ବାପାଙ୍କୁ ଆଦର୍ଶ ମାନୁଥିଲା ଗୋପାଳର ପୁଅ ,ବାପାଙ୍କ ଠାରୁ ନେଉଥିଲା ଟ୍ରେନିଙ୍ଗ…

ମନ୍ତ୍ରୀ ନବ ଦାସ ହ-ତ୍ୟା ମାମ-ଲା ପର ଠାରୁ ସାରା ଓଡ଼ିଶାରେ ଜଣଙ୍କୁ ନେଇ ପ୍ରବଳ ଚର୍ଚା ଆଉ ସେ ହେଉଛନ୍ତି ପୋ-ଲିସ ଅଫିସର ଗୋପାଳ ଦାସ । ଯିଏକି ନିଜ ପକେଟରୁ ବ-ନ୍ଧୁକ ବାହାର କରି ସେଦିନ ସମସ୍ତଙ୍କ ଆଗରେ ହ-ତ୍ୟା କରି ଦେଇଥିଲେ ମନ୍ତ୍ରୀ ନବ ଦାସଙ୍କୁ । କେହି କିଛି କହିବା ଆଗରୁ ସବୁ କିଛି ଶାନ୍ତ ପଡ଼ି ଯାଇଥିଲା ଆଉ ଆରପାରିକୁ ଚାଲି ଯାଇଥିଲେ ମନ୍ତ୍ରୀ ନବ ଦାସ । ହଠାତ୍ ଏପରି ଘ-ଟଣା ଘଟିବ ବୋଲି କେହି ଜାଣି ପାରି ନଥିଲେ ।

କାହିଁକି ଜଣେ ପୋ-ଲିସ କର୍ମଚାରି ଏମିତି ପଦକ୍ଷେପ ନେଇ ଗଲେ , ସେ କଥା ଆଜି ଯାଏଁ କେହି ଜାଣି ପାରି ନାହାଁନ୍ତି । କୁହାଯାଉଛି କି , ତ-ଦନ୍ତ ଚାଲିଛି ଆଉ ଖୁବ୍ ଶୀଘ୍ର ଅଭି-ଯୁକ୍ତ ସ୍ୱୀକାର କରିବେ ସେ କଣ ପାଇଁ ଆଉ କେଉଁ କାରଣରୁ ନବ ଦାସଙ୍କୁ ହ-ତ୍ୟା କରିବାକୁ ପଛାଇଲେ ନାହିଁ । ତେବେ ସେ କଥା ତ ସମୟ କହିବ ।

ବର୍ତ୍ତମାନ ସମୟରେ ଜେ-ଲ ମଧ୍ୟରେ ନିଜର ଦିନ କାଟିବାରେ ଲାଗିଛନ୍ତି ଅଭି-ଯୁକ୍ତ ଗୋପାଳ ଦାସ । ବର୍ତ୍ତମାନ ସମୟରେ ନିଜର ପୋ-ଲିସ ଅଫିସର ପଦବୀରୁ ତାଙ୍କୁ ବହିଷ୍କୃତ ହେବାକୁ ପଡ଼ିଛି ଆଉ ସେ ବର୍ତ୍ତମାନ ଜେ-ଲ ମଧ୍ୟରେ ଦିନ ରାତି କାଟିବାରେ ଲାଗିଛନ୍ତି । ଆଉ ଏହାରି ମଧ୍ୟରେ ଅନେକ ଭିଡିଓ ଏବଂ ନୂଆ ନୂଆ କଥା ଗୋପାଳକୁ ନେଇ ଆସିବାରେ ଲାଗିଛି । ତେବେ କୁହାଯାଉଛି କି , ନିଜର ୧୩ ବର୍ଷର ଚାକିରୀ କ୍ଷେତ୍ର ମଧ୍ୟରେ ଗୋପାଳ ଦାସ ୧୮ ଥର ପୁରସ୍କୃତ ହୋଇ ସାରିଛନ୍ତି ।

ଯାହା ତାଙ୍କ ପୁଅ ପାଇଁ ଏବଂ ପରିବାର ପାଇଁ ଏକ ଗର୍ବର ବିଷୟ । ତାଙ୍କୁ ତାଙ୍କ ଘର ପାଖରେ ସମସ୍ତେ ବହୁତ ସମ୍ମାନ କରିଥାନ୍ତି । ଜଣେ ସାଧାରଣ କନଷ୍ଟେବଳ ରୁ ଏଏସଆଇ ପଦବୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ଗୋପାଳ ଦାସ ନିଜ ପୁଅ ପାଇଁ ଥିଲେ ପ୍ରେରଣା । ଆଉ ଯାହାଙ୍କୁ ପାଥେୟ କରି ପୁଅ ଆଗକୁ ବଢ଼ି ଚାଲିଥିଲେ ।

କୁହାଯାଉଛି କି , ନିଜ ବାପାଙ୍କୁ ଆଦର୍ଶ ଭାବରେ ମାନୁଥିବା ଗୋପାଳଙ୍କ ଭଳି ଜଣେ ପୋ-ଲିସ ଅଫିସର ହେବାକୁ ଚାହୁଁଥିଲେ । ଏପରିକି ସେ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଦିନେ ନା ଦିନେ ସେ ବାପାଙ୍କ ଭଳି ବଡ ଆଉ ଭଲ ପୋ-ଲିସ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଥିଲେ । ଆଉ ଏପରି ବି ଦିନ ଆସିଥାନ୍ତା ସେ ବାପାଙ୍କ ଭଳି ଅଫିସର ହୋଇ ବାହାରି ଯାଇଥାନ୍ତେ । କିନ୍ତୁ ସବୁକିଛି ସରିଗଲା , ଜଣେ ପୋ-ଲିସ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଥିବା ଗୋପାଳଙ୍କ ପୁଅ ବର୍ତ୍ତମାନ ସ୍ତବ୍ଧ ହୋଇ ଯାଇଛନ୍ତି

ତେବେ ଶୁଣିବାକୁ ମିଳୁଛି କି , କିଛି ଦିନ ଆଗରୁ ଗୋପାଳର ପୁଅ କହିଥିଲେ କି , ଗୋପାଳ ମାନସିକ ରୋଗରେ ପୀ-ଡିତ ଅଛନ୍ତି ଆଉ ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ । ଆଉ ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ତେବେ ସେ ମଝିରେ ଘରକୁ ଆସିବାକୁ ଇଚ୍ଛା କରିଥିଲେ ଆଉ ଘରକୁ ଆସି ଚିକିତ୍ସା କରାଇଥାଆନ୍ତେ ।

କିନ୍ତୁ କିଛି ହୋଇ ପାରିନଥିଲା । ଛୁଟି ମାଗିଲା ବେଳକୁ ତାଙ୍କୁ ଛୁଟି ମିଳି ପାରି ନଥିଲା ଆଉ ସେ ଘରକୁ ଆସି ପାରି ନଥିଲେ । ତେବେ ଅନୁମାନ କରାଯାଉଅଛି ବୋଧ ହୁଏ ଏହି କାରଣ ଗୋପାଳକୁ ବଡ ଆ-ଘାତ ଦେଇଥିବ ଆଉ ସେ ଏଥିପାଇଁ ଏପରି ପଦକ୍ଷେପ ନେଇଗଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବର୍ତ୍ତମାନ ସମୟରେ ଉଙ୍କି ମାରି-ବାରେ ଲାଗିଛି । କଣ ହୋଇଗଲା କି , ଗୋପାଳ ଜଣେ ମନ୍ତ୍ରୀଙ୍କୁ ହ-ତ୍ୟା କରିବାକୁ ପଛାଇଲେ ନାହିଁ ଆଉ ତାହା ପୁଣି ସମସ୍ତଙ୍କ ସମ୍ମୁଖରେ ।

କଣ ପାଇଁ ସେ ଏମିତି କାମ କରିଲେ ବୋଲି ବର୍ତ୍ତମାନ ସ-ନ୍ଦେହ ବଢ଼ି ବଢି ଲାଗିଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ଜେ-ଲ ମଧ୍ୟରେ ରହିଥିବା ଗୋପାଳକୁ କିଛି ବି ତ-ଦନ୍ତ କରାଯାଉ ନାହିଁ । ବାସ ଚୁପ୍ ଚାପ୍ ହୋଇ ବସି ଯାଇଛନ୍ତି ଗୋପାଳ । ଆଗକୁ ପୋ-ଲିସ ଏବଂ କ୍ରାଇମ୍ ବ୍ରାଞ୍ଚ କିଛି କରିବ କି ନାହିଁ ସେ କଥା କହି ହେଉ ନାହିଁ ।

Leave a Reply

Your email address will not be published. Required fields are marked *