ଭାଉଜ ପ୍ରେମ କରିଲା ପାଗଳ, .ମୋତେ ନପଚାରି ଭାଉଜ ପାଖରେ ଶୋଉଛି ମୋ ସ୍ୱାମୀ

କୁହାଯାଏ ମଣିଷ ପ୍ରେମ ପାଇଁ କିଛି ବି କରିପାରେ । ନିଜକୁ ଖରାପ କରିପାରେ ଏଇ ପ୍ରେମ ପାଇଁ ଆଉ ନିଜକୁ ଭଲ ବି ଏହି ପ୍ରେମ ପାଇଁ କରି ଦେଇପାରେ । କିନ୍ତୁ ଆଜିର ଦୁନିଆଁରେ ବିଶେଷ କରି ମଣିଷ ଏହି ପ୍ରେମ ପାଇଁ ସବୁକିଛି ଖରାପ କରି ଚାଲିଛି ଆଉ କିଛି ବି ମାନିବାକୁ ରାଜି ହେଉ ନାହିଁ । ବିବାହିତ ହୋଇ ମଧ୍ୟ ଆଉ ଜଣଙ୍କ ସହିତ ସ-ମ୍ପର୍କ ରଖିବା ପାଇଁ ଆଜିକାର ଯୁବ ପୀଢ଼ି ମାନେ ଆଗ୍ରହୀ ହେଉଛନ୍ତି ।

ତେବେ ଏପରି ପରିସ୍ଥିତିରେ କିଏ ନିଜ ସ୍ବାମୀଙ୍କୁ ଛାଡି ଆଉ ପର ପୁରୁଷ ସହିତ ଚାଲି ଯାଉଛି ତ ଆଉ କିଏ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି କୁଆଡେ ଚାଲି ଯାଉଛି । ତେବେ ଏହି ମାମ-ଲା ସମାଜରେ କମିବା ତ ନାମ ନେଉ ନାହିଁ ବରଂ ବଢ଼ି ବଢି ଚାଲିଛି । ପ୍ରେମ ପାଇଁ ପାଗଳ ହୋଇ ଯାଉଛନ୍ତି ଲୋକ ଆଉ ନିଜର ଲୋକଙ୍କୁ ପର କରି ଦେଇ ପଳାଇ ଯାଉଛନ୍ତି । ତେବେ ଆଜି ଆମେ ଏପରି ଏକ କଥା ବିଷୟରେ କହିବାକୁ ଯାଉଛି ।

ତେବେ ଏପରି କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ ।ଜଣେ ମହିଳା ନିଜ ଜୀବନର ସବୁ କରୁଣ କାହାଣୀ ଖୋଲି କରି ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି । ତେବେ ଏପରି କାହାଣୀ ହେଉଛି ଜଣେ ମହିଳା ଆଉ ନାମଟି ତାଙ୍କର ପୁଷ୍ପଲତା । ବର୍ତ୍ତମାନ ସେ ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ ନେଇ ଥା-ନାରେ ପହଞ୍ଚି ଯାଇଛନ୍ତି । ତେବେ ନିଜ ଦୁଃ-ଖର କଥା କହି ସେ କହିଛନ୍ତି କି , ନିଜ କାଖରେ ସେ ପିଲାକୁ ଧରି ବୁଲୁଛନ୍ତି କିନ୍ତୁ ସ୍ଵାମୀର ତାଙ୍କର କିଛି ଖୋଜ ଖବର ନାହିଁ ।

ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । କାହିଁକି ନା ତାଙ୍କୁ ତାଙ୍କ ଭାଉଜ ପ୍ରେମ ପାଗଳ କରି ଦେଇଛି । ଆଉ କେବଳ ଏତିକି ନୁହେଁ , ଶାଶୁ ଘର ଲୋକ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଏଥିପାଇଁ ସ-ପୋର୍ଟ କରିବାରେ ଲାଗିଛନ୍ତି । ତେବେ ସୂଚନା ଅନୁଯାୟୀ , ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରଣପୁର ଥା-ନା ଅନ୍ତର୍ଗତ ପାଟପୁର ଗାଁରେ ।

ଦୁଇ ବର୍ଷ ପୂର୍ବରୁ ପୁଷ୍ପଲତା କାଶୀନାଥ ବେହେରା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହ ହେବାର ମାତ୍ର ଦୁଇ ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇ ଯାଇଥିଲା ଅ-ତ୍ୟାଚା-ର । ଶାଶୁ ଘର ଲୋକ ତାଙ୍କୁ ମା-ଡ଼ ମା-ରିବା ସହିତ ତାଙ୍କ ସ୍ଵାମୀ ମଧ୍ୟ ମା-ଡ଼ ମା-ରି ଚାଲିଥିଲେ । ସବୁ କଷ୍ଟ ଆଉ ଯ-ନ୍ତ୍ରଣା ସହି ଚାଲିଥିଲେ ପୁଷ୍ପଲତା । କାହାରିକୁ କିଛି ବି କହି ନଥିଲେ । ତେବେ ଏହାରି ମଧ୍ୟରେ ତାଙ୍କ କୋଳକୁ ଆସିଥିଲା ତାଙ୍କ ପୁଅ ।

ଯାହା ପରେ ପୁଷ୍ପଲତା ଭାବି ନେଇଥିଲେ କି ତାଙ୍କ ସ୍ଵାମୀ ଆଉ ଶାଶୁ ଘର ଲୋକ ଭଲ ହୋଇଯିବେ । କିନ୍ତୁ କିଛି ହୋଇ ନଥିଲା । ଶାଶୁ ଘର ଲୋକ ଆହୁରି ବିଗିଡି ଯାଇଥିଲେ । ଆଉ ତାଙ୍କୁ ମା-ଡ଼ ମା-ରିବା ଆରମ୍ଭ କରିଥିଲେ । ଆଉ ସ୍ଵାମୀ ସେପଟେ ଯାଇ ନିଜ ଭାଉଜଙ୍କ ସହିତ ଶାରୀ-ରିକ ସଂ-ପର୍କ ରଖି ଚାଲିଥିଲେ । ନିଜ ଭାଉଜ ପ୍ରେମରେ ସ୍ଵାମୀଙ୍କ ଉବୁଡୁବୁ ହେଉଥିବା କଥା ପୁଷ୍ପଲତା କହିଥିଲେ ।

ତାଙ୍କ କହିବା ଅନୁଯାୟୀ , ଆଜି ଯାଏଁ। ସ୍ଵାମୀ କେବେ ଘରକୁ ରାତିରେ ଫେରନ୍ତି ନାହିଁ । ସବୁବେଳେ ସେହି ଭାଉଜ ପାଖରେ ରହିଥାନ୍ତି ଆଉ ଶାରୀ-ରିକ ସ-ମ୍ପର୍କ ରଖିଥାନ୍ତି । ଏପରିକି ଭାଉଜ ଯାହା କହନ୍ତି , ତାହା ମାନି ଚାଲିଥାନ୍ତି । ଭାଉଜଙ୍କ ଖାଇବା ବାସନ ମଧ୍ୟ ଧୋଇ ଦେଇଥାନ୍ତି । ଆଉ ସବୁ କଥାରେ ତାଙ୍କ ସାଥ ଦିଅନ୍ତି । ଏପଟେ ଛୁଆ କଥା କି ତାଙ୍କ କଥା ଆଦୌ ମନେ ପକାନ୍ତି ନାହିଁ । ଆଉ କିଛି କହିଲେ ମା-ଡ଼ ମା-ରିବା ଆରମ୍ଭ କରି ଦିଅନ୍ତି ।

ତେଣୁ ଏପରି ପରିସ୍ଥିତିରେ ତାଙ୍କ ଶାଶୁ ଘର ଲୋକ ମଧ୍ୟ ତାଙ୍କ କଥା ଶୁଣିବା ତ ଦୂରର କଥା ତାଙ୍କୁ ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ । ତେଣୁ ବର୍ତ୍ତମାନ ପୁରାପୁରି ନିରା-ଶ ହୋଇ ଥା-ନାର ଦ୍ଵାରରେ ଯାଇ ପହଞ୍ଚି ଯାଇଛନ୍ତି ପୁଷ୍ପଲତା । ନିଜ ପିଲା ପାଇଁ ସେ ସେଠାରେ ଯାଇ ନ୍ୟା-ୟ ମାଗିଛନ୍ତି । ଆଉ ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *