ସ୍ୱାମୀକୁ ଆଧାର କାର୍ଡ଼ ଜେରକ୍ସ ଆଣିବାକୁ ପଠାଇ ସ୍ତ୍ରୀ ସହିତ କଲା ଖରାପ ବ୍ୟବହାର । ଆଉ ତାପରେ ଧରିନେଲେ ଲୋକେ ।

ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ଭଦ୍ରକରୁ ସାମ୍ନାକୁ ଆସୁଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ସ୍ୱାମୀ ସ୍ତ୍ରୀ ଗତକାଲି ଭୋଟର କାର୍ଡ଼ କରେକ୍ସନ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ପାଖକୁ ଯାଇଥିଲେ । କିନ୍ତୁ ପୂର୍ବରୁ ହିଁ ଅଙ୍ଗନୱାଡ଼ି ଦିଦି ଏବଂ ତାଙ୍କ ସ୍ୱାମୀ ସେହି ସ୍ଥାନରେ ଉପସ୍ଥିତ ଥିଲେ ।

ଅଙ୍ଗନୱାଡ଼ି ଦିଦି ମହିଳାଙ୍କ ସ୍ୱାମୀଙ୍କୁ ଆଧାର କାର୍ଡ଼ ଜେରକ୍ସ ଆଣିବାକୁ ପଠାଇ ଦେଇଥିଲେ । ଆଉ ସେତେବେଳେ ଅଙ୍ଗନୱାଡ଼ି କର୍ମୀ ମଧ୍ୟ କୌଣସି କାମରେ ସେହି ସ୍ଥାନରୁ ଚାଲି ଯାଇଥିଲେ । ଆଉ ସେଠାରେ କେହି ନଥିବାର ସୁଯୋଗ ପାଇ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ୱାମୀ ଫାଇଦା ଉଠାଇବା ଆରମ୍ଭ କରି ଦେଇଥିଲେ । ମହିଳାଙ୍କ ଅଣ୍ଟାରେ ହାତ ମା-ରିବା ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ ।

ଏଭଳି ସମୟରେ ମହିଳା ଜଣକ ଚି-ତ୍କାର କରିବାରେ ଲାଗିଲେ । ଯାହାକୁ ଶୁଣି ସବୁ ଗାଁ ଲୋକ ଦୌଡ଼ି ଆସିଥାଏ । ଆଉ ଏହା ପରେ ପୁରା ଘ-ଟଣା ସାମ୍ନାକୁ ଆସିଥିଲା । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କରଞ୍ଜମାଳ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତକାଲି ଭୋଟର କାର୍ଡ଼ ସଂଶୋ-ଧନ କରିବାକୁ ଅଙ୍ଗନୱାଡ଼ି କର୍ମୀ କଲ କରି ଡାକିଥିଲେ । ତେଣୁ ସ୍ୱାମୀ ସ୍ତ୍ରୀ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପହଞ୍ଚିଥିଲେ । ସେହି ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ୱାମୀ ଭାଗିରଥି ମହିଳାଙ୍କ ସ୍ୱାମୀଙ୍କ ଆଧାର କାର୍ଡ଼ ଜେରକ୍ସ ଆଣିବାକୁ କହିଥିଲେ । ଏହାବ୍ୟତୀତ ନିଜ ସ୍ତ୍ରୀ ଅଙ୍ଗନୱାଡ଼ି କର୍ମୀଙ୍କୁ ପଡ଼ୋଶୀ ଘରକୁ ପଠାଇ ଦେଇଥିଲେ ।

ଆଉ ସେହି ସ୍ତ୍ରୀ ଲୋକକୁ ଏକୁଟିଆ ପାଇ ଶାରୀ-ରିକ ସମ୍ପ-ର୍କ ରଖିବାକୁ ବାଧ୍ୟ କରିଥିଲେ । କିନ୍ତୁ ମହିଳା ଜଣକ ପାଟି କରିବାରୁ ଆଖପାଖ ଲୋକ ଦୌଡ଼ି ଆସିଥିଲେ । ଆଉ ସେପଟେ ଭାଗିରଥି ସମସ୍ତଙ୍କୁ କୁରାଢ଼ି ଦେଖାଇ ଧ-ମକ ଦେଇଥିଲେ ଯେ ଯଦି ତା ନାମରେ କେହି କେ-ସ ଦିଅନ୍ତି ଏବଂ ସାକ୍ଷୀ ଦିଅନ୍ତି ତେବେ ସେ ତାକୁ ହା-ଣିଦେବ ।

ମାମ-ଲା ଥା-ନାରେ ପହଞ୍ଚିବା ପରେ ଅଭି-ଯୁକ୍ତ ଭାଗୁରଥୀ ଫେ-ରାର ହୋଇ ଯାଇଥିଲା । ପରେ ମୋବାଇଲ ଟ୍ରାକିଂରୁ ଜଣା ପଡ଼ିଥିଲା ଯେ କେନ୍ଦ୍ରାପଡ଼ାରୁ ଚାନ୍ଦବାଲି ଆସୁଥିବା ବେଳେ କଂସଳା ଥା-ନା ଅଧିକାରୀ ବଂଶଲ ସାହୁ ତାଙ୍କୁ ଗି-ରଫ କରିଛନ୍ତି । ଅନେକ ଦ-ଫାରେ ମାମ-ଲା ରୁ-ଜ୍ଜୁ ହେବା ସହିତ ଜା-ମିନ ନାମଞ୍ଜୁର ହେବାରୁ ଅଭି-ଯୁକ୍ତଙ୍କୁ ଜେ-ଲକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *