ରୁମ୍ ଭିତରେ ଚାଲିଥିଲା ଦେହ କାରବାର , ହଠାତ୍ ପୋ-ଲିସ ଆସି କବଜା କରି ନେଲା

ଦୁନିଆଁଟା ବର୍ତ୍ତମାନ ସମୟରେ ପୁରାପୁରି ବଦଳି ଗଲାନି । ଲୋକେ ଆଉ ନିଜ ଘର ଛାଡ଼ି ପର ଘରେ ମୁଁହ ମା-ରିବାକୁ ଭଲ ପାଉଛନ୍ତି । ଯେତେ ପ୍ରେମ କଥା ଶୁଣିବ , ସବୁ ବିବାହିତ ଏବଂ ବିବାହିତା ମାନଙ୍କ ମଧ୍ୟରେ ରହିଛି । ଯୁବକ ଯୁବତୀ ମାନେ କମ୍ ଆଉ ବିବାହିତ ମାନେ ଅଧିକ ପ୍ରେମ କରୁଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ପ୍ରେମ କରିବ ମାନେ ଶାରୀ-ରିକ ସଂ-ପର୍କ ରଖିବା ସାଧାରଣ କଥା ହୋଇ ଗଲାଣି । ତେବେ ବର୍ତ୍ତମାନ ସମୟରେ ଲୋକେ ଏପରି କିଛି କାମ କରିବାରେ ଲାଗିଛନ୍ତି , ଯାହା ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାକ-ର ଅଟେ । ଆଉ ବର୍ତ୍ତମାନ ଏପରି କିଛି କଥା ସାମ୍ନାକୁ ଆସିଛି।

ତେବେ ଶାରୀ-ରିକ ସ-ମ୍ପର୍କ ରଖୁଥିବା ସମୟରେ ଧରା ପଡିଛନ୍ତି କିଛି ଜଣ ଯୁବକ ଯୁବତୀ ଆଉ ମହିଳା । ତାହା ପୁଣି ଏକ ଭଡ଼ା ଘରେ । ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚା ଜୋର୍ ଧରିବାରେ ଲାଗିଛି । ଅନେକ ସହର ରହିଛି ଆଉ ଯେଉଁଠାରେ ଏପରି କିଛି ଜାଗା ନିଶ୍ଚିତ ଭାବରେ ରହିଥିବ , ଯେଉଁଠାରେ ଏହି ସେ-କ୍ସ୍ ରାକେଟ ଚାଲିଥିବ , ତେବେ ସେଗୁଡ଼ିକ ମଧ୍ୟରୁ କିଛି ଲୋକ ଧରା ପଡ଼ୁଥିବା ବେଳେ ଆଉ କିଛି ଲୋକ ର-କ୍ଷା ପାଇ ଯାଉଥିବେ । ତେବେ ବର୍ତ୍ତମାନ ସମୟରେ ଯେଉଁ ଘ-ଟଣା ଘଟି-ଛି , ସେଥିରେ ସମସ୍ତେ ବନ୍ଧା ହୋଇ ଏକାଥରେ ଜେ-ଲ ଯାଇଛନ୍ତି ।

ତେବେ ଏମାନଙ୍କ ମଧ୍ୟରେ ପ୍ରାୟତଃ ନାବାଳକ ଆଉ ନାବାଳିକା ମାନେ ସାମିଲ ହୋଇ ରହିଛନ୍ତି । ତେବେ ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଢେଙ୍କାନାଳ ଟାଉନ ଥା-ନା ଅନ୍ତର୍ଗତ ଆନନ୍ଦନଗର ଅଞ୍ଚଳରୁ ଠାବ ହୋଇଛି । ଅନେକ ଦିନ ଧରି ଏକ ଭଡ଼ା ଘରେ ଚାଲି ଆସିଥିଲା ସେ-କ୍ସ୍ ରା-କେଟ। କିନ୍ତୁ ପୋ-ଲିସ ଏହା ବିଷୟରେ କିଛି ବି ସ-ନ୍ଧାନ ପାଇ ପାରି ନଥିଲା । କିନ୍ତୁ ଧୀରେ ଧୀରେ ସମୟ ବିତିବା ସହିତ ଏହି କଥା ଲୋକଲୋଚନକୁ ଆସିବାକୁ ଲାଗିଥିଲା ।

ଆଉ ସମସ୍ତେ ଏହା ବିଷୟରେ ଜାଣିବାକୁ ପାଇଥିଲେ । ତେବେ ଗତ ମାସ ୮ ତାରିଖରେ ପୋ-ଲିସ ଏକ ସ-ନ୍ଧାନ ପାଇ ସେହି ଭଡ଼ା ଘର ଉପରେ ଚଢାଉ କରିଥିଲା ଆଉ ସେହି ଘର ମଧ୍ୟରୁ କିଛି ପୁଅ ଆଉ ଝିଅକୁ ଧରି ପକାଇ ଥିଲା । ତେବେ ସେହି ଘ-ଟଣା ପୁଣିଥରେ ଦୋହରାଇଛନ୍ତି କିଛି ପୁଅ ଆଉ ଝିଅ ।

ପୁଣିଥରେ ସେହି ଭଡ଼ା ଘର ମଧ୍ୟରେ ସେମାନେ ଟିକିଏ ଦେହ ସୁଖ ନେବା ପାଇଁ ପଶି ଯାଇଥିଲେ । କିନ୍ତୁ ଭାଗ୍ୟ ତାଙ୍କର ଖରାପ ଥିଲା ଆଉ ସେମାନେ ଧ-ରା ପଡିଗଲେ । ତେବେ ଗତକାଲି ରାତିରେ ସେମାନେ ସେହି ଘର ମଧ୍ୟରେ ରହିଥିଲେ ଆଉ ହଠାତ୍ ଢେଙ୍କାନାଳ ପୋ-ଲିସ ଯାଇ ଚଢାଉ କରି ଦେଇଥିଲା । ଆଉ ଘର ଭିତରୁ ବାହାରି ଥିଲେ ତିନି ତିନୋଟି ପୁଅ ଆଉ ଝିଅ ।

ତେବେ ସେମାନଙ୍କୁ ମଧ୍ୟରୁ ସମସ୍ତେ ନାବାଳକ ନାବା-ଳିକା ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି । ଆଉ ସମସ୍ତଙ୍କ ଘର ଢେଙ୍କାନାଳ ହୋଇଥିବା ବେଳେ ଜଣେ ଯୁବତୀ ଘର କୋଲକାତା ବୋଲି ଜଣା ପଡିଛି । ତେବେ ପୋ-ଲିସ ବର୍ତ୍ତମାନ ସେମାନଙ୍କୁ ଗି-ରଫ କରି ନେଇ ଯାଇଥିବା ବେଳେ ଆଗକୁ କେଉଁ ଘ-ଟଣା ଘଟୁଛି , ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *