ହାତ ଗଣ୍ଠି ପଡୁ ପଡୁ ଚାଲିଗଲା ସ୍ୱାମୀର ଜୀବନ ।

କୁହାଯାଏ ମଣିଷ ଜୀବନ ପାଣି ଫଟୋକା । ଏଇ ଅଛି ତ ପୁଣି ଆଉ ଟିକକୁ ନାହିଁ ।ହଁ ବନ୍ଧୁଗଣ ହାତ ଗଣ୍ଠି ପଡିବାର ଷୋଳ ଘଣ୍ଟା ଭିତରେ ଚାଲିଗଲା ସ୍ୱାମୀର ଜୀବନ । ଚାଲିଥିଲା ବିବାହ ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧାଇ ସ୍ତ୍ରୀକୁ ଜୀବନ ସାଥି କରିନେଇଥିଲେ ସ୍ୱାମୀ । ସ୍ତ୍ରୀ ହାତରୁ ନା ମେହେନ୍ଦୀ ଛାଡିଛି ମଥାରୁ ନା ହିଁ ସିନ୍ଦୁର ଲିଭିଛି ହେଲେ ସରିଗଲା ସବୁ କିଛି । ବିବାହ ହେଉଥିଲା ପରିବାର ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ମାତ୍ର ବିବାହର କିଛି ଘଣ୍ଟା ଯାଇଛି କି ନାହିଁ ସବୁକିଛି ଏପଟ ସେପଟ ହୋଇଗଲା ।

ମାତ୍ର ବିବାହର ୧୬ ଘଣ୍ଟା ଭିତରେ ଚାଲିଗଲା ସ୍ୱାମୀର ଜୀବନ । ହାନିମୁନ ପାଇଁ ଶିମିଲା ଯିବାକୁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଥିଲା । ହେଲେ ରାସ୍ତା କାମ ଚାଲୁଥିବା ବେଳେ ହେଲେ ଦୁର୍ଘ-ଟଣା । ଆଉ ହନୁମୁନ ପୂର୍ବରୁ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ସବୁ ହୋଇଗଲା ଶେଷ । ମୃ-ତ୍ୟୁର କିଛି ସମୟ ପୂର୍ବରୁ ସ୍ୱାମୀ ସ୍ତ୍ରୀ ବେକରେ ବରଣ ମାଳା ପକାଇ ସ୍ତ୍ରୀର ଆଖ୍ୟା ଦେଇଥିଲେ ସ୍ୱାମୀ । କେବଳ ସେତିକି ନୁହେଁ ସ୍ତ୍ରୀର ହାତକୁ ଧରି ନିଜ ଘରକୁ ନେଇ ଆସିଥିଲେ । ରିସପ୍ସନ ପାର୍ଟି ସରିବା ପରେ ହନିମୁନ ପାଇଁ ଥିଲା ପ୍ଲାନ ।

ମାତ୍ର କିଛି ଘଣ୍ଟା ପରେ ଯାଇଥାନ୍ତେ ସିମିଲା ହନିମୁନ ପାଇଁ । ଟିକେଟ ବି ସରିଥିଲା ଆଉ ସବୁକିଛି ପ୍ୟାକ ବି ହୋଇ ସାରିଥିଲା । ଖାଲି ପ୍ଲେନରେ ବସିଥାନ୍ତେ ଆଉ ଯାଇଥାନ୍ତେ ସିମିଲା । ଏଥିପାଇଁ ବହୁତ ଖୁସି ମଧ୍ୟ ଥିଲେ ନବ ବିବହିତା ଦମ୍ପତି । ଦୁହେଁ ଦୁହିଁଙ୍କ ସହ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଟିକେ ଦୁହେଁ ଦୁହିଁଙ୍କୁ ବୁଝିଥାନ୍ତେ । ସେଥିପାଇଁ ଦୁହିଁଙ୍କ ମନରେ ଥିଲା ବେଶ ଖୁସି । ହେଲେ ସବୁକିଛି ଏପଟ ସେପଟ ହୋଇଗଲା ।

ଦୁହିଁଙ୍କ ସ୍ୱପ୍ନ ଅଧା ବାଟରେ ହିଁ ଶେଷ ହୋଇଗଲା । ରାତି ପାହି ନାହିଁ ସ୍ୱପ୍ନ ଭା-ଙ୍ଗିଗଲା । ସବୁକିଛି ଏପଟ ସେପଟ ହୋଇଗଲା । ସବୁ ଆଶା ପାଣି ଫୋଟକା ପରି ଫାଟି ଗଲା । ମଥାରେ ଲାଗିଥିବା ସିନ୍ଦୁର ସ୍ତ୍ରୀ ମଥାରେ ଝଟକୁ ଥିବା ବେଳେ ତାକୁ ପୋଛି ଦିଆଗଲା । ହାତରୁ ନାଲି ସଙ୍ଖାକୁ ସ୍ତ୍ରୀର ଖୋଲି ଦିଆ ଗଲା । ଆଉ ନାଲି ଶାଢ଼ୀ ବଦଳରେ ଧଳା ଶାଢ଼ୀ ପିନ୍ଧାଇ ଦିଆଗଲା । ସ୍ତ୍ରୀ ଭୋ ଭୋ ହୋଇ କା-ନ୍ଦିବାକୁ ଲାଗିଲେ ।

ଏମିତି ଏତେ ଜଲ୍ଦି ତାଙ୍କ ସହ କଣ ଘ-ଟିଗଲା ସେ ମଧ୍ୟ କିଛି ବୁଝି ପାରୁନଥିଲେ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ନବ ବଧୂ ସଙ୍ଗେ ସଙ୍ଗେ ନବ ବିଧବାରେ ପରିଣତ ହୋଇଗଲେ । ଆଉ ଏହି ଦୁଃ-ଖ ସହି ପାରୁନଥିଲେ ନବ ବଧୂ । ସବୁକିଛି ଏପଟ ସେପଟ ହୋଇଗଲା । ସବୁକିଛି ଶେଷ ହୋଇଗଲା । ସବୁକିଛି ମାଟିରେ ମିଶିଗଲା । କାରଣ ବାହାଘର ସରିଛି କି ନାହିଁ ଗାଡି ଦୁର୍ଘ-ଟଣାରେ ଚାଲିଗଲା ସ୍ୱାମୀଙ୍କର ଜୀବନ ।

ଏମିତି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ମେରନ ଅଂଚଳରେ । ଯୁବକ ଜଣଙ୍କ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ବିବାହ ପାଇଁ ଘରକୁ ଆସିଥିଲେ । ଅଫିସରେ ସାଙ୍ଗ ମାନଙ୍କୁ କହି ଆସିଥିଲେ ମୁଁ ବିବାହ ପାଇଁ ଯାଉଛି ଆଉ ଏକ ନୂଆ ଜୀବନ ଆରମ୍ଭ କରିବି । ହେଲେ ସେତେବେଳେ ସବୁକିଛି ବଦଳି ଗଲା ଯେତେବେଳେ ଯୁବକ ଜଣଙ୍କ ବିବାହ ବେଦୀ ରୁ ଆସିବାର କିଛି ସମୟ ପରେ ସିଧା ସ୍ମ-ଶାନ କୁ ଚାଲିଗଲେ ।

ମନରେ ଥିଲା ଖୁସିର ଲହରୀ । ଆଖିରେ ଆଖିଏ ସ୍ୱପ୍ନ ମୁଁ ବିବାହ କରିବି । ନୂଆ ନୂଆ ବିବାହକୁ ମନଭରି ଉପଭୋଗ କରିବି । ନୂଆ ଜୀବନ ସାଥୀଙ୍କ ସହିତ ଅନେକ ସମୟ ବିତାଇବି । ଏମିତି ଅନେକ କିଛି ଯୁବକ ଜଣଙ୍କ ଭାବିଥିଲେ । ହେଲେ ସବୁକିଛି ପାଣି ଫୋଟକା ପରି ମିଳେଇ ଗଲା । ସବୁକିଛି ଏପଟ ସେପଟ ହୋଇଗଲା । ଯୁବକଙ୍କ ସବୁ ଆଶା ଆଶାରେ ହିଁ ରହିଗଲା । ଯୁବକ ଜଣଙ୍କ ଶେଷରେ ଆର ପାରିକୁ ଚାଲିଗଲେ । ଯୁବକ ଜାଣି ନଥିଲେ ବିବାହ ପରେ ସେହିଠାରେ ତାଙ୍କୁ ଜମ ଜଗି ବସିଛି । ଚାଲିଥିଲା ବିବାହରେ ହୋମ ନି-ଆଁ ଆଉ ଜ-ଳିଲା ମଶା-ଣିରେ ଜୁଇ ।

Leave a Reply

Your email address will not be published. Required fields are marked *