ଗୋପାଳ ଆଖିରେ ଲୁହ….ଅନେକ ଦିନ ପରେ ନିଜ ଭାଇକୁ ଦେଖି ତାକୁ କୁଣ୍ଢେଇ ଧରି ଭୋ ଭୋ ହେଇ କା-ନ୍ଦିଲା ଗୋପାଳ

ହ-ତ୍ୟାକା-ରୀ ଗୋପାଳ କାନ୍ଦୁଛି । ଆଜି ପ୍ରଥମ ଥର ପାଇଁ ଅଭି-ଯୁକ୍ତ ଗୋପାଳ ନିଜ ଭାଇକୁ ଦେଖି ଜେଲ ଭିତରେ ନିଜ ଲୁ-ହ ଏବଂ କୋହକୁ ସମ୍ଭାଳି ପାରି ନାହିଁ । ଗୋପାଳ ଜେଲ ଭିତରେ ଅନେକ ହରକତ କରିଥିବା ଆପଣ ଶୁଣିଥିବେ ନିହାତି ଭାବେ ଯେମିତି କି ଜେଲ ଭିତରେ ଗୋପାଳ ନିଜ ଖବର ଦେଖି ହସିବା ହେଉ କି ପେପର ପଢିବା ହେଉ କି ଖାଇବା ପାଇଁ ପଖାଳ ମାଗିବା ହେଉ । ହେଲେ ଏବେ କିନ୍ତୁ ନବ ଦାସଙ୍କ ହ-ତ୍ୟାକା-ରୀ ଅଭି-ଯୁକ୍ତ ଗୋପାଳ ଆଖିରେ ଲୁହ । ଗୋପାଳ ହୃଦୟରେ କୋହ । ଆଉ ଭାଇକୁ କୁଣ୍ଡାଇ ପକାଇ ଗୋପାଳ ଭୋ ଭୋ କାନ୍ଦୁଛି କହୁଛି ଭାଇ ମୋର ତୁମ ମାନଙ୍କ କଥା ଖୁବ ମନେ ପଡୁଛି । ମୁଁ ତୁମ ମାନଙ୍କୁ ଛାଡି ଆଦୌ ରହି ପାରୁ ନାହିଁ ।

କଳା କୋଠରୀ ଭିତରେ ରହି ରହି ମୋର ତୁମ ମାନଙ୍କ କଥା ବହୁତ ମନେ ପଡୁଛି । ଘର କଥା ମୋ ପୁଅ କଥା ବି ବେଶ ଅଧିକ ମନେ ପଡୁଛି । ଘରେ ମୋ ସ୍ତ୍ରୀ ଏବଂ ପୁଅ କେମିତି ଅଛନ୍ତି ବୋଲି ମଧ୍ୟ ଗୋପାଳ ଭାଇଙ୍କ ପାଖରୁ ପଚାରି ବୁଝିଛି । ଯେଉଁ ଗୋପାଳର ହୃଦୟ ଖୁବ କଠିନ ସେହି ଗୋପାଳ ଆଖିରେ ଆଜି ଲୁ-ହ ସୃଷ୍ଟି ହୋଇଛି । ଯେଉଁ ଗୋପାଳର ହୃଦୟଟା ପଥର ବୋଲି ଲୋକେ କହୁଥିଲେ ଗୋପାଳ ହୃଦୟରେ ଆଜି ଅଦିନିଆ କୋହ ସୃଷ୍ଟି ହୋଇଛି । ଆଉ ଗୋପାଳ ନିଜ ଲୁ-ହକୁ ନା ସମ୍ଭାଳି ପାରୁଛି ନା ହିଁ ନିଜ କୋହକୁ ।

ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଜାଣିଥିବେ କି ଗୋପାଳ ଏବେ ଝାରସୁଗୁଡା ଜେ-ଲରୁ ଆସି ଚୌଦ୍ୱାର ଜେ-ଲରେ ରହିଛି । ଆଉ ଏହି ସମୟରେ ଏକ ଦମ ସୁର-କ୍ଷା ବଳୟ ଭିତରେ ରହିଛି ଗୋପାଳ । ତେବେ ଶୁକ୍ରବାର ଥିଲା ଗୋପାଳର ପରିବାର ସହିତ ମିଳନ ଯେଉଁ ସମୟରେ ଗୋପାଳ ତା ଭାଇଙ୍କୁ ଦେଖା କରିଛି । ଶୁଣିବାକୁ ମିଳୁଛି କି ଗୋପାଳର ଭାଇ ସତ୍ୟ ନାରାୟଣ ଦାସ । ଗୋପାଳକୁ ଭେଟିବା ପାଇଁ ଚୌଦାର ଜେ-ଲରେ ଆସି ପହଞ୍ଚିଥିଲେ ।

ଆଉ ଚୌଦାର ଜେ-ଲରେ ଗୋପାଳଙ୍କ ଭାଇ ପହଁଚିବା ପରେ ହୋଇଥିଲା ଗୋପାଳ ସାଥିରେ ତାଙ୍କ ଭାଇଙ୍କର ଦେଖା ସାକ୍ଷାତ । ଜେ-ଲ ଭିତରେ ଏତେ ଦିନ ପରେ ଭାଇକୁ ଦେଖି ଗୋପାଳ ନିଜକୁ ସମ୍ଭାଳି ପାରି ନଥିଲା । ଆଉ ଗୋପାଳ ଯେତେବେଳେ ଭାଇକୁ କୁଣ୍ଡାଇ ଭୋ ଭୋ ହୋଇ କା-ନ୍ଦିଥିଲା ସେତେବେଳେ ଗୋପାଳକୁ ଦେଖି ଜେଲ ଭିତରେ ଥିବା ସୁର-କ୍ଷା କର୍ମୀ ମାନେ ମଧ୍ୟ ଆଚମ୍ବିତ ହୋଇଯାଇଥିଲେ ।

ଭାଇକୁ ଧରି ଗୋପାଳ କା-ନ୍ଦି ସାରିବା ପରେ ନିଜକୁ ସମ୍ଭାଳି ନେଇ ଗୋପାଳ କହିଥିଲା କି ମୁଁ ତ ଆଉ ବୋଧେ ଜେ-ଲ ଭିତରୁ ବାହାରି ପାରିବି ନାହିଁ । ହେଲେ ତୁ କିନ୍ତୁ ନିଜର ଯତ୍ନ ନେବୁ । ଘର ପରିବାର ଦାୟିତ୍ୱ ତୁ ଏଥର ବୁଝିବୁ । ପରିବାରର ଯତ୍ନ ନେଉଥିବୁ । ଏମିତି ଦୁଇ ଭାଇଙ୍କ ଭିତରେ କିଛି ସମୟ ବାର୍ତା ଆଳାପ ହେବା ପରେ ଜେ-ଲ ଭିତରୁ ଚାଲି ଆସିଥିଲେ ଭାଇ । ଭାଇ ଯେତେବେଳେ ଚାଲି ଆସିଥିଲେ ସେତେବେଳେ ଗୋପାଳ ଭାଇଙ୍କ ଘରକୁ ଆସିବା ଦେଖି ଖୁବ ମନ ଦୁଖ କରୁଥିଲେ ।

ହଁ ବନ୍ଧୁଗଣ ନବ ଦାସଙ୍କୁ ଗୁ-ଳି କରି ହ-ତ୍ୟା କରିବା ପରେ ଗୋପାଳ ଦାସର ନୂଆ ଠିକଣା ଏବେ ଚୌଦାର ଜେ-ଲ । ଆଉ ଚୌଦାର ଜେ-ଲ ଭିତରେ ଗୋପାଳ ଦାସ ରହୁଥିବା ବେଳେ ଗୋପାଳ କା-ନ୍ଦି କା-ନ୍ଦି ଭାଇଙ୍କୁ ବି-ଦାୟ ଦେଇଦେଇଥିଲା । ହେଲେ ଏହି ସମୟ କୁଆଡେ ଗୋପାଳକୁ ଖୁବ କଷ୍ଟ ଦେଇଥିଲା ବୋଲି କୁହାଯାଉଛି । ଦିନେ ପୋ-ଲିସ ଚାକିରୀ କରି ଥା-ନାରେ ରହୁଥିଲା ଆଉ ଆଜି ଗୋପାଳ ହ-ତ୍ୟାକା-ରୀ ସାଜି ଜେ-ଲ ଭିତରେ ଅଛି । ଯାହା ଗୋପାଳକୁ ଖୁବ କ-ଷ୍ଟ ଦେଉଛି ।

ସେ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟାକ-ରୀ ଗୋପାଳ ଦାସ ସାରା ଓଡ଼ିଶାରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ତାହା ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି । ହେଲେ ନବ ଦାସଙ୍କ ହ-ତ୍ୟାକୁ ଅନେକ ଦିନ ବିତି ଯାଇଥିବା ବେଳେ ଗୋପାଳକୁ ଆଜି ନେଇ ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ଗୋପାଳ କାହିଁକି ମା-ରିଲା ଏହା ପଛରେ ପ୍ରକୃତ କାରଣ କଣ ଥାଇ ପାରେ । ଗୋପାଳ ଏମିତି କା-ଣ୍ଡ କିପରି ଭିଆଇଲା କାହିଁକି । ସର୍ବ ସମ୍ମୁଖରେ ଗୋପାଳ କାହିଁକି ନେଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ । ହେଲେ ଏହି ଅସୀମାହିତ ପ୍ରଶ୍ନର ଉତ୍ତର ସେବେ ସାମ୍ନାକୁ ଆସିବ ଯେବେ କ୍ରାଇମବ୍ରାଞ୍ଚ ଏନେଇ ମୁହଁ ଖୋଲିବ ।

Leave a Reply

Your email address will not be published. Required fields are marked *