ମାନବିକତାର ସବୁ ସୀମା ଉଲଂ-ଘନ କଲା ମଣିଷ । ପାଞ୍ଚ ବର୍ଷର ନିଷ୍ପାପ କନ୍ୟା ସହ ଦୁ-ଷ୍କର୍ମ କଲା ୪୫ ବର୍ଷୀୟ ବ୍ୟକ୍ତି ।

ବର୍ତ୍ତମାନ ଦୁନିଆରେ ଯୌ-ନ ରା-କ୍ଷସ ମାତିଲେଣି । କେତେବେଳେ ଯେ କାହା ଉପରେ ଲଲୁପ ଦୃଷ୍ଟି ପକାଇବେ ସେକଥା କିଏ କହି ପାରିବ । ଦିନକୁ ଦିନ ଏଭଳି ମଣିଷର କର୍ତ୍ତୃତ୍ୱ ବଢ଼ିବାରେ ଲାଗିଛି । ଏଭଳି ଲୋକଙ୍କ ମଧ୍ୟରେ ବାସ୍ତବରେ ମାନବିକତା ଭଳି କିଛି ନଥାଏ । ଯେଉଁ ମାନଙ୍କ ପ୍ରଭାବରୁ ଛୋଟ ଶିଶୁ ମଧ୍ୟ ବର୍ତ୍ତି ପାରୁ ନାହାଁନ୍ତି ।

ପ୍ରାୟତଃ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଖବରକାଗଜରେ ଏଭଳି ଅନେକ ଘ-ଟଣା ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଦୁଃ-ଖ ପ୍ରକାଶ କରିବେ । କାରଣ ଜଣେ ବ୍ୟକ୍ତି ପାଞ୍ଚ ବର୍ଷର ଦିବ୍ୟାଙ୍ଗ କନ୍ୟାକୁ ଦୁ-ଷ୍କର୍ମ କରିଛି । ଘଟ-ଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ ।

ଘ-ଟଣା ଏହା ଯେ ଘରେ ଜଣେ ପାଞ୍ଚ ବର୍ଷର ଶିଶୁ କନ୍ୟା ଶୋଇଥିବା ସମୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଆସି ଦୁ-ଷ୍କର୍ମ କରିଛି । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଭୁବନ ଥା-ନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଏକ ଗାଁ ରୁ ସାମ୍ନାକୁ ଆସିଛି । ଯେଉଁଠି ଯୌ-ନ ରାକ୍ଷ-ସର ପ୍ରଭା-ବରୁ ବର୍ତ୍ତି ନପାରି ଦୁଷ୍କ-ର୍ମର ଶି-କାର ହୋଇଛି ପାଞ୍ଚ ବର୍ଷର ଜଣେ ନିଷ୍ପାପ ଶିଶୁ କନ୍ୟା ।

ପୁଣି କନ୍ୟା ଜଣକ ଦିବ୍ୟାଙ୍ଗ । ଏଭଳି ସାମ୍ନାକୁ ଆସିଛି ଯେ ଉକ୍ତ କନ୍ୟାକୁ ବାବୁଲି ବିନ୍ଧାଣି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ନିଜର ଶି-କାର ବନାଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜନୈକ ମହିଳା ନିଜର ପାଞ୍ଚ ବର୍ଷର ଦିବ୍ୟଙ୍ଗ କନ୍ୟାକୁ ଛାଡ଼ି ପାଖ ନଳକୂପକୁ ପାଣି ପାଇଁ ଯାଇଥିଲେ ।

ଫେରିଲା ବେଳକୁ ବମୁଆ ଗାଁର ବାବୁଲା ବିନ୍ଧାଣି ଝିଅକୁ ଦୁ-ଷ୍କର୍ମ କରୁଥିବାର ଦେଖିବାକୁ ପାଇଥିଲେ ।ଘଟ-ଣାସ୍ଥ-ଳରେ ମହିଳା ଜଣକ ବାବୁଲାକୁ ଝାଡୁରେ ବାଡ଼େଇବା ପରେ ବାବୁଲା ଘଟ-ଣା ସ୍ଥଳରୁ ଫେ-ରାର ହୋଇ ଯାଇଛି । ତେଣୁ ମହିଳା ଜଣକ ନିଜ ଝିଅକୁ ଧରି ସୁରପ୍ରତାପ ପୁର ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ । ତେବେ ଝିଅର ମା’ ପୋ-ଲିସ ସାମ୍ନାରେ ପୁରା ଘଟ-ଣାକୁ ବଖାଣିଛନ୍ତି । ପରେ ଝିଅର ଡାକ୍ତରୀ ମଇନା କରାଯାଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏହି ଘଟ-ଣାର ତ-ଦନ୍ତ ଆରମ୍ଭ କରିଛନ୍ତି । ପୀ-ଡ଼ିତା ଶିଶୁ କନ୍ୟାଙ୍କ ମା’ ଘ-ଟଣା ବିଷୟରେ ବ୍ୟକ୍ତ କରିଛନ୍ତି ।

ସେପଟେ ଅଭି-ଯୁକ୍ତ ବାବୁଲା ବିନ୍ଧାଣି ଫେ-ରାର ଥିବା ଜଣା ପଡ଼ିଛି । ଖୁବଶୀଘ୍ର ଝିଅକୁ ନ୍ୟା-ୟ ମିଳିବ ଆଶା କରି ମା’ ବର୍ତ୍ତମାନ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ କହି ରଖିବୁ ଯେ ଆଜିକାଲି ଝିଅ ବୋହୂ ଯେଉଁଠି ନିଜ ଗାଁ ସହର ଅଞ୍ଚଳରେ ସୁର-କ୍ଷିତ ନାହାଁନ୍ତି ତେବେ ସେମାନେ ଘରେ ସୁର-କ୍ଷିତ ଅଛନ୍ତି କି ନାହିଁ ସେ ବିଷୟରେ ଆଗ ଯତ୍ନବାନ ହେବା ଉଚିତ । ନହେଲ ଏ ଯୌ-ନ ରୂପୀ ରା-କ୍ଷସ ଘରେ ମଧ୍ୟ ପଶିପାରେ । ଯଦି ବେଳ ଥାଉ ଥାଉ ଏଭଳି ଘ-ଟଣା ଉପରେ କୌଣସି ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ସମୟରେ ଆହୁରି ଏଭଳି ଅଧିକ ଘ-ଟଣା ଯେ ନହେବ ତାହା କିଏ କହିବ ?

Leave a Reply

Your email address will not be published. Required fields are marked *