କୁମ୍ଭୀର ସହିତ ବର୍ତ୍ତମାନ ମହାବଳ ବାଘର ଭ-ୟ । ଛେଳି କୁକୁଡ଼ା ପରେ ପଡ଼ିବ ମଣିଷର ପାଳି ।

ବର୍ତ୍ତମାନ ସମୟରେ ଓଡ଼ିଶାରେ କେଉଁ ଭ-ୟ ରହିଛି ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଯେଉଁଠି ଦେଖ ନଦୀରେ କୁମ୍ଭୀର ବୁଲୁଛନ୍ତି । ପୁଣି ଅତି ବେଶୀରେ ନି-ର୍ମମ ଭାବରେ ଜଣେ ମହିଳାଙ୍କ ଜୀବନ କୁମ୍ଭୀର ପେଟରେ ଯିବାର ଦୃ-ଶ୍ୟ ଦେଖି ଲୋକେ ଯେଉଁଭଳି ଭ-ୟଭୀ-ତ ହୋଇଛନ୍ତି , ସେମାନେ ବର୍ତ୍ତମାନ ଘରୁ ବହାରିବାକୁ ଭ-ୟ କରୁଛନ୍ତି । କିନ୍ତୁ ଏତିକିରେ ଭ-ୟ ଶେଷ ହୋଇନାହିଁ । ବର୍ତ୍ତମାନ ସାରା ରାଜ୍ୟରେ ମହାବଳ ବାଘର ଆ-ତଙ୍କ ଖେଳି ଯାଇଛି । ଯାହା ଆହୁରି ଭ-ୟଙ୍କର ଅଟେ । ବାଘର ନାଁ ସୁଦ୍ଧା ଶୁଣି ଲୋକେ ଭ-ୟଭୀ-ତ ହୋଇ ଗଲେଣି । ଆଉ ଆମେ ମଧ୍ୟ ଆପଣଙ୍କୁ ଆଜି ସେହି ବିଷୟରେ କହିବୁ ।

କହିରଖିବୁ ଯେ ଗତ କିଛିଦିନ ହେବ ଓଡ଼ିଶାର ନଦୀ ମାନଙ୍କରେ କୁମ୍ଭୀର ଆ-ତଙ୍କ ଖେଳାଉଥିବା ସହିତ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତରେ ମହାବଳ ବାଘ ଆ-ତଙ୍କ ଖେଳାଉଥିବାରେ ଦେଖିବାକୁ ମିଳିଛି । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭିମିନିପୋଟଳିରେ ବାଘ ବୁଲୁଥିବା କୁହାଯାଉଛି । ଏମିତିକି ଏନେଇ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହାର ସତ୍ୟାସତ୍ୟ ଜଣା ପଡ଼ିନଥିବା ବେଳେ ଏହି ଅଞ୍ଚଳରେ ବାଘର ପାଦ ଚିହ୍ନ ପଡ଼ିଥିବା ସ୍ଥାନୀୟ ଲୋକେ ଏବଂ ବନ ବିଭାଗ ଠାବ କରିଥିବା ଜଣା ପଡ଼ିଛି । ଏପରିକି ଛେଳି ମେଣ୍ଢା ଶି-କାର କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସେଠାକାର ଅଞ୍ଚଳରେ ଆ-ତଙ୍କ ଖେଳି ଯାଇଛି ।

ଏପଟେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ଯୋଗୁଁ ସ୍ଥାନୀୟ ଲୋକେ ବାଘ ଆତ-ଙ୍କକୁ ନେଇ ଭ-ୟଭୀ-ତ ହୋଇ ପଡ଼ିଛନ୍ତି । ପୁଣି ଆଖପାଖ ଗାଁ ରେ କିଛି ଛେଳି ଏବଂ କୁକୁଡ଼ାକୁ ମହାବଳ ବାଘ ଶି-କାର ବନାଇ ଥିବା ଲୋକେ କହିଛନ୍ତି । ତେଣୁ ବାହାରେ ବୁଲିବା ଲୋକଙ୍କ ପକ୍ଷେ ଠିକ ହେଉନାହିଁ । କାରଣ କୁମ୍ଭୀର ଭଳି ବାଘ ମଧ୍ୟ ମାଂସାସି । ଆଉ କେତେବେଳେ ଯେ କଣ ପରିସ୍ଥିତି ଆସିବ ଏବଂ ବାଘ ହାବୁଡ଼ରେ କିଏ ପଡ଼ିବ ତାହା ବା କିଏ କହିବ । ତେବେ ଏପଟେ ଲୋକେ କର୍ତ୍ତୃପକ୍ଷଙ୍କୁ ବାଘ ଆ-ତଙ୍କ ଖବର ଜଣାଇ ସମସ୍ୟାର ସମାଧାନ ପାଇଁ ଗୁହାରି କରିଛନ୍ତି ।

Leave a Reply

Your email address will not be published. Required fields are marked *