ବଲାଙ୍ଗୀର ରାଜା ରାଣୀ ମଧ୍ୟରେ ପାରିବାରିକ କ-ଳହ , ମୁଁହ ଖୋଲିଲେ ରାଜା

କୁହାଯାଏ ଯେତେ ବଡ ଘର ଲୋକ , ସେତେ ବଡ ବଡ଼ କଥା । ଘର ଭିତରେ କଣ ହେଉଛି , କାହାକୁ ବି ଜଣା ନଥାଏ । ବାହାରକୁ ସିନା ଭଲ ଦେଖା ଯାଇଥାଏ କିନ୍ତୁ ଭିତରେ ଅନେକ ସମସ୍ୟା ଲାଗି ରହିଥାଏ । ଆଉ ଯାହା ଧିରେ ଧିରେ ସମୟ କ୍ରମରେ ଜଣା ପଡ଼ିଥାଏ । ତେବେ ଏପରି କିଛି ଘ-ଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ତାଜୁବ୍ କରିଦେବ। ଜଣେ ରାଜାଙ୍କ ଘରେ ଦେଖା ଦେଇଛି ପାରିବାରିକ କ-ଳହ । ଆଉ କଥା ଯାଇ ଥାନାରେ ମଧ୍ୟ ପହଞ୍ଚି ଯାଇଛି। କିଛି କଥା ପାଇଁ ବର୍ତ୍ତମାନ ରାଜା ନିଜେ ଗଣମାଧ୍ୟମ ଆଗରେ ସେ ମୁଁହ ଖୋଲିଛନ୍ତି ।

ସୂଚନା ଅନୁଯାୟୀ , ବଲାଙ୍ଗୀର ରାଣୀ ଆରଗେଜା ଏବଂ ରାଜା ଆରକେଶ ସିଂ ଦେଓଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଦେଇଛି । ତେବେ ଏହି ପାରିବାରିକ କ-ଳହ ଆଜି କିମ୍ବା କାଲିର ନୁହେଁ । ବର୍ଷ ବର୍ଷ ଧରି ଏହି ବି-ବାଦ ଚାଲି ଆସିଥିଲା କିନ୍ତୁ କେହି ବି ଏ ବିଷୟରେ ଜାଣି ନଥିଲେ । ସମସ୍ତେ ଭାବୁଥିଲେ ସବୁକିଛି ଠିକ୍ ଠାକ୍ ଅଛି । କିନ୍ତୁ କ୍ରମେ କ୍ରମେ ସମୟ ଗଡ଼ିବା ସହିତ ଏବେ ସାମ୍ନାକୁ ଆସୁଛି ସତ କଥା । ଏବେ ଜଣା ପଡୁଛି ସବୁ ସତ କଥା । ତେବେ ରାଜା ଆର୍କେଶ ବର୍ତ୍ତମାନ ସୋସିଆଲ ମିଡିଆରେ ସବୁ କଥା ଖୋଲା ଖୋଲି ଭାବରେ କହିଛନ୍ତି।

ତେବେ ବର୍ତ୍ତମାନ ସେ ଏହାକୁ ନେଇ କିଛି ଲୁଚା ଛପା କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ତେବେ ସୂଚନା ଅନୁଯାୟୀ , ୨୦୧୭ ମସିହାରେ ରାଜା ଆରକେଶ ରାଣୀ ଆରଗେଜାଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ବିବାହ ବେଶ୍ ଧୁମଧାମରେ ହୋଇଥିଲା । ବିବାହ ଉତ୍ସବରେ ଅନେକ ଲୋକ ମଧ୍ୟ ଯୋଡ଼ି ହୋଇଥିଲେ । କିନ୍ତୁ କିଏ ଜାଣି ଥିଲା ଏମିତି ହେବ। ବାସ୍ ବିବାହର କିଛି ମାସ ପରେ ଆରମ୍ଭ ହୋଇଥିଲା ପାରିବାରିକ କ-ଳହ । ରାଜା ଆରକେଶଙ୍କୁ ରାଜମହଲକୁ ଯିବାକୁ ବାରଣ କରିଥିଲେ ରାଣୀ ଆଉ ତାଙ୍କ ପରିବାର ଲୋକେ ।

ଏପରିକି ଘରେ ଯେଉଁ ସିସିଟିଭି ଲଗା ଯାଉଥିଲା , ସେଗୁଡିକୁ ଭାଙ୍ଗି ପକାଉ ଥିଲେ । ଆଉ ତାଙ୍କୁ ମାନସିକ ନିର୍ଯା-ତନା ମଧ୍ୟ ଦେଇ ଚାଲିଥିଲେ। ତେବେ ଏହାପରେ ବାଧ୍ୟ ହୋଇ ରାଜା ଆସି ନିଜ ବାପାଙ୍କ ପାଖରେ ରହିଥିଲେ। ତେବେ ବର୍ତ୍ତମାନ ସମୟରେ ମଧ୍ୟ ରାଜାଙ୍କୁ ତାଙ୍କ ସ୍ତ୍ରୀ ଆଉ ଶଶୁର ସେହି ଘରକୁ ଯିବା ପାଇଁ ମନା କରି ଦେଉଛନ୍ତି । ଆଉ ଗଲେ ତାଙ୍କୁ ଧ-କ୍କା ମା-ରି ବାହାର କରି ଦେଉଛନ୍ତି । ତେବେ ରାଜା ଆଗରୁ ସେମାନଙ୍କ ନାମରେ ଥା-ନାରେ ଏତ-ଲା ଦେଇଥିଲେ । କିନ୍ତୁ କିଛି ବି ହେଲା ନାହିଁ । କିଛି ବି ଲାଭ ତାଙ୍କୁ ମିଳିଲା ନାହିଁ । ତେଣୁ ସେ ବର୍ତ୍ତମାନ ସମୟରେ ବାଧ୍ୟ ହୋଇ ଝାଡ଼ଖଣ୍ଡ ଥା-ନାରେ ଅଭି-ଯୋଗ କରିଛନ୍ତି ଆଉ ନ୍ୟା-ୟ ଅପେକ୍ଷାରେ ବସି ରହିଛନ୍ତି। ତେବେ ଦେଖା ଯାଉ ଆଗକୁ ସମସ୍ୟା ସମାଧାନ ହେଉଛି କି ନାହିଁ ।

Leave a Reply

Your email address will not be published. Required fields are marked *