ସରକାରୀ ଚାକିରୀ ନାଁରେ ମିଛ କହି ବିବାହ କରିଥିଲେ ଆଉ ପରେ ଧରା ପଡ଼ିବାରୁ ଦେଉଥିଲେ ନିର୍ଯା-ତନା ।

ଆଜିକାଲି ଦୁନିଆରେ ଠ-କେଇ ସମସ୍ୟା ଅଧିକ ଦେଖା ଦେଲାଣି । ପ୍ରେମ ମାମ-ଲା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁଠି ମି-ଛ କହି ବିବାହ କରାଇ ଦିଆଯାଉଛି । ଆଉ ଏହି ଠକେଇର ଶିକାର ଆଉ ଜଣେ ମହିଳା ହୋଇଛନ୍ତି । ମି-ଛ କହି ବିବାହ କରିଥିଲେ କିନ୍ତୁ ସବୁ ସତ ଜାଣିବା ପରେ ନିର୍ଯା-ତନାର ଶି-କାର ହେଲେ । ତେବେ ଖାଲି ସେତିକି ନୁହେଁ ଯୌ-ତୁକ ନିର୍ଯା-ତନା ମଧ୍ୟ ଦେଇଥିଲେ ଶାଶୁ ଘର ଲୋକେ ।

ସୂଚନା ଅନୁଯାୟୀ ଏହି ଘ-ଟଣା ବାଲେଶ୍ୱର ଜିଲ୍ଲା କୁଇଦା ପଞ୍ଚାୟତ କୁଇଦା ଗାଁର ଅଟେ । କୁଇଦା ଗାଁର ସୁବ୍ରତ ମହାନ୍ତିଙ୍କ ଝିଅ ସମାପ୍ତିକାଙ୍କ ସହ ସଦାନନ୍ଦପୁର ପଞ୍ଚାୟତ ବାଉଁଶମୁଖା ଗାଁର ମାନସ ରଞ୍ଜନ ଦାସଙ୍କ ପୁଅ ତାପସଙ୍କ ସହିତ ବୈଦିକ ରୀତିନୀତିରେ ବିବାହ ହୋଇଥିଲା ।

ତେବେ ତାପସ ସରକାରୀ ଚାକିରୀ କରିଛନ୍ତି ଏବଂ ବାପା ଘରେ ଖୁବ ଧନ ସମ୍ପତ୍ତି ଅଛି ଜାଣିବା ପରେ ସମାପ୍ତିକାଙ୍କ ବାପା ମା’ ବିବାହରେ ରାଜି ହୋଇଥିଲେ । ଆଉ ଏହାପରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ସମାପ୍ତିକା ଜାଣିବାକୁ ପାଇଥିଲେ ଯେ ସେସବୁ ମି-ଛ ଥିଲା ।

ତାଙ୍କ ସ୍ୱାମୀ କୌଣସି ସରକାରୀ ଚାକିରୀ କରି ନାହାଁନ୍ତି ଏବଂ ଦୁ-ର୍ନୀତି ପାଇଁ ଧ-କ୍କା ଖାଇଛନ୍ତି ଏବଂ ଏହାବ୍ୟତୀତ ତାଙ୍କ ଶ୍ୱଶୁର ଘର ଲୋକେ କହିବା ଭଳି ଧନ ସମ୍ପତ୍ତି ମଧ୍ୟ ନାହିଁ । ତେଣୁ ସମାପ୍ତିକା ଏସବୁ ଜାଣିବା ପରେ ତାଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକେ ତାଙ୍କୁ ଶାରୀ-ରିକ ଏବଂ ମାନ-ସିକ ନିର୍ଯା-ତନା ଦେଉଥିଲେ ଏବଂ ଯୌ-ତୁକ ମଧ୍ୟ ଦାବି କରୁଥିଲେ ।

ତେବେ ସମାପ୍ତିକାଙ୍କ କହିବା ଅନୁଯାୟୀ ତାଙ୍କ ବିବାହର ଦୁଇ ମାସ ପରେ ତାଙ୍କ ସ୍ୱାମୀଙ୍କର ଚାକିରୀ ନଥିବା କଥା ଜାଣିବାକୁ ପାଇଥିଲେ ଏବଂ ଏହା ଜାଣିବା ପରେ ତାଙ୍କୁ ତାଙ୍କ ସ୍ୱାମୀ ଆଈ ଘରେ ରଖୁଥିଲେ । ନିଜ ଉପରେ ହେଉଥିବା ନିର୍ଯା-ତନାକୁ ବି-ରୋଧ କରିବାରୁ ତାଙ୍କ ସ୍ୱାମୀ ମ-ଦ୍ୟ ପାନ କରି ଏବଂ ଆଈ ମିଶି ତାଙ୍କୁ ମା-ଡ଼ ମା-ରୁଥିଲେ । ଏସବୁ ଅସହ୍ୟ ହେବାରୁ ସେ ଘରେ ଜଣାଇଥିଲେ ଏବଂ ପରେ ପରିବାର ଲୋକେ ଏହି ମାମ-ଲାରେ ସମାପ୍ତିକାଙ୍କୁ ଘରକୁ ଆଣିଥିଲେ ଏବଂ ପରିବାର ଲୋକେ ଥା-ନାରେ ଏନେଇ ଅଭି-ଯୋଗ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *