ନବ ଦାସ୍ ହ-ତ୍ୟା ମାମ-ଲାରେ ଖୋଲିଲା ଆଉ ଏକ ଗୁମର , ଗୋପାଳଙ୍କ ଝିଆରୀ ଯାଉଥିଲେ ନବ ଦାସଙ୍କ ପାଖକୁ …

ନୂଆ ନୂଆ ତଥ୍ୟ ଆଉ ନୂଆ ନୂଆ କଥା ନେଇ ନବ ଦାସ ହ-ତ୍ୟା ମାମ-ଲା ଆଗକୁ ବଢ଼ି ଚାଲିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ସତ୍ୟ କଣ ଜଣା ନାହିଁ। କେବେ ସବୁ କଥା ଧରା ପଡ଼ିବ ଆଉ ସବୁ ହ-ତ୍ୟା ପଛରେ ଜଡିତ ରହିଥିବା ଚେହେରା ସାମ୍ନାକୁ ଆସିବ , ତାହା ଦେଖିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ପ୍ରତିଦିନ ଏହି ହ-ତ୍ୟା ମାମ-ଲା ସହିତ ଜଡ଼ିତ କିଛି କିଛି ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । କିନ୍ତୁ ତଥାପି ସତ କଣ ଜଣା ପଡ଼ି ନାହିଁ ।

କିଛି ଦିନ ଆଗରୁ ଆପଣ ଦେଖିଥିବେ କି , ନବ ଦାସଙ୍କ ମୃ-ତ୍ୟୁ ଦିନର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି , ନବ ଦାସ ଗାଡିରୁ ଓହ୍ଲାଇବା ପରେ ଗୋପାଳ କିପରି ତାଙ୍କ ପଛେ ପଛେ ଯାଇଥିଲା ଆଉ ତାଙ୍କୁ ମା-ରିବା ପାଇଁ ବ-ନ୍ଧୁକ ବାହାର କରିଥିଲା ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ କଥା ସାମ୍ନାକୁ ଆସିଛି , ଯାହା ସେହି ଘ-ଟଣା ଠାରୁ ମଧ୍ୟ ଅଧିକ ଭ-ୟାନ-କ ବୋଲି କୁହାଯାଉଛି । କାହିଁକି ନା ଏପରି କଥା ବିଷୟରେ କେହି ସ୍ଵପ୍ନରେ ଭାବି ନଥିବେ । ଚାରିଆଡ଼େ ସ-ନ୍ଦେହ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ଏପରି କଥା ଆହୁରି କ୍ରାଇମ୍ ବ୍ରାଞ୍ଚ ଏବଂ ପୋଲିସ ମାନଙ୍କର ଚିନ୍ତା ବଢ଼ାଇ ଦେଇଛି ।

ହ-ତ୍ୟା ପଛରେ ଗୋପାଳର ହାତ ଥିବା କଥା ସମସ୍ତେ ଜାଣିଥିବେ କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳିଛି , ତାହା ଶୁଣିବା ପରେ ସମସ୍ତେ ବିଶ୍ୱାସ କରି ପାରି ନାହାଁନ୍ତି । ସମସ୍ତେ ବାସ୍ ଗୋଟିଏ କଥା କହିବାରେ ଲାଗିଛନ୍ତି ସତରେ କଣ ସେଦିନ ଏପରି ହୋଇଥିଲା । ଆଉ ସତରେ କଣ ଏପରି ଆଉ ଏହି କାରଣ ପାଇଁ ଜଣେ ମନ୍ତ୍ରୀଙ୍କୁ ଜଣେ ପୋ-ଲିସ ଅଫିସର ହ-ତ୍ୟା କରିଦେଲେ । ତେ ସେ ଯାହା ବି ହେଉ ନା କାହିଁକି , ବର୍ତ୍ତମାନ ସମୟରେ ଏପରି କଥା ଶୁଣିବାକୁ ମିଳିଛି ।

ସୂଚନା ଅନୁଯାୟୀ , ଗୋପାଳ ଦାସଙ୍କ ଝିଆରୀ ନବ ଦାସଙ୍କ ପାଖକୁ ଚାକିରୀ କରିବାକୁ ଯାଉଥିଲେ । ଆଉ ଯାହା ପରେ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପ୍ରକୃତରେ କଣ ନିଜ ଝିଆରୀ ସହିତ ଜଡିତ କିଛି କଥା ପାଇଁ ଗୋପାଳ ରା-ଗି ଯାଇଥିଲେ । ଆଉ ଏପରିକି ଏହା ବି ଶୁଣିବାକୁ ମିଳିଛି କି , ଏକଦା ନବ ଦାସ ରା-ଗରେ ଗୋପାଳ ଉପରକୁ ହାତ ଉଠାଇ ଦେଇଥିଲେ ।

ତେବେ ଏ କଥା ଆମେ କହୁ ନାହୁଁ , ଏକଥା ନିଜେ କହିଛନ୍ତି ଝାରସୁଗୁଡ଼ାର ଜଣେ ବରିଷ୍ଠ ମନ୍ତ୍ରୀ । ତାଙ୍କ କହିବା ଅନୁଯାୟୀ , ଯଦି ଏହି କଥା ସତ ହୋଇଥାଏ । ତେବେ ନିଶ୍ଚିତ ଭାବରେ ହ-ତ୍ୟା ମାମ-ଲା ସହିତ ଏହି କଥାର କିଛି ନା କିଛି ସ-ମ୍ବନ୍ଧ ରହି ଥାଇପାରେ । ଆଉ ଯାହା ପରେ ଏପରି କିଛି ଅଘ-ଟଣ ଘଟିଗଲା । ତେବେ ଆହୁରି ମଧ୍ୟ କୁହାଯାଉଛି କି , କେବଳ ଗୋପାଳ ଦାସଙ୍କ ହାତ ଏଥିରେ ନାହିଁ ।

ଏଥିରେ ଅନେକ ବଡ ବଡ ନେତା ମନ୍ତ୍ରୀଙ୍କ ହାତ ରହିଥିବା କଥା ସ-ନ୍ଦେହ କରାଯାଉଛି । ଯେଉଁ ମାନଙ୍କ ସୁପାରିଶ ମାନି ଗୋପାଳ ସେଦିନ ନବ ଦାସଙ୍କ ଉପରକୁ ବ-ନ୍ଧୁକ ଉଠାଇବା ପାଇଁ ସାହସ କରିଥିଲା ଆଉ ଶେଷ କରି ଦେଇଥିଲା ନବ ଦାସଙ୍କୁ । ଅନ୍ୟ ପକ୍ଷରେ ଆହୁରି ମଧ୍ୟ ସ-ନ୍ଦେହ କରାଯାଉଅଛି କି , ନବ ଦାସ୍ କୋଇଲା କାରବାର କରୁଥିଲେ । ବୋଧ ହୁଏ ସେଥିରେ କିଛି ବ୍ୟବସାୟିକ ଶ-ତ୍ରୁତା ଥାଇପାରେ । ଯାହା ଫଳରେ ଏପରି କା-ଣ୍ଡ ଘଟିଗଲା ଆଉ କେହି ବି ମୁହଁ ଖୋଲିଲେ ନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି କୁହାଯାଇପାରିବ ନାହିଁ । ଯେତେ ଦିନ ପର୍ଯ୍ୟନ୍ତ ତ-ଦନ୍ତ ଶେଷ ନ ହୋଇଛି ଆଉ ଗୋପାଳ ମୁଁହ ନ ଖୋଲିଛି , ସେତେ ଦିନ ପର୍ଯ୍ୟନ୍ତ କିଛି କହିବା ଅସମ୍ଭବ ହୋଇପଡିଛି ।

Leave a Reply

Your email address will not be published. Required fields are marked *