ପିଣ୍ଟୁଙ୍କୁ ଏପର୍ଯ୍ୟନ୍ତ ମିଳୁନି ଲିଭର ..ପିଣ୍ଟୁନନ୍ଦଙ୍କ ପାଇଁ କେବଳ ଜଗନ୍ନାଥ ଭରସା ।

ସମୟ ଗଡି ଚାଲିଛି । ଦିନ ପରେ ଦିନ ଵିତୁଛି ହେଲେ କିନ୍ତୁ ପିଣ୍ଟୁନନ୍ଦଙ୍କୁ ମିଳୁନି ଲିଭର । ଏବେ ସମସ୍ତେ ସବୁ ଆଶା ଛାଡି ସାରିଲେଣି । କଣ ହେବ ପିଣ୍ଟୁନନ୍ଦଙ୍କର ଅବସ୍ଥା ତାହା ମଧ୍ୟ ନ କହିବା ଭଲ । ଧୀରେ ଧୀରେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରେ ଲାଗିଛି । ପିଣ୍ଟୁନନ୍ଦ ନିଜେ ମଧ୍ୟ ଭା-ଙ୍ଗି ପଡୁଛନ୍ତି କଣ କରିବେ କେହି କିଛି ବୁଝି ମଧ୍ୟ ପାରୁ ନାହାଁନ୍ତି । ଏବେ ଆଉ ପେଟକୁ ଖାଦ୍ୟ ଯାଉନି କି ପିଣ୍ଟୁନନ୍ଦ ଙ୍କୁ ଶକ୍ତି ମିଳୁନି । ଏବେ କେବଳ ଗୋଟିଏ ଭରସା ପ୍ରଭୁ ଜଗନ୍ନାଥ ।

ହଁ ବନ୍ଧୁଗଣ ପିଣ୍ଟୁନନ୍ଦଙ୍କୁ ଲିଭର ନ ମିଳିବାରୁ ଏବେ ସଂକଟରେ ପିଣ୍ଟୁନନ୍ଦଙ୍କ ଜୀବନ । ଏବେ କେବଳ ଗୋଟିଏ ଆଉ ଶେଷ ଭରସା ହେଉଛି ସେହି କାଳିଆ ଠାକୁର ଏବେ ଯାହା କରିବେ କେବଳ ଆଉ କେବଳ ସେହି କାଳିଆ ସାଆଁତ ମହାପ୍ରଭୁ ଜଗନ୍ନାଥ ହିଁ କରିବେ ତାଙ୍କ ବିନା ଅନ୍ୟ କୌଣସି ବାଟ ନାହିଁ । କାରଣ ସବୁ ଆଡୁ ସବୁ ଆଶା ଏବେ ଧୀରେ ଧୀରେ ମଉଳି ଯିବାରେ ଲାଗିଛି । ଆଉ ମହାପ୍ରଭୁ ଜଗନ୍ନାଥ ଚାହିଁଲେ ହିଁ ପିଣ୍ଟୁନନ୍ଦ ବଂଚିଯିବେ ।

ସେହି ଜଗତର ନାଥ ମହାପ୍ରଭୁ ଜଗନ୍ନାଥ ଚାହିଁଲେ ହିଁ ପିଣ୍ଟୁନନ୍ଦ ପୁଣିଥରେ ସୁସ୍ଥ ହୋଇ ଓଡିଶାବାସୀଙ୍କ ନିକଟକୁ ଫେରି ଆସି ପୁଣି ଥରେ ତାଙ୍କ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ହସେଇବା ପାଇଁ ନିଜ ଅଭିନୟ ମାଧ୍ୟମରେ କଂଦେଇବା ପାଇଁ ଚେଷ୍ଟା କରିବେ । କାରଣ ଏବେ ଡାକ୍ତର ବି କୁଆଡେ କହୁଛନ୍ତି ସବୁ ସେହି ଭଗବାନ ଉପରେ । ଧୀରେ ଧୀରେ ସମୟ ବିତୁଛି ଆଉ ଧିରେ ଧିରେ ଆଉ ଧିରେ ଧିରେ ସବୁ ଆଶା ମଉଳି ଯିବାରେ ଲାଗିଛି ।

ହେଲେ ଏପରି ପରିସ୍ଥିତିରେ ଯଦି ସମସ୍ତେ ମିଶି ଭଗବାନଙ୍କୁ ଡାକିବେ ତେବେ ପିଣ୍ଟୁନନ୍ଦ ନିହାତି ଭାବେ ପୁଣିଥରେ ସୁସ୍ଥ ହୋଇଯିବେ ଆଉ ପିଣ୍ଟୁନନ୍ଦ ପୁଣିଥରେ ସୁସ୍ଥ ହୋଇଯାଇ ସବୁ ସମସ୍ୟାର ସମାଧାନ କରାଇ ଦେବେ । ଯାହା ମଣିଷ ପାରେନି ତାହା ଭଗବାନ ପାରିବେ । ଆଉ କାଳିଆ ସାଆନ୍ତ ଚାହିଁଲେ ସବୁ ଅସମ୍ଭବ ପୁଣିଥରେ ସମ୍ଭବ ହୋଇଯିବ । ପୁଣିଥରେ ପିଣ୍ଟୁନନ୍ଦ ସୁସ୍ଥ ହୋଇଯିବେ ପୁଣିଥରେ ପିଣ୍ଟୁନନ୍ଦ ସୁସ୍ଥ ହୋଇ ତାଙ୍କ ପରିବାର ପାଖକୁ ଫେରି ଆସିବେ । ଆଉ ସବୁବେଳେ ଅନ୍ୟକୁ ଖୁସିରେ ରଖୁଥିବା ମଣିଷ ଟେ ମଧ୍ୟ ବେଶ ଖୁସି ହେଇଯିବେ ।

ତେବେ ପିଣ୍ଟୁନନ୍ଦଙ୍କର ଲିଭର ଟି ସଂପୂର୍ଣ୍ଣ ରୂପେ ନ-ଷ୍ଟ ହୋଇଯାଇଛି । ପିଣ୍ଟୁନନ୍ଦଙ୍କର ଲିଭର ସମ୍ପୁର୍ଣ୍ଣ ରୁପେ ନ-ଷ୍ଟ ହୋଇଯାଇଥିବା ବେଳେ ପିଣ୍ଟୁନନ୍ଦଙ୍କୁ ମିଳୁନି ନୂଆ ଲିଭର ।କୁହାଯାଏ ଯେତେବେଳେ ସବୁ ଆଡୁ ଭରସା ତୁଟିବାକୁ ଲାଗେ ସେତେବେଳେ ଶେଷ ଭରସା ଶେଷ ଆଶା କାଳିଆ ସାଆନ୍ତଙ୍କ ଉପରେ ରଖା ଯାଇଥାଏ । ହେଲେ ଏବେ ପିଣ୍ଟୁନନ୍ଦଙ୍କ ପାଇଁ ଶେଷ ଆଶା ଆଉ ଶେଷ ଭରସା ସେହି କାଳିଆ ସାଆନ୍ତ । କାରଣ କାଳିଆ ସାଆଁନ୍ତ ଚାହିଁଲେ ପିଣ୍ଟୁନନ୍ଦ ସୁସ୍ଥ ହୋଇଯିବେ ।

ଯେତେବେଳେ ପ୍ରଥମେ ଦିଲ୍ଲୀ ଯିବା ପାଇଁ ପିଣ୍ଟୁନନ୍ଦ ପ୍ରସ୍ତୁତ ହେଉଥିଲେ ସେହି ସମୟରେ ପିଣ୍ଟୁନନ୍ଦ କହିଥିଲେ ମୋର ଭରସା ଅଛି ମୋର କିଛି ହେବ ନାହିଁ । ମୋର ଭରସା ଅଛି ମୁଁ ପୁଣିଥରେ ସୁସ୍ଥ ହୋଇ ଓଡିଶା ଫେରି ଆସିବି । ଆଉ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ମଧ୍ୟ ପିଣ୍ଟୁନନ୍ଦ ବେଶ ପ୍ରଗାଢ ବିଶ୍ୱାସ କରିଥିଲେ । ଆଉ ଆଜି ପିଣ୍ଟୁନନ୍ଦ ଭାବୁଛନ୍ତି ବୋଧେ ହୁଏ ଭଗବାନ ପିଣ୍ଟୁନନ୍ଦଙ୍କର ପରୀକ୍ଷା ନେଉଛନ୍ତି ।

ହେଲେ ଏତେ ସବୁ ପରେ ମଧ୍ୟ ପିଣ୍ଟୁନନ୍ଦ ଜୀବନ ଉପରୁ ଆଶା ହରାଇ ନାହାଁନ୍ତି । ଏବେ ବି ପିଣ୍ଟୁନନ୍ଦ ଜୀବନ ଯୁ-ଦ୍ଧରେ ସଂ-ଘର୍ଷ କରୁଛନ୍ତି । ବଞ୍ଚିବା ପାଇଁ ପିଣ୍ଟୁନନ୍ଦଙ୍କ ପାଇଁ ସାରା ଓଡିଶା ବାସୀ ଭଗବାନଙ୍କୁ ସବୁବେଳେ ଡାକୁଛନ୍ତି । ସାରା ଓଡିଶାବାସୀଙ୍କ ମନରେ ଗୋଟିଏ କଥା କିପରି ପିଣ୍ଟୁନନ୍ଦ ବଞ୍ଚି ଯିବେ । ପିଣ୍ଟୁନନ୍ଦଙ୍କ ପାଇଁ କିଏ ଦୀପ ଜାଳୁଛି ତ ଆଉ କିଏ ମାନସିକ ମନାସୁଛି ଆଉ ଏପରି ପରିସ୍ଥିତିରେ ପିଣ୍ଟୁନନ୍ଦ ପୁଣିଥରେ ସୁସ୍ଥ ହୋଇ ଓଡିଶା ଫେରିବେ ଏ ଆଶା ମଧ୍ୟ କେହି ହାରି ନାହାନ୍ତି ।

Leave a Reply

Your email address will not be published. Required fields are marked *