ଜେଜେ ନେଇଗଲେ ନାତୁଣୀକୁ , ଜେଜେଙ୍କ ଦ-ଶାହ କର୍ମରେ ଆଖି ବୁଜିଲେ ନାତୁଣୀ

ବିଧି ର ବିଧାନ କେ କରିବ ଆନ । ଯାହା ସମୟ ଚକରେ ଲେଖା ହୋଇଛି , ତାହା ହିଁ ହେବ। ଆଉ ଏ କଥା ପୁରାପୁରି ସତ୍ୟ । ସତ୍ୟକୁ କେହି ବଦଳାଇ ପାରିବେ ନାହିଁ । ଯାହା ଯେପରି ଆଉ ଯେଉଁ ଭଳି ହିସାବରେ ହେବାର ଥିବ , ତାହା ହିଁ ଘଟିବ । ତେବେ କୁହାଯାଏ ମଣିଷ ଯେତେ ଦିନ ପାଇଁ ଏ ଦୁନିଆଁକୁ ଆସିଛି , ସେତେ ଦିନ ହିଁ ରହିବ ଆଉ ତା ପରେ ଚାଲି ଯିବ । କେହି ବି ଏ ଦୁନିଆଁରେ ଅମର ନୁହେଁ ।

ଯେତେ ଦିନ ଯାହା ଭାଗ୍ୟରେ ଲେଖା ହୋଇଛି , ସେତିକି ଦିନ ରହି ତାପରେ ଏ ଦୁନିଆଁରୁ ବି-ଦାୟ ନେଇ ଚାଲି ଯିବ । ତେବେ ଆଜ୍ଞା ହଁ ଆମେ ଆପଣଙ୍କୁ ଆଜି ଏପରି କିଛି କଥା କହିବୁ , ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ଆସିଯିବ ଲୁହ । ଜଣେ ନିରୀହ ଝିଅର ଅକାଳରେ ଚାଲି ଯାଇଛି ଜୀବନ । ଯାହା କେହି କେବେ ସ୍ବପ୍ନରେ ଭାବି ନଥିଲେ , ତାହା ହିଁ ହୋଇଗଲା ।

ବାସ୍ତବରେ ଜେଜେବାପାଙ୍କ ଦ-ଶାହ କର୍ମ ଚାଲିଥିବା ଦିନ ହିଁ ଚାଲି ଗଲା ନାତୁଣୀର ଜୀବନ । ଆଉ ବର୍ତ୍ତମାନ ସମୟରେ ସମସ୍ତେ କହିବାକୁ ଲାଗିଛନ୍ତି କି , ନାତୁଣୀ ଜେଜେର ପ୍ରିୟ ଥିଲେ । ଆଉ ସେଥିପାଇଁ ହିଁ ଜେଜେ ନିଜ ପାଖକୁ ନାତୁଣୀକୁ ନେଇ ଚାଲିଗଲେ । ଦେଖୁ ଦେଖୁ ମୁହୂର୍ତ୍ତକରେ ସବୁ ବଦଳି ଗଲା । ଯେଉଁ ଝିଅକୁ ସମସ୍ତେ ଭଲ ପାଉଥିଲେ , ବର୍ତ୍ତମାନ ସମୟରେ ସେ ଆଉ ପାଖରେ ନାହିଁ ବୋଲି କେହି ବିଶ୍ବାସ କରି ପାରୁ ନାହାଁନ୍ତି ।

ସମସ୍ତେ ମୁଣ୍ଡ ବାଡେଇ କା-ନ୍ଦିବାରେ ଲାଗିଛନ୍ତି । ମାଆର ହୋସ ଯାଉଛି ଆଉ ଆସୁଛି । ଏପରି ସମୟରେ ନିଜର ଝିଅକୁ ହରାଇ ପାଗେଲି ହୋଇ ଯାଇଛି ମାଆ । ତେବେ ଏପରି ଘ-ଟଣା ବର୍ତ୍ତମାନ ପୁରାପୁରି ଗାଁକୁ ସ୍ତବ୍ଧ କରି ଦେଇଛି । ଏପରି ଘ-ଟଣା ଆଖି ଆଗରେ ଘଟିବ ବୋଲି କେହି ଜାଣି ନଥିଲେ ।

ତେବେ ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥା-ନା ସାଧନଗର ଅଞ୍ଚଳରେ । ବାପା ମାଆଙ୍କ ବଡ ଝିଅ ଋତୁପର୍ଣ୍ଣା । ପାଠ ପଢୁଥିଲେ ମାତ୍ର ଅଷ୍ଟମ ଶ୍ରେଣୀରେ । ବାପା ମାଆ ଝିଅ ପାଇଁ କେତେ କଣ ସ୍ବପ୍ନ ଦେଖିଥିଲେ । ଝିଅ ବଡ ହେବ ଆଉ ତାଙ୍କ ପାଇଁ କେତେ କଣ କରିବ । କିନ୍ତୁ ସବୁ ସ୍ବପ୍ନ ଅଧାରେ ରହିଗଲା ।

ତେବେ କିଛି ଦିନ ଆଗରୁ ଋତୁପର୍ଣ୍ଣାଙ୍କ ଜେଜେ ବାପାଙ୍କ ଜୀବନ ଚାଲି ଯାଇଥିଲା । ଆଉ ସେଥିପାଇଁ ପରିବାରରେ ସମସ୍ତଙ୍କ ଓଠରୁ ହସ ଲିଭି ଯାଇଥିଲା । ସମସ୍ତେ ତାଙ୍କୁ ଝୁରି ହେଉଥିଲେ । ତେବେ ଜେଜେଙ୍କର ସବୁଠାରୁ ପ୍ରିୟ ନାତୁଣୀ ଥିଲେ ଋତୁପର୍ଣ୍ଣା । ଯାହାଙ୍କୁ ଜେଜେ ବହୁତ ଭଲ ପାଉଥିଲେ । ତେବେ ଜେଜେ ଯିବା ପରେ ଜେଜେଙ୍କ ଏକା-ଦଶ କର୍ମରେ ଏପରି ହେବ ବୋଲି ଜଣା ନଥିଲା ।

ଏକାଦଶହ ଦିନ ସମସ୍ତେ କାମରେ ବ୍ୟସ୍ତ ରହିଥିବା ସମୟରେ ଋତୁପର୍ଣ୍ଣା ନିଜର ଦୁଇ ଭଉଣୀଙ୍କୁ ନେଇ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଏହି ସମୟ ମଧ୍ୟରେ ଦେଖୁ ଦେଖୁ ଋତୁପର୍ଣ୍ଣାଙ୍କ ଦୁଇ ଭଉଣୀ ପାଣିରେ ଭାସି ଯାଇଥିଲେ । ଯାହାକୁ ବଞ୍ଚାଇବା ପାଇଁ ସେ ନିଜେ ପାଣି ଭିତରକୁ ଯାଇଥିଲେ ଆଉ ସେମାନଙ୍କୁ ବଞ୍ଚାଇ ଦେଇଥିଲେ ମଧ୍ୟ । କିନ୍ତୁ ନିଜେ ଆଉ ସେ ଗଭୀର ପାଣି ମଧ୍ୟରୁ ବାହାରି ପାରି ନଥିଲେ ।

ଏତେ ପାଣି ଭିତରେ କାତ ପାଇ ନଥିଲା । ତେଣୁ ବୁଡି ଯାଇଥିଲେ ଋତୁପର୍ଣ୍ଣା । ତେବେ ପରେ ଘର ଲୋକ ଖୋଜୁ ଖୋଜୁ ପାଇ ଥିଲେ ଋତୁପର୍ଣ୍ଣାଙ୍କ ମୃ-ତ ଶରୀରକୁ । ବର୍ତ୍ତମାନ ପୁରାପୁରି ସମସ୍ତେ ଭା-ଙ୍ଗି ପଡ଼ିଛନ୍ତି । ଘରର ବଡ ଝିଅକୁ ହରାଇ ବାପା ମାଆ କା-ନ୍ଦିବା ସହିତ ପୁରା ସାହି ଋତୁଙ୍କ ଭଳି ଜଣେ ଭଲ ଝିଅକୁ ହରାଇ କା-ନ୍ଦିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *