ମା ମ-ରି ସୋଇଛି ଛୁଆ କ୍ଷୀର ପାଇଁ ବିକଳ ହେଉଛି ।

ମା ଚିର ନିଦ୍ରାରେ ସୋଇଯାଇଛି । ହେଲେ ଛୁଆ ମା ପାଖରେ ଶୋଇ ଭୋକରେ ବିକଳ ହେଉଛି କ୍ଷୀର ଖାଇବା ପାଇଁ । କୁନି ଛୁଆଁ କୁଆଁ କୁଆଁ ହୋଇ କା-ନ୍ଦୁଛି । ମା କିନ୍ତୁ ଉଠି ତା ଛୁଆକୁ ଆଉ ଖାଇବାକୁ ଦେଉ ନାହିଁ । ପୂର୍ବରୁ ଟିକେ ଭୋକ ଲାଗିଲେ କୁନି ଛୁଆ କା-ନ୍ଦି କା-ନ୍ଦି ମାକୁ ସଙ୍କେତ ଦିଏ ମା ଉଠି ସବୁବେଳେ କ୍ଷୀର ଖାଇବାକୁ ଦିଏ ହେଲେ ଆଜି କିନ୍ତୁ ଦୁଇ ଘଣ୍ଟା ଧରି ଛୁଆ ରାହା ଧରି କା-ନ୍ଦୁଥିବା ବେଳେ ମା କିନ୍ତୁ ଛୁଆକୁ ଖାଇବା ପାଇଁ ଦେଉ ନାହିଁ । କୁନି ଛୁଆ ଜାଣିନି ତା ମା ଆଉ ଏ ଦୁନିଆରେ ନାହିଁ ବୋଲି । ତା ମା ସବୁ ଦିନ ପାଇଁ ଅଫେରା ରାଇଯକୁ ଚାଲି ଯାଇଛି । କାରଣ ତା ବାପା ତା ମାକୁ ମା-ରି ଦେଇଛି ।

ହଁ ଆଜ୍ଞା ମ-ରିଶୋଇଥିଲା ମା ଆଉ ମା ପାଖରେ ଶୋଇ କୁନି ଛୁଆ କୁଆଁ କୁଆଁ ହୋଇ କାନ୍ଦୁଥିଲା । ମୃତ ମା ପାଖରେ ଦୁଇ ଘଣ୍ଟା ଧରି ଶୋଇ କାନ୍ଦିବା ପରେ ମା ମା ଯେତେବେଳେ ଆଖି ଖୋଲି ନଥିଲା କି ଖାଇବାକୁ ଦେଇ ନଥିଲା ସେତେବେଳେ ସାହି ପଡିସା ଆସି ଦେଖିଥିଲେ ମା ଆଉ ଏ ଦୁନିଆରେ ନାହିଁ । କୁନି ଛୁଆ ସବୁ ଦିନ ପାଇଁ ତା ମାକୁ ହରେଇ ସାରିଛି । ଆଉ ଏହି ଘଟଣା ପବନ ବେଗରେ ପ୍ରସାରିତ ହେବା ପରେ ଗାଁ ସାରା ଲୋକେ ତାଙ୍କ ଘର ପାଖରେ ପହଞ୍ଚି ଗଲେ ।

ଆଉ ଝିଅର ପରିବାର ଲୋକଙ୍କ ଅଭି-ଯୋଗ ତା ସ୍ବାମୀ ଯୌତୁକ ପାଇଁ ତାଙ୍କ ଝିଅକୁ ମା-ରି ଦେଇଛି । ମା ତା କୁନି ଝିଅକୁ ଛାଡ଼ି ସବୁ ଦିନ ପାଇଁ ଆଖି ବୁଝି ଦେଇଛି । ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ । କୁନି ଝିଅ କା-ନ୍ଦୁଛି ଆଉ ମା ଆଉ ଏ ଦୁନିଆରେ ନାହିଁ । ବାପା ଯୌ-ତୁକ ଲୋଭରେ ମାକୁ ସବୁ ଦିନ ପାଇଁ ମାରି ଦେଇଛନ୍ତି । ଏହି ଖବର ଝିଅର ପରିବାର ଲୋକେ ପାଇବା ପରେ ଘ-ଟଣା ସ୍ଥଳରେ ପହଞ୍ଚି ଝିଅକୁ ମୃ-ତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଏନେଇ ଥା-ନାରେ ଅଭି-ଯୋଗ କରିଥିଲେ । ଝିଅର ଶାଶୁ ଘର ଲୋକେ ଝିଅକୁ ଯୌ-ତୁକ ପାଇଁ ମା-ରି ଦେଇଥିବା ଅଭି-ଯୋଗ କରିଥିଲେ ।

ତେବେ ଏହି ଘ-ଟଣା ପରେ ଗାଁରେ ଶୋକା-କୁଳ ପରିବେଶ ସୃଷ୍ଟି ହୋଇଛି । କୁନି ଛୁଆର ମୁହଁ ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଛି । କୁନି ଛୁଆ ମାକୁ ହରେଇ କା-ନ୍ଦୁଥିବା ବେଳେ । ମା ଆଉ କିଛି ଦିନ ପରେ ପାଳନ କରିଥାନ୍ତା ଝିଅର ଜନ୍ମ ଦିନ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା ପ୍ରକାର ସବୁ ଦିନ ପାଇଁ ଆଖି ବୁଝି ଦେଲେ ମା । ତେବେ ବର୍ତ୍ତମାନ ପୋ-ଲିସ ମୃ-ତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ତ-ଦନ୍ତ କରୁଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *