ପ୍ରେମରେ ଧୋ-କା ଦେବା ଯୁବତୀଙ୍କୁ ହେଲା କା-ଳ । ଫାଇନାନ୍ସ କର୍ମଚାରୀଙ୍କୁ ହ-ତ୍ୟା କଲେ ପୂର୍ବ ପ୍ରେମିକ ।

ପ୍ରେମରେ ଧୋକା କାରଣରୁ ହ-ତ୍ୟାକା-ଣ୍ଡ ଭଳି ଘ-ଟଣା ପ୍ରାୟତଃ ଶୁଣିବାକୁ ମିଳିଥାଏ । ଆଉ ବର୍ତ୍ତମାନ ମଧ୍ୟ ଏହିଭଳି ଏକ ଘ-ଟଣା ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି । ଯେଉଁ ଘ-ଟଣା ଅନୁଯାୟୀ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ କେହି ଜଣେ ଦୁ-ର୍ବୁତ୍ତ ବିଭତ୍ସ ଭାବରେ ହ-ତ୍ୟା କରିଛି । ଯେଉଁ ଘଟ-ଣାକୁ ନେଇ ବର୍ତ୍ତମାନ ଦେବଗଡ଼ରେ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ମାମ-ଲା ପରେ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ପ୍ରେମ ସମ୍ପ-ର୍କରୁ ହିଁ ଏଭଳି ହ-ତ୍ୟାକା-ଣ୍ଡ ଘଟିଛି । ଯାହାକୁ ନେଇ ଲୋକଙ୍କ ମନରେ ମଧ୍ୟ ଭ-ୟ ସୃଷ୍ଟି ହୋଇଛି । ଏହି କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଲୋକଙ୍କ ମନରେ ମଧ୍ୟ ସନ୍ଦେହ ଆସିଛି । ବର୍ତ୍ତମାନ ପୋ-ଲିସ ତଥାକଥିତ ପ୍ରେମିକକୁ ଖୋଜୁଛି ।

ସୂଚନା ଅନୁଯାୟୀ ମୃ-ତ ମହିଳା କର୍ମଚାରୀ ଜଣକ ହେଉଛନ୍ତି ରିତା ସାହୁ । ଯାହାଙ୍କ ବୟସ ୨୬ ବୟସ । ଭାରତ ଫାଇନାନ୍ସ ନାମକ ଏକ ଘରୋଇ ସଂସ୍ଥାରେ କର୍ମଚାରୀ ଭାବରେ କାମ କରୁଥିଲେ ଏବଂ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥା-ନାରେ ଅନ୍ତର୍ଗତ ଅଞ୍ଚଳରେ ତାଙ୍କ ଘର ଥିବା ଜଣା ଯାଇଛି । ପୂର୍ବରୁ ସେ ବୁଲା ଶିଖାକୁ ବଦଳି ହୋଇ ଆସିଥିଲେ । ସୂଚନା ଅନୁଯାୟୀ ଏହା ଜାଣିବାକୁ ମିଳିଛି ଯେ ରିତା ବଦଳି ହୋଇଯିବା ପରେ ଭଲ ପାଉଥିବା ପୁଅ ସହିତ ଆଉ କଥା ହେଉ ନଥିଲେ । ଶେଷରେ ଭଲ ପାଉଥିବା ପୁଅ ପିଛା କରି ଆସି ସେ କାମ କରୁଥିବା ଅଫିସ ଦ୍ୱାରରେ ପହଞ୍ଚି ଥିଲେ ।

ରାତି ୧୧ ଟା ସମୟରେ ଯେତେବେଳେ ରିତା ସାହୁ ଅଫିସରୁ ବାହାରି ଥିଲେ , ସେତେବେଳେ ଧୋ-କା ଖାଇଥିବା ଯୁବକ ଜଣକ ଏବଂ ଅନ୍ୟ ଜଣେ ସହଯୋଗୀ ପଛପଟୁ ମା-ଡ଼ି ବସିଥିଲେ ଏବଂ ପରେ ରିତାଙ୍କୁ ହ-ତ୍ୟା କରିଥିଲା । ହଠାତ ରିତା ପାଟି କରିବାରୁ ସେମାନେ ଫେ-ରାର ହୋଇ ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ଅଫିସ କର୍ମଚାରୀ ମାନେ ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକେ ଆସିବା ପରେ ଦୁ-ର୍ବୁତ୍ତ ଦୁଇ ଜଣ ସେଠାରୁ ଫେ-ରାର ହୋଇ ଯାଇଥିଲେ । ଏପରି ଘ-ଟଣା ଦେଖି ଲୋକେ ପୋଲି-ସକୁ ଖବର ଦେଇଥିଲେ ଏବଂ ଆମ୍ବୁଲାନ୍ସ ଡାକିଥିଲେ ଏବଂ ରିତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।

କିନ୍ତୁ ଡାକ୍ତର ସେଠାରେ ରିତାଙ୍କୁ ମୃ-ତ ଘୋଷଣା କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥା-ନା ପଣ୍ଡାଲୋଇ ଅଞ୍ଚଳରେ ଥିବା ତାଙ୍କ ପ୍ରେମିକ , ଯାହାକୁ ରିତା ସାହୁ ପ୍ରେମ କରୁଥିଲେ ତାକୁ ବର୍ତ୍ତମାନ ପୋ-ଲିସ ଖୋଜୁଛି । ତେବେ ପ୍ରେମିକ ଧରା ପଡ଼ିବା ପରେ ଘଟ-ଣାର ସତ୍ୟତା କଣ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *