ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି ,ସ୍ୱାମୀ ଅନ୍ୟ ତୃତୀୟ ଜଣଙ୍କୁ ଖୋଜିଥାଏ କାରଣ …

ଅନେକ ସମୟ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ବିବାଦ ଲାଗି ରହିଥିବାର ଦେଖିବାକୁ ମିଳିଛି । କିଛି ଦିନ ଆଗରୁ ବାବୁଶାନ୍ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ମନ ମତାନ୍ତର ଦେଖା ଦେଇଥିବା ବେଳେ ବର୍ତ୍ତମାନ ସମୟରେ ଓଲିଉଡର ସୁପରହିଟ ଗାୟକ ତଥା ସମସ୍ତଙ୍କର ପ୍ରିୟ ଗାୟକ ହ୍ୟୁମାନ ସାଗର ଆଉ ତାଙ୍କ ପତ୍ନୀ ଶ୍ରିୟାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।

ତେବେ ଏହାରି ମଧ୍ୟରେ ବାବୁଶାନ୍ ଆଉ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ସବୁକିଛି ସମାଧାନ ହେଉ ହେଉ ବର୍ତ୍ତମାନ ହ୍ୟୁମାନ ସାଗର ଆଉ ତାଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଘରୋଇ ବି-ବାଦ ଲାଗି ରହିଥିବା ସହିତ ହ୍ୟୁମାନ ମ-ଦ ପିଇ ଆସି ସ୍ତ୍ରୀଙ୍କୁ ମା-ଡ଼ ମା-ରିବାକୁ ଲାଗିଥିଲେ ବୋଲି ସ୍ତ୍ରୀ ଥା-ନାରେ ଅଭି-ଯୋଗ କରିବା ସହିତ ଶ୍ରୀୟାଙ୍କୁ ହ୍ୟୁମାନ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ବୋଲି ଶ୍ରୀୟା କହିଛନ୍ତି।

ତେବେ ବର୍ତ୍ତମାନ ସମୟରେ ଏ ବାବ-ଦରେ ଜଣେ ବରିଷ୍ଠ ଆଇ-ନଜୀବୀ ମୁଁହ ଖୋଲିଛନ୍ତି । ତାଙ୍କ କହିବା ଅନୁଯାୟୀ , ସ୍ଵାମୀ ସ୍ତ୍ରୀ ସମ୍ପ-ର୍କରେ ଝଗ-ଡା ହେବା ପୁରା ସାଧାରଣ କଥା ଅଟେ । କିନ୍ତୁ ଏହି ଝ-ଗଡା ସମାଧାନ ହୋଇ ଗଲେ ଭଲ ନଚେତ୍ ଏହା ଅନେକ ସମସ୍ୟା ସୃଷ୍ଟି କରିବା ସହିତ ପୁରା ପରିବାରକୁ ଭା-ଙ୍ଗି ଦେଇଥାଏ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି , ଆଗରୁ କୁହା ଯାଉଥିଲା କି , ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯେତେ ବି ଝ-ଗଡା ହେଉ ନା କାହିଁକି ବାସ୍ ଗୋଟିଏ ଛୁଆ ହୋଇ ଯିବା ପରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଏ । କାରଣ ସେହି ଛୁଆଟି ସମ୍ପ-ର୍କର ଡୋରକୁ ବାନ୍ଧି କରି ରଖିଥାଏ । ତେଣୁ ସବୁକିଛି ଠିକ୍ ହୋଇଯାଏ । ଅନ୍ୟ ପକ୍ଷରେ ସେ ଆହୁରି ଏକ କଥା ଉପରେ ଆଲୋଚନା କରିଛନ୍ତି କି , ଶ୍ରୀୟା ଅଭି-ଯୋଗ କରିଛନ୍ତି କି , ଝିଅ ହେବାରୁ ତାଙ୍କୁ ସମସ୍ତେ ନିର୍ଯ୍ୟା-ତନା ଦେଉଥିଲେ ।

ଏଭଳି କଥା ଅତ୍ୟନ୍ତ ଲ-ଜ୍ଜାକର ଅଟେ । ପୁଅ ଆଉ ଝିଅ ଦୁହେଁ ସମାନ ବୋଲି କୁହା ଯାଇଥାଏ କିନ୍ତୁ ଗୋଟିଏ ଶିକ୍ଷିତ ପରିବାରରେ ଏପରି ଅଶିକ୍ଷିତ କାମ ଆଦୌ ଠିକ୍ ନୁହେଁ । ଏହା ଏକ ଅନ୍ୟା-ୟ ଅଟେ । ତେବେ ଆଇ-ନଜୀବୀ କହିଛନ୍ତି କି , ସ୍ତ୍ରୀ ଯେତେ ସୁନ୍ଦର ହୁଅନ୍ତୁ ପଛକେ , ସ୍ଵାମୀ ଆଉ ଜଣଙ୍କ ପ୍ରତି ଢଳି ଯାଇଥାଏ ।

କାହିଁକି ନା ଏଠି ସୁନ୍ଦରତାର କଥା କିଛି ନାହିଁ , ଏଠାରେ ମନ ସହିତ ମନ ମିଶିବା କଥା ସାମ୍ନାକୁ ଆସୁଛି । ତେଣୁ ହ୍ୟୁମାନ ସାଗର ବୋଧ ହୁଏ ସେଥିପାଇଁ ଆଉ କାହା ଆଡ଼କୁ ଆକୃଷ୍ଟ ହୋଇ ଯାଇଛନ୍ତି । ତେଣୁ ସେପରି ହିଁ ହୋଇଛି । ତେବେ ପିଲା ବାବ-ଦରେ ସେ କହିଛନ୍ତି କି , ପିଲାର ଭବିଷ୍ୟତ ତାର ବାପା ମାଆ ଉପରେ ନି-ର୍ଭର କରିଥାଏ । ଦାମ୍ପତ୍ୟ ଜୀବନ ବାପା ମାଆଙ୍କର ଯେତେ ଭଲ ହେବ , ପିଲା ସେତେ ଆଗକୁ ଆଗେଇ ଚାଲିବ ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଯଦି ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଆନ୍ତି ତେବେ ପିଲା ନିଜ ମାଆ ପାଖରେ ରହିବ ଆଉ ତାର ସମସ୍ତେ ଦାୟୀତ୍ଵ ମାଆ ହିଁ ତୁଲାଇବେ । ତେବେ ମାଆ ପାଖରେ ପିଲା ରହୁଥିବା ସମୟରେ ଯଦି ବାପା ପିଲାକୁ ଦେଖିବାକୁ ଚାହିଁବେ , ତାହେଲେ ଦେଖି ପାରିବେ ଏଥିରେ କିଛି ଅସୁବିଧା ନାହିଁ ।

ତେବେ ଅନେକ ସମୟ ଧରି ଘର ଭିତରେ ଲୁଚି ରହିଥିବା ବିବାଦ ବର୍ତ୍ତମାନ ସମୟରେ ପଦାକୁ ଆସିବାରେ ଲାଗିଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏହି ଝ-ଗଡା ଆଜିକାର ନୁହେଁ , ଦୀର୍ଘ ପାଞ୍ଚ ବର୍ଷ ଧରି ଏପରି ମ-ଦ ପିଇ ଆସି ହ୍ୟୁମାନ ସାଗର ସ୍ତ୍ରୀଙ୍କ ଉପରେ ଅ-ତ୍ୟାଚା-ର କରିବା ସହିତ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମାଗିବାକୁ ଲାଗିଥାନ୍ତି ବୋଲି ଆଲୋଚନା ହେଉଛି । ତେବେ ଦେଖା ଯାଉ ଏହି ଷ୍ଟାର ବି-ବାଦ କେତେ ଆଗକୁ ଯାଉଛି ଆଉ କେବେ ସମାଧାନ ହେଉଛି ।

Leave a Reply

Your email address will not be published. Required fields are marked *