ସ୍ୱାମୀ ଘରେ ନଥିବା ବେଳେ ବିବାହିତା ମହିଳାଙ୍କୁ ଅପ-ହରଣ କରି ନେଇଥିଲେ ଶିକ୍ଷକ । ଆଉ ତାପରେ ତାଙ୍କ ସହିତ କରିଥିଲେ ……….

ଦେହ ସୁଖକୁ ମେଣ୍ଟା-ଇବା ପାଇଁ ଆଜିକା ସମୟରେ ମନୁଷ୍ୟ ଏତେ ତଳକୁ ଖସି ଯାଉଛି ଯେ ତାହା କହିବା କଥା ନୁହଁ । କାରଣ ଏ ମଣିଷ ରୂପୀ ରା-କ୍ଷସ ଏହି କାମ କରିବାକୁ ପର ସ୍ତ୍ରୀ ପର ଝିଅତ ଦୂରର କଥା ନିଜ ଝିଅକୁ ମଧ୍ୟ ଛାଡୁନାହିଁ । ପୁଣି ଯେତେ ଅଧିକ ଶିକ୍ଷିତ ବ୍ୟକ୍ତି ତାର କାର-ନାମା ମଧ୍ୟ ସେତେ ଅଧିକ । ଏଇ ଯେମିତି ଜଣେ ଶିକ୍ଷକ କିଛି ଏଭଳି କା-ଣ୍ଡ ଘଟାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ଘଟ-ଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

କହି ରଖିବୁ ଯେ ଜଣେ ଶିକ୍ଷକ ଜଣେ ବିବାହିତା ମହିଳାଙ୍କୁ ଅପ-ହରଣ କରିନେଇ ତାଙ୍କୁ ଦୁ-ଷ୍କର୍ମ କରିଥିଲେ । ଯେଉଁ ଘ-ଟଣା ବର୍ତ୍ତମାନ ସମୟରେ ଲୋକ ଲୋଚନକୁ ଆସିଛି । ସୂଚନା ଅନୁଯାୟୀ ଉକ୍ତ ବିବାହିତା ମହିଳାଙ୍କ ସ୍ୱାମୀ ଭୁବନେଶ୍ୱର ରାଲିକୁ ଯାଇଥିଲେ । ତେବେ ଗତକାଲି ରାତି ୮ ସମୟରେ ସ୍କୁଲ ମାଷ୍ଟର ଘର ଭିତରେ ପଶି ଜୋର ଜବ-ରଦସ୍ତ ବିବାହିତା ମହିଳାଙ୍କୁ ଉଠାଇ ନେଇ ଯାଇଥିଲା । ବିବାହିତା ମହିଳାଙ୍କୁ ଘରୁ ଉଠାଇ ନେଇ କଟକ ନିକଟସ୍ଥ ଏକ ସ୍ଥାନରେ ରଖିଥିଲେ । ତେବେ ଶିକ୍ଷକ ଗୋବର୍ଦ୍ଧନ ଜେନା ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ କିଭଳି ତାଙ୍କୁ ଉଠାଇ ନେଇଥିଲେ ସେ ବିଷୟରେ ମହିଳା ସ୍ପଷ୍ଟ ଭାବରେ ଥା-ନାରେ କହିଛନ୍ତି ।

ମହିଳାଙ୍କ କହିବା କଥା ଯେ ତାଙ୍କ ସ୍ୱାମୀ ନଥିବା ସମୟରେ ଶିକ୍ଷକ ତାଙ୍କୁ ଏକ କାର ଯୋଗେ ଉଠାଇ ନେଇ କଟକର ରାହାମା ନିକଟସ୍ଥ ସାନପାଲି ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ଜୋର ଜବ-ରଦସ୍ତ ତାଙ୍କ ସହିତ ଦୁ-ଷ୍କର୍ମ କରିଥିଲେ ଏବଂ ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମା-ରି ଦେବାକୁ ମଧ୍ୟ ଧ-ମକ ଦେଇଥିଲେ । ତେବେ ସେଠାରୁ ସୁଯୋଗ ପାଇଁ ମହିଳା ଖସି ଆସିଥିଲେ ଏବଂ ସବୁ ଘ-ଟଣା ସମ୍ବ-ନ୍ଧରେ ନିଜ ସ୍ୱାମୀଙ୍କୁ ଜଣାଇ ଥିଲେ । ଏହାର ୫ – ୭ ଦିନ ପରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ଥା-ନାକୁ ଯାଇ ଏହି ମାମ-ଲାରେ ଏ-ତଲା ଦେଇଥିଲେ । ତେବେ ଅଭି-ଯୋଗ ପରେ ପୋ-ଲିସ ଅଭି-ଯୁକ୍ତକୁ ଥା-ନାକୁ ଡକାଇବା ପରେ ସେ ପ୍ରଥମେ ମହିଳାଙ୍କୁ ଚିହ୍ନିନଥିବା କହିଥିଲା ଏବଂ ପଇସା ଦେଇ ମାମ-ଲାକୁ ଦବାଇ ଦେବାକୁ ଚେଷ୍ଟା କରିଥିଲା ।

ଏହାପରେ ବୌଦ୍ଧ ଏସପିଙ୍କୁ ଭେଟି ନ୍ୟା-ୟ ଭିକ୍ଷା କରିବା ପରେ ପୋ-ଲିସ ଅଭି-ଯୋଗକୁ ଭିତ୍ତି କରି ଏକ ମାମ-ଲା ରୁ-ଜ୍ଜୁ କରିଛି ଏବଂ ମହିଳାଙ୍କ ଡାକ୍ତରୀ ମାଇନା କରିଛନ୍ତି । ଏହାସହିତ ମାଜେଷ୍ଟ୍ରେଟଙ୍କ ନିକଟରେ ମହିଳାଙ୍କ ବ-ୟାନ ରେ-କର୍ଡ଼ କରାଯାଇଛି । କିନ୍ତୁ ଅଭି-ଯୁକ୍ତ ଶିକ୍ଷାକକୁ ଏଯାଏଁ ଗି-ରଫ କରାଯାଇ ନାହିଁ କିମ୍ବା ତାର ଡାକ୍ତରୀ ମଇନା ମଧ୍ୟ କରାଯାଇ ନାହିଁ । ବରଂ ଅଭି-ଯୁକ୍ତ ଗୋବର୍ଦ୍ଧନ ମହିଳାଙ୍କୁ କୁଆଡ଼େ ଧ-ମକ ଦେଇଛି ଯେ ଯଦି ମହିଳା ଏସପିଙ୍କ ନିକଟରେ ଅଭି-ଯୋଗ କରେ ତେବେ ସେ ଟଙ୍କା ଦେଇ ବେଲରେ ଆସି କେଶ ଲ-ଢ଼ିବ । ତେଣୁ ମହିଳା ଜଣକ ବର୍ତ୍ତମାନ ଏହି ମାମ-ଲା ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ଅଭି-ଯୁକ୍ତକୁ ଗି-ରଫ କରିଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *