ଅନୁଭବ କହିଲେ ତାଙ୍କ ଜୀବନର ସବୁଠୁ ବଡ଼ ଦୁଃ-ଖ ।

ଅନୁଭବ ପୁଣି ସୋସିଆଲ ମିଡିଆରେ ନିଜ ମୁହଁ ଖୋଲିଛନ୍ତି ।କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।ସୋସିଆଲ ମିଡିଆରେ ନିଜର ଦୁଃ-ଖ ବଖାଣିଛନ୍ତି । ସେ କହିଛନ୍ତି ସେ ସୁପରଷ୍ଟାର ହୁଅନ୍ତୁ ବା ସୁପର ମ୍ୟାନ ତଥାପି ତାଙ୍କ ଜୀବନରେ ଦୁଃ-ଖ ଥାଏ । ବନ୍ଧୁଗଣ ଅନୁଭବ ମହାନ୍ତିଙ୍କ ଜୀବନରେ ଏମିତି ଏକ ଦୁଃ-ଖ ଘ-ଟଣା ଘ-ଟିଛି । ଯାହା ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ଯଦିଓ ଅନୁଭବ ମହାନ୍ତି ଅନେକ ସମୟରେ ସୋସିଆଲ ମିଡିଆରେ ମୁହଁ ଖୋଲି ନିଜର ଦୁଃ-ଖ ବଖାଣିଥାନ୍ତି ତଥାପି ତାଙ୍କ ବାକ ସ୍ୱାଧୀନତା ଉପରେ ଏବେ ରୋକ ଲଗାଯାଇଛି ।

ଅନୁଭବ ମହାନ୍ତି ଦୁଃ-ଖରେ କହିଛନ୍ତି ମୋର କହିବାକୁ ଅନେକ କିଛି କଥା ଅଛି ହେଲେ ମୁଁ ମୁହଁ ଖୋଲି କହି ପାରିବି ନାହିଁ । ଆଉ ଏମିତି କିଛି କହି ଅନୁଭବ ମହାନ୍ତି ତାଙ୍କ ନିଜର ଏକ ବ୍ୟକ୍ତିଗତ ଦୁଃ-ଖ ସର୍ବ ସମ୍ମୁଖରେ ଉପସ୍ଥାପନ କରିଥିଲେ । କହିଥିଲେ ମୁଁ ଯେତେବଡ଼ ସୁପରଷ୍ଟାର ହୁଏ ନା କାହିଁକି । ମୁଁ ଯେତେବଡ଼ ଅଭିନେତା ହୁଏ ନା କାହିଁକି ମୋ ଜୀବନରେ ଅନେକ ଦୁଃ-ଖ ଅଛି ।

କେବଳ ଏତିକି ନୁହେଁ ଏହି କଥା ବଖାଣିବା ସମୟରେ ଅନୁଭବ ମହାନ୍ତି ଚାଲିଯାଇଥିଲେ ସେହି ବିତି ଯାଇଥିବା ସମୟକୁ । ଆଉ କହିଥିଲେ ମୁଁ ସେହି ପରିବାରରୁ ବଡ଼ ହୋଇଛି ଯେଉଁ ପରିବାରରେ ଗୋଟେ ସମୟ ଥିଲା ପୁରା ଘର ଖୋଜି ଆସିଲେ ବି ଏକ ଟଙ୍କା ମିଳେ ନାହିଁ । ଆଉ ଆଜି ଯେତେବେଳେ ମୁ ଭଗବାନ ପରିବାର ଓ ମୋ ପ୍ରଶଂସକ ମାନଙ୍କ ଆଶୀର୍ବାଦ ରୁ ସାଂସଦ ହେଲି ସେତେବେଳେ ମୁଁ ମୋ ନିଜ ଜୀବନ ଠୁ ଅଧିକ ଭଲ ପାଉଥିବା ବାପା ମାଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କଲି ।

ଆଉ ଯେତେବେଳେ ମୁଁ ନୂଆ ନୂଆ ସାଂସଦ ହୋଇ ଦିଲ୍ଲୀ ଗଲି ସେତେବେଳେ ମୋ ପରିବାର ଲୋକଙ୍କ ମୁହଁରେ ହସ ଭରିବାକୁ ଚେଷ୍ଟା କରିଥିଲି ହେଲେ ତାହା କୌଣସି କାରଣ ବଶତଃ ହୋଇ ପାରିଲା ନାହିଁ । ଆଉ ସେହି କାରଣ କଣ ତାହା ମଧ୍ୟ ମୁଁ ଆପଣଙ୍କୁ କହି ପାରିବି ନାହିଁ । କାରଣ ମୋ ବାକ ସ୍ୱାଧୀନତା ଉପରେ ରୋକ ଲଗାଯାଇଛି । ମତେ କହିବାକୁ ବି ମନା କରାଯାଇଛି ।

କେବଳ ଏତିକି ନୁହେଁ ଏହି କଥା କହିବା ସମୟରେ ଅନୁଭବ ମହାନ୍ତିଙ୍କ ଆଖିରୁ ଝରି ଆସିଥିଲା ଲୁ-ହ । ସବୁବେଳେ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହୁଥିବା ଅନୁଭବ ମହାନ୍ତି ଗତକାଲି ନିଜର ଦୁଃ-ଖ ବଖାଣିବାକୁ ଚେଷ୍ଟା କରି ମଧ୍ୟ କହି ପାରିନଥିଲେ । ଆଉ କହିଥିଲେ ଯେତେବେଳେ ମତେ ମୋ ସ୍ୱାଧୀନତା ମିଳିବ ମୁଁ ସେତେବେଳେ ନିହାତି ଭାବେ ମୁହଁ ଖୋଲିବି । ଏବେ ମୁ କିଛି କହି ପାରିବି ନାହିଁ । ଆଉ ଏତିକି ବେଳେ ଦୁଇଟି ପାସପୋର୍ଟ ବାହାର କରି ନିଜର ପ୍ରଶଂସକ ମାନଙ୍କୁ ଦେଖାଇ ଥିଲେ ଅନୁଭବ ମହାନ୍ତି ।

ଆଉ ସେହି ଦୁଇଟି ପାସପୋର୍ଟ ତାଙ୍କ ବାପା ମାଆଙ୍କର ଥିଲା ବୋଲି କହିଥିଲେ । ଆଉ ମନେ ମନେ ଅନୁଭବ ମହାନ୍ତି ବେଶ ଖୁସି ମଧ୍ୟ ହେଉଥିଲେ । କହୁଥିଲେ ଏହି ପାସପୋର୍ଟ ମୋ ହାତରେ ଅଛି ମୋ ବାପା ମାଙ୍କ ପାଇଁ ବନା ହେଇଛି । ଆଉ ସେତିକି ବେଳେ ଅନୁଭବ ମହାନ୍ତି ହୋଇଯାଇଥିଲେ ଏକ ଦମ ଭାବ ବିହ୍ୱଳ ।

ଏହା ପରେ ଅତୀତର କିଛି ଅକୁହା କଥା ନିଜ ପ୍ରଶଂସକ ମାନଙ୍କ ଆଗରେ ପ୍ରକାଶ କରି କହିଥିଲେ । ମୁଁ ଅନେକ କିଛି କଥା କହିବାକୁ ଚାହେଁ । ହେଲେ ମୁଁ କହି ପାରୁ ନାହିଁ । କାରଣ ମୋ ସ୍ୱାଧୀନତା ଉପରେ ରୋକ ଲଗାଯାଇଛି । ମୋ ଛାତି ତଳେ ଅନେକ ଅକୁହା କଥା ଅଛି ଯାହା ସମୟ ଆସିଲେ ମୁଁ ନିହାତି ଭାବେ ପ୍ରକାଶ କରିବି । ହେଲେ ସେହି ସମୟ ଏବେ ଆସିନି । ମତେ ଯେତେବେଳେ କହିବାକୁ ସୁଯୋଗ ମିଳିବ ସେତେବେଳେ ମୁ ନିହାତି ଭାବେ କହିବି ।

Leave a Reply

Your email address will not be published. Required fields are marked *