ଦୀର୍ଘ ମାସ ପରେ ଜେ-ଲରୁ ଫେରିଲା ଅନଟ୍ୟାଲେଣ୍ଟଟେଡ଼ ଗାୟ । ସୋସିଆଲ ମିଡିଆରେ ପୁଣିଥରେ କଲା ଆରମ୍ଭ ।

ଗତ କିଛି ମାସ ତଳେ ଅନଟ୍ୟାଲେଣ୍ଟେଟେଡ ଗାୟକୁ ଗି-ରଫ ହୋଇଥିଲା । ଆଉ ଗତକାଲି ଜେଲରୁ ଫେରିଛି ଅନଟ୍ୟାଲେଣ୍ଟେଟେଡ ଗାୟ । ଆଉ ଯାହାର କିଛି ଭିଡ଼ିଓ ଏବଂ ଫୋଟ ତାର ପ୍ରଶଂସକ ମାନେ ଭାଇରଲ କରିଛନ୍ତି । ଯାହାକୁ ନେଇ କିଛି ଲୋକ ବିରକ୍ତି ଭାବ ପ୍ରକାଶ କରିଛନ୍ତି ଏବଂ ଆଉ କିଛି ଲୋକ ଖୁସି ହୋଇଛନ୍ତି ଯେ ତାଙ୍କର ପ୍ରିୟ ୟୁଟ୍ୟୁବର ଜେ-ଲରୁ ଫେରିଛି । କହି ରଖିବୁ ଯେ ଅନଟ୍ୟାଲେଣ୍ଟେଟେଡ ଗାୟ ହେଉଛି ରାତାରାତି ଫେମସ ହୋଇଥିବା ଜଣେ ଏପରି ୟୁଟ୍ୟୁବର ଯିଏକି ଅତି ଅ-ଶ୍ଳୀଳ ଭାଷା କହି , ଭାଇରଲ ହେଉଥିବା ଘଟ-ଣାରେ ନିଜ ଅନ୍ଦାଜରେ ବର୍ବର ଭାଷା କହି ଭିଡ଼ିଓ ପୋଷ୍ଟ କରୁଥିବା ଜଣେ ବ୍ୟକ୍ତି ।

ଯିଏକି ଉଭୟ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଏହି କାମ କରି ଆସୁଥିଲା । ଆଉ ଯେଉଁ ଭିଡ଼ିଓକୁ ଅଧିକାଂଶ ଲୋକ ନାପସନ୍ଦ କରୁଥିବା ବେଳେ ଯୁବ ପିଢ଼ିର କିଛି ଲୋକ ତାହାକୁ ବେଶ ପସନ୍ଦ କରୁଥିଲେ । ଯେଉଁ କାରଣରୁ ଅନଟ୍ୟାଲେଣ୍ଟେଟେଡ ଗାୟର ଫ୍ୟାନ ଫୋଲଇଂ ମଧ୍ୟ ବେଶ ବଢ଼ିବାରେ ଲାଗିଥିଲା ।

ତେବେ ଏହା ପର୍ଯ୍ୟନ୍ତ ତ ସବୁକିଛି ଠିକ ଥିଲା । କିନ୍ତୁ କିଛି ଏଭଳି ଘ-ଟଣା ଘଟାଇଥିଲା ଅନଟ୍ୟାଲେଣ୍ଟେଟେଡ ଗାୟ । ଯେଉଁ କାରଣରୁ ତାକୁ ଜେ-ଲ ଯିବାକୁ ପଡ଼ିଥିଲା । ବାଲେଶ୍ଵରରେ ଏକ ଗାଁ ଭିତରେ ନିଜର କିଛି ସାଙ୍ଗ ମାନଙ୍କ ସହିତ ମିଶି ଯାଇ ଗନ ଏବଂ ଛୁରା ମା-ଡ଼ କରିଥିଲା ଜଣେ ଯୁବକଙ୍କୁ ।

ଆଉ ତାପରେ ଅନଟ୍ୟାଲେଣ୍ଟେଟେଡ ଗାୟକୁ ଜେ-ଲ ମଧ୍ୟ ହୋଇଥିଲା । ଦୀର୍ଘ କିଛି ମାସ ପରେ ଅର୍ଥାତ ଗତକାଲି ଜେ-ଲରୁ ଫେରିଛି ଅନଟ୍ୟାଲେଣ୍ଟେଟେଡ ଗାୟ । ଯାହାକୁ ନେଇ ତାର କିଛି ପ୍ରଶଂସକ ତାହାର ଭିଡ଼ିଓ ଭାଇରଲ କରିବା ସହିତ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ଆଉ କିଛି କହୁଛନ୍ତି ଯେ ” କିଙ୍ଗ ଇଜ ବ୍ୟାକ ” । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଏତେ ବଡ଼ ଘ-ଟଣା ଘଟିବା ପରେ ବର୍ତ୍ତମାନ ଅନଟ୍ୟାଲେଣ୍ଟେଟେଡ କଣ କରୁଛି ଏବଂ ଆଉ ୟୁଟ୍ୟୁବରେ ସେଭଳି ପୋଷ୍ଟ କରୁଛି କି ନାହିଁ । ଆଉ ଏସବୁ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଅନଟ୍ୟାଲେଣ୍ଟେଟେଡ ଗାୟର କୌଣସି ପ୍ରତି-କ୍ରିୟା ଏବେ ସୁଦ୍ଧା ଆସିନାହିଁ ।

Leave a Reply

Your email address will not be published. Required fields are marked *