ମନ୍ତ୍ରୀ ନବ ଦାସ୍ ମରିଗଲା, ମୁଁ ମଟନ ଭୋଜି ଦେଲି

ନବ ଦାସ ହ-ତ୍ୟା ମାମ-ଲାରେ କିଛି ଦିନ ବିତି ଗଲାଣି , ଆଉ ଏହାକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ସେଦିନର ଘ-ଟଣା ମନେ ପକାଇବା ପରେ ସମସ୍ତଙ୍କ ଦେହରେ ଏକ ସିଂହରଣ ଖେଳି ଯାଉଛି । ସମସ୍ତେ ସେହି ଦୃ-ଶ୍ୟକୁ ମନେ ପକାଇ ଭ-ୟଭୀ-ତ ହୋଇ ଯାଉଛନ୍ତି । ହଠାତ୍ ଏପରି ଘ-ଟଣା ଘଟିଯିବ ବୋଲି କେହି ଆଶା କରିନଥିବା ବେଳେ ଏପରି ଘ-ଟଣା ଘଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସେହି ଘଟ-ଣାକୁ ମନରୁ ବାହାର କରିଦେବା ପାଇଁ ସମସ୍ତେ ଚେଷ୍ଟା କରିବା ପରେ ମଧ୍ୟ ବାହାର କରି ପାରୁ ନାହାନ୍ତି । ଆଖି ଆଗରେ ଗୁ-ଳି ମା-ଡ଼ ଆଉ ସେଥିରେ ଟଳି ପଡ଼ିଲେ ନବ ଦାସ । କେହି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ଆଉ ଆରପାରିକୁ ଚାଲି ଗଲେ ନବ ଦାସ । ସମସ୍ତଙ୍କ ମନରେ ତାଙ୍କର ମ-ରିବାର ଦୁଃ-ଖ ଥିବା ବେଳେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ସମସ୍ତେ ମନ୍ତ୍ରୀ ନବ ଦାସଙ୍କ ଯିବା ଦୁଃ-ଖ କରୁଥିବା ବେଳେ ଏପରି ଜଣେ ମହିଳା ସାମ୍ନାକୁ ଆସିଛନ୍ତି ଯିଏ କହିଛନ୍ତି କି , ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ମୃ-ତ୍ୟୁ ଖବର ତାଙ୍କୁ ଖୁସି ଦେଇଛି । ଜୀବନରେ ଏତେ ଖୁସି ସେ କେବେ ବି ଅନୁଭବ କରି ନଥିଲେ । ଏତେ ଖୁସି ଆଜି ତାଙ୍କୁ ଲାଗୁଛି କି , ସେ କେବେ ଏତେ ଖୁସି ହୋଇ ନଥିଲେ । ଆଉ ଏହା ହିଁ , ତାଙ୍କୁ ଲାଗୁଛି କି ନିଜର ଭାଇର ହ-ତ୍ୟା କରିଥିବା ମଣିଷର ପରିଚୟ ସେ ପାଇ ଯାଇଛନ୍ତି ।

ତେବେ ଏହି ମହିଳା ଜଣକ ହେଉଛନ୍ତି , ପୂର୍ବତନ ଜନ ନେତା ବିଧାନ ବୈଦାରଙ୍କ ଭଉଣୀ । ନିଜ ଭାଇଙ୍କ ମୃ-ତ୍ୟୁ ତାଙ୍କୁ ପୁରାପୁରି ଭା-ଙ୍ଗି ଦେଇଥିଲା । ଦିନ ଥିଲା ଲୋକଙ୍କ ସାହାଯ୍ୟ କରିବା ପାଇଁ ତାଙ୍କ ଭାଇ ସବୁବେଳେ ଆଗରେ ରହୁଥିଲେ। ଲୋକଙ୍କ କଥା ବୁଝୁଥିଲେ ଆଉ ତାଙ୍କ ସବୁ ସମସ୍ୟା ମଧ୍ୟ ସମାଧାନ କରୁଥିଲେ । କିନ୍ତୁ ଏହା ଉପରେ କାହାର ନଜର ଲାଗି ଯାଇଥିଲା ।

ଆଉ ଧିରେ ଧିରେ ସବୁ ଶେଷ ହୋଇ ଯାଇଥିଲା । କିଛି ବର୍ଷ ଆଗରୁ ତାଙ୍କ ଭାଇଙ୍କ ଉପରକୁ ବୋ-ମା ମା-ଡ଼ କରା ଯାଇଥିଲା ଆଉ ସେଥିରେ ପ୍ରା-ଣ ହରାଇଥିଲେ ତାଙ୍କ ଭାଇ ବିଧାନ ବୈଦାର । ସେହି ସମୟରେ ତାଙ୍କୁ ହ-ତ୍ୟା କରିଥିବା ପଛରେ ନବ ଦାସଙ୍କ ହାତ ରହିଥିବା କଥା ସେ ସ-ନ୍ଦେହ କରିଥିଲେ । ଆଉ କହିଥିଲେ କି , ଏମିତି ଦିନ ଆସିବ ଯେଉଁ ଦିନ ସେ ଭାଇଙ୍କୁ ହ-ତ୍ୟା କରିଥିବା ବ୍ୟକ୍ତିଙ୍କୁ ଖୋଜି ପାଇବେ ।

ତାଙ୍କୁ ହ-ତ୍ୟା କରାଯିବ , ନଚେତ୍ କୌଣସି ଏକ ଦୁର୍ଘ-ଟଣାରେ ତାଙ୍କର ଜୀବନ ଯିବ । ଆଉ ନବ ଦାସଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା । ଝାରସୁଗୁଡ଼ା ଗାନ୍ଧୀନଗର ଅଞ୍ଚଳରେ ସେ ଗାଡିରୁ ଓହ୍ଲାଉ ଥିବା ସମୟରେ ପୋ-ଲିସ କର୍ମଚାରି ଗୋପାଳ ଦାସ ତାଙ୍କ ଉପରକୁ ଗୁ-ଳି ମା-ଡ କରିଥିଲେ ଆଉ ସେଥିରେ ପ୍ରା-ଣ ହରାଇ ଥିଲେ ନବ ଦାସ ।

ତେବେ ମହିଳା ଜଣକ କହିଛନ୍ତି କି , ସେଦିନ ଟିଭି ଦେଖି ସେ ଜାଣି ପାରିଲେ କି ନବ ଦାସ ଆଉ ନାହାଁନ୍ତି । ଯେଉଁ ଖବର ତାଙ୍କୁ ସବୁଠାରୁ ଅଧିକ ଖୁସି ଦେଇଥିଲା । ନିଜ ଭାଇଙ୍କ ହ-ତ୍ୟା ପଛରେ ହାତ ଥିବା ବ୍ୟକ୍ତିଙ୍କୁ ସେ ଖୋଜି ପାଇଥିଲେ । ତେବେ ଏହାପରେ ପାଖ ଘର ଲୋକ ତାଙ୍କୁ ମିଠା ମାଗିଥିଲେ । ଆଉ ସେଦିନ ସେ ଏତେ ଖୁସି ଥିଲେ କି , ମିଠା ଏବଂ ମଟନ ଖାଇବା ସହିତ ଲୋକଙ୍କୁ ମଧ୍ୟ ଭୋଜି ଖାଇବାକୁ ଦେଇଥିଲେ ।

ନିଜ ଭାଇଙ୍କ ହ-ତ୍ୟାକା-ରୀ ନବ ଦାସ ହିଁ ଥିଲେ ବୋଲି ସେ ଜାଣି ପାରିଲେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଗୋପାଳ ଦାସ ସ୍ଵୟଂ ଭଗବାନ । ସେ ଅଭି-ଯୁକ୍ତ ନୁହଁନ୍ତି ସେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର । ଆଉ ଶ୍ରୀକୃଷ୍ଣ ହିଁ ତାଙ୍କ ଭାଇଙ୍କୁ ହ-ତ୍ୟା କରିଥିବା ପାପିର ହ-ତ୍ୟା କରିଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *