ସୌମ୍ୟ ଙ୍କ ଯିବା ପରେ କେମିତି ଅଛନ୍ତି ସୋନାଲି , ଜାଣନ୍ତୁ ସମ୍ପୂର୍ଣ୍ଣ ଖବର :-

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ରେ ରାଜ୍ୟର ଯୁବପିଢ଼ି ଏବଂ ଅନ୍ୟ ଲୋକ ଉତ୍ୟକ୍ତ ଭାବ ପ୍ରକାଶ କରିଛନ୍ତି ଏବଂ ସୋନାଲି ଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସମସ୍ତଙ୍କ ମୁଁହରେ କେବଳ ଗୋଟିଏ କଥା ଯେ ସୋନାଲି ର ଧୋକା ପାଇଁ ଗୋଟିଏ ପୁଅର ଜୀବନ ଚାଲି ଯାଇଛି ତେଣୁ ତାକୁ କଠିନ ଦଣ୍ଡ ମିଳିବା ଉଚିତ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ବାସ୍ତବରେ ସୌମ୍ୟ ଯିବାପରେ ସୋନାଲି କିପରି ରହିଛି ?

ତେବେ ଆମ ଅନୁମାନ ଅନୁଯାୟୀ ସୌମ୍ୟ ଯିବା ପରେ ସୋନାଲି ର ସବୁ ସ୍ମୃତି ହୁଏତ ଶେଷ ହୋଇଯାଇଥିବ । ନିଜ ମନକୁ ହୁଏତ ସେ ବୁଝାଇ ପାରୁ ନଥିବେ ଏବଂ ନିଜର ଭୁଲ କୁ ମନେ ପକାଇ କାନ୍ଦୁ ଥିବେ ଏବଂ ଅନୁତାପ କରୁଥିବେ । ସୌମ୍ୟ ସତରେ ତାଙ୍କୁ ଛାଡ଼ି ଯାଇଛନ୍ତି ବୋଲି ଏହାକୁ ବିଶ୍ୱାସ ବି କରି ପାରୁ ନଥିବେ । ଖୁବ ଏକାକୀ ଜୀବନ ବଞ୍ଚୁଥିବେ ହୁଏତ ସୋନାଲି ?

ତେବେ ଆପଣ ମାନେ ହିଁ ଭାବନ୍ତୁ ଯେ ସୋନାଲି ହୁଏତ ସୌମ୍ୟ ଙ୍କ ସହିତ ଏପରି କଲା କିନ୍ତୁ ସୌମ୍ୟ କଣ ସୋନାଲି ଙ୍କୁ ଭଲ ପାଉ ନଥିଲେ କି ? ଯଦି ସେ ସୋନାଲି ଙ୍କୁ ଭଲ ପାଉ ନଥାନ୍ତେ ତେବେ କେବେବି ସେ ଆତ୍ମହତ୍ୟା କରି ନଥାନ୍ତେ । ବରଂ ସୋନାଲି କୁ ଆଘାତ ପରେ ଆଘାତ ଦେଇ ଚାଲିଥାନ୍ତେ ଏବଂ ଆଉ କାହାକୁ ବିବାହ କରି ସଂସାର କରିଥାନ୍ତେ । କିନ୍ତୁ ସେ ଏପରି କିଛି କରି ନାହାଁନ୍ତି । ପୁଣି ସୋନାଲି ର ମଧ୍ୟ କିଛି କ୍ଷତି କରି ନାହାଁନ୍ତି ବରଂ ନିଜକୁ ଶେଷ କରି ଦେଇଛନ୍ତି । ହୁଏତ ସେ ଚାହୁଁଥିଲେ ସୋନାଲି ଜୀବନ ସାରା ତାଙ୍କ ଅନୁପସ୍ଥିତି କୁ ଅନୁଭବ କରୁ ଏବଂ ପଶ୍ଚାତାପ କରୁ ।

କେହି ନବୁଝିଲେ ବି ସୌମ୍ୟ ଙ୍କ ବାପା ଏହା ବୁଝି ପାରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପୁଅ ଆଉ ଫେରିବ ନାହିଁ । କିନ୍ତୁ ସୋନାଲି ସହିତ ଯଦି କିଛି ହୁଏ ତେବେ ତାର ଜୀବନ ନଷ୍ଟ ହୋଇଯିବ । ଯଦି ସୋନାଲି ର ଜୀବନ ନଷ୍ଟ ହୁଏ ତେବେ ସୌମ୍ୟ ର ଆତ୍ମା ଶାନ୍ତି ପାଇବ ନାହିଁ ବୋଲି କହିଛନ୍ତି ସୌମ୍ୟ ଙ୍କ ବାପା । ସେ ଆହୁରି ମଧ୍ୟ କହିଛନ୍ତି ଯଦି ତାକୁ ଦଣ୍ଡ ନମିଳେ ତେବେ ଜୀବନ ସାରା ସେ କାନ୍ଦିବ ଏବଂ ପଶ୍ଚାତାପ କରିବ । ନିଜ କର୍ମକୁ ପାଶୋରି ସୌମ୍ୟ ଙ୍କ ଅନୁପସ୍ଥିତି କୁ ଅନୁଭବ କରିବ । ଯାହାକି ତା ପାଇଁ ସବୁଠାରୁ ବଡ଼ ଦଣ୍ଡ ହେବ ।

Leave a Reply

Your email address will not be published. Required fields are marked *