ମୁକେଶ ଆମ୍ବାନୀଙ୍କ ଘରେ AC ନାହିଁ, ଖରାଦିନରେ କେମିତି ରହୁଛନ୍ତି ଆମ୍ବାନୀଙ୍କ ପରିବାର। କ’ଣ ରହିଛି ସି….।

ମୁକେଶ ଆମ୍ବାନୀଙ୍କ ଘରେ AC ନାହିଁ। ଖରାଦିନରେ କେମିତି ରହୁଛନ୍ତି ଆମ୍ବାନୀଙ୍କ ପରିବାର? କ’ଣ ରହିଛି ଏଣ୍ଟିଲିଆର ସିକ୍ରେଟ? ବନ୍ଧୁଗଣ ମୁକେଶ ଆମ୍ବାନୀଙ୍କ ଘର ଏଣ୍ଟିଲିଆରକୁ ନେଇ ଅନେକ ଖବର ତ ସାମ୍ନାକୁ ଆସି ସାରିଛି। ହେଲେ ଏବେ ସାମ୍ନାକୁ ଆସିଛି ଏକ ତାଜା ଖବର। ଆଉ ତାହା ହେଲା କି ଜଣାପଡିଛି ଯେ ବିନା AC ରେ ବି କେମିତି ଥଣ୍ଡା ରହୁଛି ଆମ୍ବାନୀ ହାଉସ।

ଯଦି ଆମେ କହିବା ତାହେଲା ଆମ୍ବାନୀଙ୍କ ଘର ଏଣ୍ଟିଲିଆର AC କୁ ଛାଡି ଘରେ ଆଉ ସମସ୍ତ ସୁବିଧା ରହିଛି। ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ଏହା ଭାରତର ସବୁଠାରୁ ମହଙ୍ଗା ଘର ହେବା ପରେ ବି ଏଣ୍ଟିଲିଆରରେ AC ନାହିଁ। ଆମ୍ବାନୀଙ୍କ ପାଖରେ AC ନାହିଁ। କାରଣ ଏହା ଘର ବାହାରର ଲୁକକୁ ଖରାପ କରିଦିଏ। AC ରେ ଥାଏ ଆଉଟଡ଼ରିଂ ବୁଟ ଯାହାକୁ କଣ୍ଡିସନର କୁହାଯାଏ। ଆଉ ଘର ବାହାରେ ହିଁ ତାହା ଫିଟ ହୋଇଥାଏ। ଆଉ ମୁକେଶ ଆମ୍ବାନୀ ଚାହାଁନ୍ତିନି ଯେ ତାହା ଘର ବାହାରେ ଫିଟ ହୋଇ ଘରର ସୌନ୍ଦର୍ଯ୍ୟ ଖରାପ ହୋଇଯାଉ ବୋଲି।

ତେବେ ମୁକେଶ ଆମ୍ବାନୀଙ୍କ ଘରେ ସେଣ୍ଟ୍ରାଲାଇଏସି ଲାଗିଛି ଯାହା ଏକ ନିର୍ଦିଷ୍ଟ ତାପମାତ୍ରାରେ କାମ କରେ। ଏଣ୍ଟିଲିଆର ସେଣ୍ଟ୍ରାଲାଇଏସିର ତାପମାତ୍ରାର ପରିବର୍ତ୍ତନ ମଧ୍ୟ କରାଯାଇପାରିବ ନାହିଁ। କାରଣ ଘରର ମାର୍ବଲକୁ ଏକ ନିଶ୍ଚିତ ତାପମାତ୍ରାର ଆବଶ୍ୟକ ହୁଏ। ଆମ୍ବାନୀଙ୍କ ଘରେ ଭଲ ଭେଣ୍ଟେଲିସନ ସିଷ୍ଟମ ମଧ୍ୟ ରହିଛି।

କାରଣ ଘରର ପ୍ରତିଟି କୋଠରୀରେ ରହିଛି ବାଲକୁନି। ୨୭ ମହଲା ବିଶିଷ୍ଟ ଏହି ଅଟାଳିକାର କାନ୍ଥରେ କରାଯାଇଛି ମିରର୍ମା। ଯାହା ପୁରା ୟୁନିକ ଏବଂ ବହୁତ ସୁନ୍ଦର। ଏଣ୍ଟିଲିଆରେ ଫୋଟ ଉଠାଇଥିବା ଅନେକ ଅଭିନେତା ଅଭିନେତ୍ରୀଙ୍କର ଫୋଟ ମଧ୍ୟ ସୋସିଆଲ ମିଡିଆରେ ବେସ ଭାଇରାଲ ହୁଏ। ଆଉ ସେଇଥିରୁ ହିଁ ଜଣାପଡେ ଏଣ୍ଟିଲିଆର ଭିତରେ କ’ଣ ସବୁ ସୁବିଧା ରହିଛି।ତେବେ ଜାଣିଲେ ତ କାହିଁକି ଥଣ୍ଡା ରୁହେ ଏଣ୍ଟିଲିଆର ବା ଆମ୍ବାନୀ ହାଉସ।

Leave a Reply

Your email address will not be published. Required fields are marked *