ ସାବଧାନ ହୋଇଯାଅ । କା-ନ୍ଦିବା ଆଗରୁ ସୁଧୁରି ଯାଅ । ନଚେତ୍ ଏମିତି କା-ନ୍ଦିବାକୁ ପଡ଼ିବ ଯେପରି ନିଜ ଆଖି ଲୁହ ପୋଛିବାକୁ ପାଖରେ କେହି ନଥିବେ । ହଁ ବନ୍ଧୁଗଣ ସ୍ତ୍ରୀକୁ ସ୍ମାର୍ଟ ଫୋନ୍ ଦେଇ ଜଣେ ସ୍ବାମୀ ସାଙ୍ଘା-ତିକ ନାମ ନେବା ପରେ ଏବେ ଏପରି କିଛି କହୁଛନ୍ତି ।

ଯୁବକ ଜଣଙ୍କ କହୁଛନ୍ତି ମୁଁ ମୋ ସ୍ତ୍ରୀକୁ ଫୋନ୍ ଦେଇ ମୋ ସୁଖର ସଂସାର ଉଜାଡି ଦେଇଛି । ତେଣୁ ମୁଁ ଚାହୁଁନି ମୋ ଭଳି ଆଉ କାହାର ଖୁସିର ସଂସାର ଉଜୁଡ଼ି ଜାଉ ବୋଲି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରି କହୁଛି କେହି ବି ନିଜ ସ୍ତ୍ରୀକୁ ସ୍ମାର୍ଟ ଫୋନ୍ ଆଦୌ ଦିଅନ୍ତୁ ନାହିଁ ନଚେତ୍ ସମୟ ଆସିବ ମୋ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ । ଏପରି କିଛି କହି ସାରା ଓଡ଼ିଶା ବାସୀଙ୍କୁ ଅନୁରୋଧ କରିଛନ୍ତି ଜଣେ ସ୍ବାମୀ । ତେବେ ବନ୍ଧୁଗଣ ଏହି ଘ-ଟଣା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଲୀ ବ୍ଲକର । ସ୍ବାମୀ ବିଦେଶରେ ମୁଣ୍ଡ ଝାଳ ତୁଣ୍ଡରେ ମା-ରି ଟଙ୍କା ଅର୍ଜନ କରୁଥିଲେ ।

କହୁଥିଲେ ମୁଁ ରୋଜଗାର କରି ବେଶ୍ ଭଲ ଦୁଇ ପଇସା ରୋଜଗାର କଲେ ମୋ ସ୍ତ୍ରୀ ଆଉ ଝିଅ ଖୁସିରେ ରହିବେ । ତେଣୁ ନିଜ ରୋଜଗାର ଅର୍ଥରେ ସ୍ତ୍ରୀକୁ ଏକ ଦାମୀ ସ୍ମାର୍ଟ ଫୋନ୍ ବି କିଣି ଦେଇଥିଲେ । ହେଲେ କିନ୍ତୁ ସ୍ବାମୀ ଜାଣି ନଥିଲେ ସେ ଯେଉଁ ସ୍ମାର୍ଟ ଫୋନ୍ କିଣି ଦେଉଛନ୍ତି ସେଥିରେ ତାଙ୍କ ସ୍ଵାମୀ ଆଉ କାହା ସହିତ କଥା ହୋଇ ଆଉ କାହାକୁ ମନ ଦେଇ ବସିବ ।

ତେବେ ସ୍ତ୍ରୀ ଜଣଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ବସିଲେ । ଆଉ ଏହା ପରେ ସ୍ତ୍ରୀଙ୍କର ସେହି ଯୁବକଙ୍କ ସହିତ ଗଢି ଉଠିଲା ଅନାବିଳ ପ୍ରେମ ସ-ମ୍ପର୍କ । ଏହା ପରେ ସ୍ତ୍ରୀ ଜଣଙ୍କ ସ୍ବାମୀଙ୍କ ସାଥିରେ ସବୁ ବେଳେ କରୁଥିଲେ ଖରାପ ବ୍ୟବହାର |ତା ପରେ ସ୍ବାମୀ ଯେତେବେଳେ ଘରକୁ ଆସିଥିଲେ ସେତେବେଳେ ସ୍ତ୍ରୀଙ୍କ ମନ ଆଉ ସ୍ବାମୀଙ୍କ ପାଖରେ ନଥିଲା । ତେଣୁ ସେ ରାତିରେ ସ୍ବାମୀଙ୍କ ଅଜାଣତରେ ପର ପୁରୁଷ ସାଥିରେ କଥା ହେଉଥିଲେ ।

ଆଉ ଏହା ପରେ ସ୍ତ୍ରୀ ଝିଅକୁ ଧରି ହୋଇଯାଇଥିଲେ ସେହି ପର ପୁରୁଷ ସାଥିରେ ଫେ-ରାର । ଏ କଥା ଆମେ କହୁନୁ ଏହା ସ୍ବାମୀ ନିଜେ ଅଭି-ଯୋଗ କରିଛନ୍ତି । ସ୍ତ୍ରୀ ଯିବା ବେଳେ ସ୍ବାମୀ ଘର କରିବାକୁ ରଖିଥିବା ସବୁ ଟଙ୍କା ସାଥିରେ ଧରି ଫେ-ରାର ହୋଇ ଯାଇଛନ୍ତି । ଆଉ ଏହା ପରେ ସ୍ବାମୀ ଏବେ ଥା-ନାରେ ଅଭି-ଯୋଗ କରି ନ୍ୟା-ୟ ଭିକ୍ଷା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ସ୍ବାମୀଙ୍କୁ ନ୍ୟା-ୟ ମିଳୁଛି କି ନାହିଁ ।

Leave a Reply

Your email address will not be published. Required fields are marked *