ଆଖି ପିଛୁଳାକେ ଘଟି-ଗଲା ଅଘଟଣ , ବାହାଘର ଚାଲି ଥିବା ସମୟରେ ବେଦୀ ଉପରେ ଟଳି ପଡିଲେ କନ୍ୟା

କୁହାଯାଏ ଏ ମଣିଷ ଜୀବନ ମାତ୍ର ଦୁଇ ଦିନର । ତେଣୁ ନିଜ ଜୀବନକୁ ନେଇ ଗର୍ବ କରିବା କଥା ନୁହେଁ । କିଏ ଜାଣିଥାଏ କାଲି ତାର କଣ ହେବ , କାଲିକୁ ସେ ଏ ଦୁନିଆଁରେ ଥିବ କି ନଥିବ । ତେଣୁ କୁହାଯାଏ ସବୁବେଳେ ସମସ୍ତଙ୍କ ମିଳି ମିଶି ରହିବା ଉଚିତ୍ ଆଉ ନିଜ ଜୀବନକୁ ଉପଭୋଗ କରିବା । ଆଉ କେବଳ ଏତିକି ନୁହେଁ , ସମସ୍ତଙ୍କୁ ଖୁସି ଦେଇ ଖୁସି ବାଣ୍ଟିବା ଉଚିତ୍ ।

କାହିଁକି ନା ମୃ-ତ୍ୟୁ କେତେବେଳେ ଯେ ଆସିଯିବ ଆଦୌ ଖବର ଦେବ ନାହିଁ କି କହିବ ନାହିଁ । ତେବେ ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ । ଆପଣ ବି ଭାବିବେ କି , ସତରେ କଣ ମୃ-ତ୍ୟୁ ଏପରି ବି ଆସିପାରେ ଆଉ ଜୀବନ ନେଇ ଯାଇପାରେ ।

ତେବେ ଆଜ୍ଞା ହଁ ଆମେ ଆପଣଙ୍କୁ କୌଣସି ଚଳଚିତ୍ରର କାହାଣୀ ନୁହେଁ , ଗୋଟିଏ ପରିବାର ସହିତ ଘ-ଟିଥିବା ସତ ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଏପରି ଘଟ-ଣା , ଯାହା ଶୁଣିବା ପରେ ଆପଣଙ୍କ ଲୋମ ଟା-ଙ୍କୁରୀ ଉଠିବ ଆଉ ଆପଣ କହିବେ ସତରେ କଣ ଏପରି ହୋଇଗଲା । ତେବେ ହଁ ଏପରି ଘ-ଟଣା ଯାହା ବିଷୟରେ ଆପଣ ଆଗରୁ ପ୍ରାୟତଃ କେବେ ଶୁଣି ନଥିବେ । ଏହା ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି ।

ସମସ୍ତଙ୍କ ପାଖରେ ଏହାକୁ ନେଇ ଆଲୋଚନା । ତେବେ ପ୍ରକୃତ ଘ-ଟଣା ବିଷୟରେ କହିବାକୁ ଗଲେ , ହଠାତ୍ ଚାଲି ଗଲା ଯୁବତୀଙ୍କ ଜୀବନ । ଆଉ ତାହା ପୁଣି କେଉଁଠି ଜାଣିଛନ୍ତି , ତାହା ହେଉଛି ବାହାଘର ବେଦୀ ଉପରେ । ବାହାଘର ଚାଲିଥିବା ସମୟରେ ହଠାତ୍ ଏପରି ଘଟ-ଣା ସମସ୍ତଙ୍କୁ କରି ଦେଇଥିଲା ସ୍ତବ୍ଧ ।

ଆଉ ମାତ୍ର କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କର ପତ୍ନୀ ହେବାକୁ ଯାଉଥିବା ଯୁବତୀଙ୍କର ହଠାତ୍ ଚାଲି ଯାଇଥିଲା ଜୀବନ । ତେବେ ଏପରି ଏକ ଘ-ଟଣା ଘଟିଛି ଗୁଜରାଟର ଭାବନଗର ଅଞ୍ଚଳରେ । ସୂଚନା ଅନୁଯାୟୀ , ଗୁଜୁରାଟ ଭଗବାନସୂର୍ ମହାଦେବ ମନ୍ଦିରରେ ଚିନ୍ନା ଭାଇ ରାକାଙ୍କ ଝିଅ ହେଟଲାଙ୍କର ବାହାଘର ଆଲଗଦିର ନରି ଗ୍ରାମର ନରା ଭାଇଙ୍କ ପୁଅ ବିଶାଲଙ୍କ ସହିତ ଅନୁଷ୍ଠିତ ହେଉଥିଲା ।

ବାହା ଘରେ ସମସ୍ତେ ଖୁସିରେ ରହିଥିବା ବେଳେ ଖାଇ ପିଇ ସାରି ସମସ୍ତେ ବାହାଘର ଦେଖିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ । ଚାରିଆଡ଼େ ଖୁସି ଖେଳି ଯାଇଥିଲା । ଘରର ବଡ ଝିଅର ବାହାଘର ଏତେ ଧୁମ୍ ଧାମରେ ହେଉଥିଲା ଆଉ ପରିବାରର ସମସ୍ତେ ଉପସ୍ଥିତ ରହିଥିଲେ । ତେବେ ଏହା ମଧ୍ୟରେ ସବୁ କିଛି ଓଲଟା ପାଲଟା ହୋଇ ଯାଇଥିଲା ।

ଯେତେବେଳେ କନ୍ୟା ଆଉ ବର ଯାଇ ବାହା ବେଦୀରେ ବସିଥିଲେ । ସେହି ସମୟ ମଧ୍ୟରେ କିଛି ସମୟ ମାତ୍ର ମନ୍ତ୍ର ପଢା ହୋଇଥିଲା ଆଉ ଏହାରି ମଧ୍ୟରେ କନ୍ୟା ସେହି ବେଦୀ ଉପରେ ହଠାତ୍ ଟଳି ପଡ଼ିଥିଲେ । ତେବେ ଏହାପରେ ସମସ୍ତେ କଣ କରିବେ ଜାଣି ପାରି ନଥିଲେ ଆଉ ସାଙ୍ଗେ ସାଙ୍ଗେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷିତ କରିଥିଲେ ।

ହୃ-ଦଘା-ତରେ ତାଙ୍କ ଜୀବନ ଚାଲି ଯାଇଥିଲା ବୋଲି ଡାକ୍ତର କହିଥିଲେ । ତେବେ ଏହାପରେ ପରିବାରର ଶୋକା-କୁଳ ପରିବେଶ ମଧ୍ୟରେ ମଧ୍ୟ ବିବାହ କାର୍ଯ୍ୟ ଅନୁଷ୍ଠିତ କରିବା କଥା କହିଥିଲେ । ଆଉ କନ୍ୟାଙ୍କ ସାନ ଭଉଣୀ ସହିତ ବରର ବିବାହ କରାଇ ଦେଇଥିଲେ । ତେବେ କନ୍ୟାର ସାନ ଭଉଣୀ କା-ନ୍ଦି କା-ନ୍ଦି ବେଦୀ ଉପରେ ବସି ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *