ହଠାତ ଅଚେତ ହୋଇଗଲେ ଅଭିନେତ୍ରୀ ଝିଲିକ୍, ଭୋ ଭୋ ହୋଇ କାନ୍ଦୁଥିଲେ ଝିଲିକ । ଦେଖନ୍ତୁ ଭିଡ଼ିଓ:-

ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ଅଭିନେତ୍ରୀ ଝିଲିକ୍ ଭଟାଚାର୍ଯ୍ୟ ଙ୍କ ଭାଇରାଲ ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟରେ ପଡିଯିବେ।

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ସେଲିବ୍ରେଟି ମାନଙ୍କ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳେ। ଭିଡ଼ିଓ ପୋଷ୍ଟ କରିବା ମାତ୍ରେ ଲୋକମାନେ ସେୟାର କରିଥାନ୍ତି ଏବଂ ଖୁବ ପସନ୍ଦ ମଧ୍ୟ କରିଥାନ୍ତି। ବର୍ତ୍ତମାନ ସମୟରେ ଓଲିଉଡର କଳାକାର ଝିଲିକ୍ ଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ କିଛି ସମୟ ପାଇଁ ଚିନ୍ତାରେ ପଡ଼ି ଯିବେ ଏବଂ ଭାବିବାକୁ ଲାଗିବେ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଝିଲିକ ବେଙ୍ଗଲି ପରିବାରରୁ ହୋଇଥିଲେ ମଧ୍ୟ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ବାସ କରନ୍ତି। ଝିଲିକ ଓଡ଼ିଆ ଘରର ବୋହୂ ମଧ୍ୟ ହୋଇଛନ୍ତି। ସେ ରାଜନୀତି ରେ ଥିବା ଏମ.ଏ.ଲେ ଙ୍କୁ ବିବାହ କରିଛନ୍ତି। ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ସେ ବିବାହ ପରେ ଆଉ ଓଡିଆ ଚଳଚିତ୍ର କରିବା ଛାଡି ଦେଇଛନ୍ତି। ବିବାହ ପରେ ଅନ୍ୟ କୌଣସି ଫିଲ୍ମରେ କାମ କରି ନାହାଁନ୍ତି। ସେ ନିଜ ବୈବାହିକ ଜୀବନରେ ଖୁସି ଥିବା ବେଶ ଜଣା ପଡିଛନ୍ତି।

ବର୍ତ୍ତମାନ ସେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ନାକ ଫୋଡିବା ପାଇଁ ଯାଇ ଥିବା ବେଳେ ଛୋଟ ପିଲାଙ୍କ ଭଳି ଡ଼ରିକି କାନ୍ଦିବାକୁ ଲାଗୁଛନ୍ତି। କେବଳ ସେତିକି ନୁହେଁ ବାରମ୍ବାର ଅଚେତ ହୋଇ ଯାଉଥିବା ମଧ୍ୟ ଦେଖିବାକୁ ପାଇବେ।

ତେବେ ତାଙ୍କର ଏହି ଅଭିନୟ ଓ ପିଲା ଳିୟାମି ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି। ଯେଉଁ କାରଣରୁ ସେମାନେ ଏହି ଭିଡ଼ିଓକୁ ସେୟାର କରିବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *