କାର୍ତ୍ତିକଙ୍କ ଶ-ବ ନେବା ପାଇଁ ଚାଲିଛି ଲ-ଢେଇ, ଶ-ବ ନେବ କିଏ ସ୍ତ୍ରୀ ନା ବାପା।

ବାହାନଗା କରମଣ୍ଡଳ ଦୁର୍ଘ-ଟଣାକୁ ଗୋଟେ ସପ୍ତାହ ବିତି ଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଶ-ବ ଚିହ୍ନଟ ସରୁନି। ଶ-ବ ପାଇଁ ବହୁତ୍ ଦୂରରୁ ଲୋକ ଆସି ଶବ ପାଇଁ ପାରୁନାହାନ୍ତି ତ କେଉଁଠି ଗୋଟେ ଶ-ବ ନେବା ପାଇଁ ଚାଲିଛି ମ-କଦ୍ଦ-ମା। ହଁ ଆଜ୍ଞା ପଶ୍ଚିମବଙ୍ଗର କାର୍ତ୍ତିକ ବେହେରାଙ୍କ ଶ-ବ ନେବା ପାଇଁ ତାଙ୍କ ସ୍ତ୍ରୀ ଏବଂ ବାପାଙ୍କ ଭିତରେ ଚାଲିଛି ଲ-ଢେଇ।

ବାହାନଗା କରମଣ୍ଡଳ ଦୁର୍ଘ-ଟଣାରେ କାର୍ତ୍ତିକ ବେହେରାଙ୍କ ମୃତୁ ପରେ ତାଙ୍କ ବାପା ପଞ୍ଚାନନ ବେହେରା ପୁଅର ଶ-ବ ଖୋଜିବା ପାଇଁ ପଶ୍ଚିମବଙ୍ଗରୁ ଆସି ଶ-ବଗା-ରରେ ପହଞ୍ଚିଥିଲେ। କାର୍ତ୍ତିକଙ୍କ ସ୍ତ୍ରୀ ୨ ବର୍ଷର ଛୋଟ ଝିଅଟିକୁ କୋଳରେ କାଖେଇ କା-ନ୍ଦି କାନ୍ଦି ସ୍ବାମୀଙ୍କ ଆଙ୍ଗୁଠି ଦେଖି କାର୍ତ୍ତିକଙ୍କ ଶ-ବ ଚିହ୍ନଟ କରିଥିଲେ। କିନ୍ତୁ ଶ-ବ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା କାରଣ କାର୍ତ୍ତିକଙ୍କ ବାପା ଏବଂ ସ୍ତ୍ରୀ ଦୁହେଁ ଅଲଗା ଅଲଗା ଜାଗାରେ ରୁହନ୍ତି। ସେଥିପାଇଁ ସ୍ତ୍ରୀ ଚାହୁଁଛନ୍ତି ସେ ତାଙ୍କ ସ୍ବାମୀଙ୍କ ଶ-ବ ନେବେ ଏପଟେ ବାପା ଚାହୁଁଛନ୍ତି ସେ ତାଙ୍କ ପୁଅ ଶ-ବ ନେବେ।

ବିବାହର କିଛି ବର୍ଷ ପରେ ଛୋଟ ଛୋଟ କଥାକୁ ନେଇ କାର୍ତ୍ତିକ ଏବଂ ପତ୍ନୀ ରମା ମଣୀ ଙ୍କ ଭିତରେ ଝ-ଗଡା ହେବାରୁ ସେ ସ୍ବାମୀଙ୍କୁ ଛାଡ଼ି ନିଜର ୨ ବର୍ଷର ପିଲାକୁ ଧରି ବାଲେଶ୍ଵର ଚାଲିଆସିଥିଲେ। ସେ ନିଜ ବାପା ମାଆଙ୍କ ସହ ରୁହନ୍ତି। କାର୍ତ୍ତିକଙ୍କୁ ଯେବେ ସମୟ ମିଳେ ସେ ବାଲେଶ୍ଵର ଆସି ନିଜ ଝିଅ ଏବଂ ସ୍ତ୍ରୀଙ୍କୁ ଦେଖା କରି ଯାଆନ୍ତି। କିନ୍ତୁ ଏବେ କାର୍ତ୍ତିକଙ୍କ ଶ-ବ କିଏ ନେବା ସେ ବିଷୟରେ ପ୍ରଶାସନ କିଛି ଜାଣି ପାରୁନି। ସେଥିପାଇଁ ଗତ କଲି ବାପା ପଞ୍ଚାନନ ଏବଂ କାର୍ତ୍ତିକଙ୍କ ଝିଅର ଡିଏନ୍ଏ ଟେଷ୍ଟ ପରେ ଶ-ବ କାହାକୁ ମିଳିବ ସେ ବିଷୟରେ ପ୍ରଶାସନ ଜଣେଇବେ।

Leave a Reply

Your email address will not be published. Required fields are marked *