ବାପା ହାଟରେ ବିକିଲା ପୁଅକୁ ।

ଦୁନିଆରେ ସବୁଠୁ ନିରାପଦ ସ୍ଥାନ ହେଉଛି ମାର କୋଳ ଆଉ ବାପାଙ୍କ ପାଖ ।ବାପା ପାଖରେ ଥିଲେ ଦୁନିଆର କୌଣସି ଶକ୍ତି ବି ହରାଇ ପାରେନି । ହେଲେ ଯେତେବେଳେ ସେହି ବାପା ନିଜେ ସାଜନ୍ତି ସୈ-ତାନ ସେତେବେଳେ ପିଲା କାହା ପାଖେ ନିଜର ସୁର-କ୍ଷା ଲୋଡିବ । ଯେତେବେଳେ ବାପା ନିଜେ ହୋଇଥାନ୍ତି ଜଣେ ଦଲାଲ ସେତେବେଳେ ପିଲା କାହା ଆଗେ କହିବେ ବାପାର କଥା । ବନ୍ଧୁଗଣ ବାପା ବା ରେ ବାୟୁ ପାରେ ପ୍ରାଣ କହିଲେ ଅତୁକ୍ତି ହେବ ନାହିଁ ।

ହେଲେ ଜଣେ ବାପାର କା-ଣ୍ଡ କାରନାମା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଜଣେ ବାପାଙ୍କ ଦଲାଲି ବିଷୟରେ ଜାଣିଲେ ଆପଣ କହିବେ ଏ ବାପା ନୁହେଁ ଏ ଜଣେ ଟଙ୍କା ଲୋଭି ସୈତାନ । ସବୁ ପିଲା ମାନେ ବାପାଙ୍କ ସହ ବୁଲିବାକୁ ବେଶ ଅଧିକ ଭଲ ପାଆନ୍ତି । ସବୁ ପିଲା ମାନେ ବାପାଙ୍କ ସହ ହାଟ ବଜାର ଯିବାକୁ ଆଗ ଭର ଥାନ୍ତି । ହେଲେ ସେହି ବାପା ଯେ କିଛି ଟା ଟଙ୍କା ପାଇଁ ନିଜ ପୁଅକୁ ବିକ୍ରି କରିଦେବ ଏ କଥା କେହି ଜାଣି ନଥାନ୍ତି ।

ସେ ଦିନ ବାପା ପୁଅ ବାହାରି ଯାଇଥିଲା ହାଟକୁ ଭାବିଥିଲା ବାପା ହାଟ ବୁଲାଇ ଚକେଲଟ ଦେବେ । ହେଲେ ବାପା କିନ୍ତୁ ୧୦ ବର୍ଷର ପୁଅକୁ ବିକି ଦେଲା । ପୁଅ କହୁଥିଲା ବାପା ମତେ ଏକା ଛାଡି କୁଆଡେ ଯାଉଛ । ତୁମେ ତ କହିଥିଲ ଆମେ ହାଟକୁ ବୁଲିବାକୁ ଯାଉଛୁ ବୋଲି ହେଲେ ଏ ଅଙ୍କଲ କିଏ । ତୁମେ ଆଙ୍କ ପାଖରୁ କାଇଁ ଟଙ୍କା ନେଉଛ । ହଁ ବନ୍ଧୁଗଣ ମୁହଁ ଖୋଲି ପୁଅ ସିନା କହି ପାରୁନଥିଲା ହେଲେ ଚକିତ ହୋଇ ବାପାଙ୍କୁ ଚାହିଁ ରହିଥିଲା ।

କାରଣ ଏଠାରେ ବାପା ସାଜିଥିଲା ଦ-ଲାଲ ଆଉ ପୁଅକୁ ହାଟକୁ ବୁଲାଇବାକୁ ନେଇ କିଛିଟା ଟଙ୍କାରେ ପୁଅକୁ ବିକ୍ରି କରିଦେଲା । ପୁଅ ଦୁଇ କି ପାଞ୍ଚ ବର୍ଷର ନୁହେଁ ୧୦ ବର୍ଷର ପୁଅକୁ ଜାଣି ଜାଣି ବିକ୍ରି କରିଦେଲା । ଏ ଦୁନିଆ ବଡ଼ ଅଦ୍ଭୁତ ଏଠି କିଏ ପୁଅ ପାଇଁ ମାନସିକ କରେ ଆଉ କିଏ ପୁଅ ଟିଏ ଜନ୍ମ ହେବା ପାଇଁ କେତେ ଦିଅ ଦେବତାଙ୍କୁ ପୂଜା କରେ । ହେଲେ ଏ ବାପା କିନ୍ତୁ ସବୁ ବାପାଙ୍କ ଠୁ ଭିନ୍ନ । କାରଣ କିଛି ଟା ଟଙ୍କା ପାଇଁ ନିଜ ୧୦ ବର୍ଷର ପୁଅକୁ ବିକ୍ରି କରିବାକୁ ପଛାଇଲା ନାହିଁ ଟଙ୍କା ଲୋଭି ବାପା ।

ବନ୍ଧୁଗଣ ଏପରି ଏକ ଘ-ଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ । ନିଜ ଦଶ ବର୍ଷର ପୁଅକୁ ସ୍ୱାର୍ଥପର ବାପା ବିକ୍ରି କରିଦେବା ହୋଇଛି ସାଙ୍ଘା-ତିକ ଅଭି-ଯୋଗ । ପୁଅକୁ ଚକଲେଟ ଦେଇ ବଜାର ବୁଲାଇଵାକୁ କହି ପୁଅକୁ ନେଇ ଘରୁ ବାହାରି ଯାଇଥିଲେ ବାପା । ବାପାଙ୍କ ଛନ୍ଦ ଓ ମନରେ ଥିବା କଥାକୁ ପୁଅ ବୁଝିବାରେ ଅସମର୍ଥ ଥିଲେ । ତେଣୁ ବାପାଙ୍କୁ ବା କେହି କାଇଁ ସ-ନ୍ଦେହ କରିବ ।

ତେଣୁ ବାପା ଏହାର ଫାଇଦା ଉଠାଇବାକୁ ବେଶ ଚେଷ୍ଟା କରିଥିଲେ । କାରଣ ପୁଅ ଯିଏକି କଅଁଳ ନିରୀହ ନିଷ୍ପାପ ଶିଶୁ । ସେ ଭାବୁଛି ମୋ ବାପା ଦୁନିଆର ସବୁଠୁ ଭଲ ବାପା । ମତେ ହାଟ ବୁଲାଇଵାକୁ ନେବେ ଚକେଲଟ କିଣି ଦେବେ । ହେଲେ ସେ କଣ ଜାଣିଛି କି ତା ବାପା ଚକେଲଟ ଦେଇ ତାକୁ ସବୁଦିନ ପାଇଁ ତାଙ୍କ ପାଖରୁ ଅଲଗା କରିଦେବେ ବୋଲି । ବାପା ଏକ ଅଜଣା ଲୋକ ହାତରେ ତାକୁ ବିକ୍ରି କରିଦେବେ ବୋଲି ।

ବାପା ସିନା ବିକ୍ରି କରିଦେଲେ ପୁଅକୁ ହେଲେ ମା ଏସବୁ କିପରି ସହିଥାନ୍ତା । ମା ପରା ଦଶ ମାସ ଦଶ ଦିନ ଗ-ର୍ଭ ଯ-ନ୍ତ୍ରଣା ସହି ପିଲାକୁ ବଡ଼ କରିଥିଲେ । ନିଜର ଦଶ ବର୍ଷର ଜନ୍ମ କଲା ପୁଅକୁ ବା ସେ କିପରି ଛାଡି ରହି ପାରିବ । ତେଣୁ ମା ଏହାକୁ ବି-ରୋଧ କରିବା ସହିତ ସ୍ଥାନୀୟ ଲୋକଙ୍କୁ ଜଣାଇବ । ପରେ ସ୍ଥାନୀୟ ଲୋକେ ମଧ୍ୟ ଏହି ଘଟ-ଣାକୁ ନେଇ ଶିଶୁ ସୁର-କ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ତେବେ ଶିଶୁ ସୁର-କ୍ଷା ନିର୍ଦେଶ କ୍ରମେ ପୋ-ଲିସ ପୁଅକୁ ଉ-ଦ୍ଧାର କରିବାରେ ସକ୍ଷମ ହୋଇଛି । ଆଉ ପୁଣିଥରେ ନିଜ ମା କୋଳକୁ ଫେରି ଯାଇଛି ନିଜ ଦଶ ବର୍ଷର ପୁଅଟି ।

Leave a Reply

Your email address will not be published. Required fields are marked *