ଯବାନ ପୁଅଙ୍କୁ ହରାଇଲେ ବାପା ମାଆ , କହୁଛନ୍ତି ହ-ତ୍ୟା ପଛରେ ପୁଅ ଆଉ ଶଳାର ଅଛି ହାତ

ପୁଅଟିଏ ବାପା ମାଆ ଆଖିର ତାରା ହୋଇଥାଏ । ତାକୁ ପାଇବା ପାଇଁ ବାପା ମାଆ ଅନେକ କଷ୍ଟ କରିଥାନ୍ତି ଆଉ ସଦାବେଳେ ତା ପାଇଁ ବାପା ମାଆ ଭଗବାନଙ୍କ ଆଗରେ ପ୍ରାର୍ଥନା କରିଥାନ୍ତି । ସେମାନେ ପ୍ରାର୍ଥନା କରିଥାନ୍ତି କି , ମୋ ପୁଅ ଯେମିତି ସଦାବେଳେ ଖୁସିରେ ରହିଥାଉ ଆଉ ଜୀବନରେ ଆଗକୁ ବଢ଼ୁଥାଉ କିନ୍ତୁ ଏପରି କିଛି ପରିସ୍ଥିତି ଆସେ , ଯେତେବେଳେ ପୁଅକୁ ବାପା ମାଆ ଠାରୁ ଦୂରେଇ ଯିବାକୁ ପଡିଥାଏ ଆଉ ଲକ୍ଷେ ଶିବ ପୂଜି ପାଇଥିବା ପୁଅଟିଏ ବାପା ମାଆ ଠାରୁ ଦୂରେଇ ଯାଇଥାଏ । ତେବେ ଏପରି ପରିସ୍ଥିତି ସେତେବେଳେ ଆସିଥାଏ , ଯେତେବେଳେ ପୁଅଟିଏ ବିବାହ କରିଥାଏ ଆଉ ନିଜ ସ୍ତ୍ରୀ ଆସିଲା ପରେ କିଛି ପୁଅ ଟିକିଏ ବଦଳି ଯିବା ଭଳି ଲାଗିଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁଅ ନିଜ ବାପା ମାଆ ଠାରୁ ଦୁରେଇବାକୁ ଇଚ୍ଛା କରି ନଥିଲେ ମଧ୍ୟ ବାଧ୍ୟ ହୋଇ ତାକୁ ଏ ଦୁନିଆଁ ଛାଡି ଯିବାକୁ ପଡ଼ିଛି । ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଜଗତିସିଂହପୁର ଜିଲ୍ଲାରେ । ବାପା ମାଆ ପୁଅକୁ ପାଠ ପଢ଼ାଇ ଜଣେ ଭଲ ମଣିଷ କରିଥିଲେ ଆଉ ଏପରିକି ପୁଅଟିର ସବୁ ଅଳି ଅଝଟ ମଧ୍ୟ ପୁରା କରିଥିଲେ । ତେବେ ପୁଅ ମଧ୍ୟ ବାପା ମାଆର ସ୍ବପ୍ନ ପୁରା କରିଥିଲା ଆଉ ଜଣେ ଯବାନ ହୋଇ ବାହାରି ଥିଲା । କିନ୍ତୁ ସବୁକିଛି ଶେଷ ସେତେବେଳେ ହୋଇ ଯାଇଥିଲା , ଯେତେବେଳେ ପୁଅକୁ ବାପା ମାଆ ବିବାହ କରାଇ ଦେଇଥିଲେ ।

ତେବେ ସୂଚନା ଅନୁଯାୟୀ , ଜଗତସିଂହପୁର ଜିଲ୍ଲା ଏରସମା ଥା-ନା ଅଧିନସ୍ଥ ସୋମପୂର୍ ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କନର ୧୭ ତାରିଖରୁ ନି-ଖୋଜ ରହିଥିଲେ । ଦୁଇ ଦିନ ପୂର୍ବରୁ ତାଙ୍କ ବାଇକ ଯାଜପୁର ଜିଲ୍ଲା ବଡ଼ଚଣା ଥା-ନା ଅର୍ନ୍ତଗତ ଧାନମଣ୍ଡଳ ପାହାଡ ପାଖରୁ ପୋ-ଲିସ ଜ-ବତ କରିଥିଲା । ହେଲେ ତାଙ୍କର ମୃ-ତଦେ-ହ ମିଳି ପାରି ନଥିଲା । ପୋ-ଲିସ ଦୁଇ ଦିନ ହେଲା ଖୋଜାଖୋଜି କରିଥିଲେ ଆଉ ତାପରେ ଡ୍ରନ କ୍ୟାମେରା ସାହାଯ୍ୟରେ ଖୋଜିବା ଆରମ୍ଭ କରିଥିଲେ ଆଉ ଏହା ମଧ୍ୟ ବିଫଳ ହୋଇଥିଲା । ତାଙ୍କର କିଛି ପତ୍ତା ଲାଗି ପାରି ନଥିଲା ।

ତେବେ ଏହାପରେ ଯୋଜନା କରା ଯାଇଥିଲା କି , ଏସଡିପିଓଙ୍କ ଉପସ୍ଥିତିରେ ଦୁଇଟି ପୋ-ଲିସ ଦଳ ପାହାଡ ଉପରକୁ ଉଠିବେ ଆଉ ସେଠାରେ ଯାଇ ଖୋଜା ଖୋଜି କରିବେ । ତେବେ ଏହାପରେ ସେମାନେ ଯାଇଥିଲେ ଖୋଜିବା ପାଇଁ ଆଉ କିଛି ସମୟ ଖୋଜିବା ପରେ ସୂର୍ଯ୍ୟକାନ୍ତଙ୍କ ମୃ-ତଦେ-ହ ପାହାଡ ଉପରୁ ଉ-ଦ୍ଧାର କରିଥିଲେ । ତେବେ ବର୍ତ୍ତମାନ ସମୟରେ ପରିବାର ଲୋକ ସ-ନ୍ଦେହ କରୁଛନ୍ତି କି , ତାଙ୍କର ଯବାନ ପୁଅ କେବେ ବି ଜୀବନ ହାରିବ ନାହିଁ । ତାକୁ ତାର ସ୍ତ୍ରୀ ଆଉ ତାର ଶଳା ହିଁ ହ-ତ୍ୟା କରିଛନ୍ତି । କାହିଁକି ନା ମ-ରିବାର କିଛି ଦିନ ଆଗରୁ ସୂର୍ଯ୍ୟକାନ୍ତ ତାଙ୍କ ଶଶୁର ଘରକୁ ଯାଇଥିଲେ । ତେବେ ଦେଖାଯାଉ ପୋ-ଲିସ କଣ କରୁଛି , ଆଉ ଆଗକୁ ତଦ-ନ୍ତରେ କଣ ଜଣା ପଡ଼ୁଛି ।

Leave a Reply

Your email address will not be published. Required fields are marked *