ଗି-ରଫ ହେଲା ସୈ-ତାନ ବାପା । ନିଜ ସୁନ୍ଦରୀ ଝିଅ ସହିତ ରଖିଥିଲା ଖରାପ ନଜର ଆଉ କରିଥିଲା ଖରାପ କାମ । ଆଉ ଏବେ ପଡ଼ିଲା ଧରା ।

ଜଣେ ବାପା ହୋଇ ନିଜ ଝିଅ ଉପରେ ଖରାପ ନଜର କିପରି ରଖିପାରେ ? ବାପା ଆଗରେ ଝିଅ ଯେତେ କା-ନ୍ଦି କା-ନ୍ଦି ନେହୁରା ହୋଇ ଛାଡ଼ି ଦେବାକୁ କହୁଥିଲା ଏବଂ ନିଜ ବାପାକୁ ବୁଝାଇବାକୁ ଚେଷ୍ଟା କରୁଥିଲା ସେହି ବାପା କିଛି ମାନି ନଥିଲା ଏବଂ ନିଜ ଝିଅକୁ ବାରମ୍ବାର ଦୁ-ଷ୍କର୍ମ କରି ଚାଲିଥିଲା । ବାପା ହୋଇ ନିଜ ଝିଅ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖୁଥିଲା ।

ଯେଉଁ କାରଣରୁ ଝିଅ ଆଉ ସହି ନପାରି ଲୋକ ଲ-ଜ୍ଜ୍ୟାରେ ଜୀବନ ହାରିଦେଲା । ଏହି ଘଟଣା ପରେ ଝିଅର ମା’ ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ଅଭି-ଯୁକ୍ତ ବାପାକୁ ଖୋଜୁଥିଲା ଯାହାକୁ ଆଜି ପୋ-ଲିସ ଗି-ରଫ କରିଛି । ଆଉ ଗି-ରଫ ହେବା ପରେ ବାପ କହୁଛି ଯେ ଝିଅ ଭୁଲ କାମ କରୁଥିଲା ଏବଂ ତାକୁ ତାଗିଦ କରିବାରୁ ସେ କୁଆଡ଼େ ତାର ଜୀବନ ହାରିଦେଲା ।

କିନ୍ତୁ ଏପଟେ କୁହାଯାଉଛି ଯେ ଏହି ବାପା ଜଣକ ନିଜର ଜନ୍ମକଲା ଝିଅ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖୁଥିଲା । ଯାହାକୁ ଝିଅ ଜଣକ ସହି ପାରୁ ନଥିଲା । ଝିଅର ମା ମଧ୍ୟ ଆଖି ସାମ୍ନାରେ ନିଜ ଝିଅକୁ ଏଭଳି ଦେଖିଛି । ମା ବାରମ୍ବାର ତାଗିଦ କରିବା ସତ୍ତ୍ୱେବି ବାପା ଶୁଣି ନଥିଲା । ଶେଷରେ ଝିଅଟି ଜୀବନ ହାରିଦେଲା ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କୋଣାର୍କ ଥା-ନା ଅନ୍ତର୍ଗତ ମାଟିଆପଡ଼ା ଗାଁରେ ଦେଖିବାକୁ ମିଳିଛି । ସେହି ଗାଁରେ ଏକ ଲ-ଜ୍ଜ୍ୟାଜ-ନକ ଘ-ଟଣା ଘଟି ଯାଇଥିଲା । ନିଜ ଜନ୍ମକଲା ଝିଅ ସହିତ ବାପା ଜଣକ ଜୋର ଜବ-ରଦସ୍ତ ଶାରୀ-ରିକ ସମ୍ପ-ର୍କ ରଖୁଥିଲା ।

ଝିଅଟି କମ ବୟସର ଯିଏକି ସ୍କୁଲରେ ପାଠ ପଢୁଥିଲା । କିନ୍ତୁ ବାପା କୁଆଡ଼େ ପାତ୍ୟେକ ଦିନ ମଦ ପିଇ ଆସି ଝିଅ ସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖୁଥିଲା । ଯିଏ ଯେତେବେଳେ ମନା କଲେ ବି ବାପା ଶୁଣୁ ନଥିଲା । ଘ-ଟଣା ଘଟିବା ଦିନ ମା’ ପର ଘରକୁ କାମ କରିବାକୁ ଯାଇଥିଲା ଏବଂ ସକାଳୁ ବାପା ମଳୟ ଆସି ଘରେ ଝିଅକୁ ଏକୁଟିଆ ପାଇ ତାସହିତ ଜୋର ଜବ-ରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖିଥିଲା ।

ଝିଅଟି ଲ-ଜ୍ଜ୍ୟା ସହି ନପାରି ଶେଷରେ ଜୀବନ ହାରି ଦେଇଥିଲା । ଝିଅର ମା ଜଣକ ଏହି ମାମ-ଲା ପରେ ଝିଅର ନ୍ୟା-ୟ ଦାବି କରିବା ସହିତ ନିଜ ସ୍ୱାମୀକୁ ଫା-ଶୀ ଦ-ଣ୍ଡ କିମ୍ବା ଆଜୀବନ କାରାଦ-ଣ୍ଡ ଦେବାକୁ ଅନୁରୋଧ କରିଛନ୍ତି । ଆଉ ଏପଟେ ବୁଧବାର ଦିନ ଅପରାହ୍ଣ ୨ ଘଟିକା ସମୟରେ କୋଣାର୍କ ସ୍ଥିତ ମାଧିପୁର ଛକ ଠାରୁ କୋଣାର୍କ ପୋ-ଲିସ ଅଭି-ଯୁକ୍ତ ବାପାକୁ ଗି-ରଫ କରିଛି ।

Leave a Reply

Your email address will not be published. Required fields are marked *