ଲୁ-ଚି ଲୁ-ଚି ରଶ୍ମିଙ୍କୁ ଦେଖା କରୁଥିଲେ ଜିଜ୍ଞାସା , ସହି ପାରିଲେ ନାହିଁ ଆଜେକ୍ସ , ହାରିଲେ ଜୀବନ

ଯୁଆଡେ ଦେଖିବେ ସିଆଡେ କେବଳ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆଉ ତାହା ହେଉଛି ଡିଜେ ବୟ ତଥା ୟଙ୍ଗ ସେନସେସନ୍ ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ମାମ-ଲା । ହଠାତ୍ ଜୀବନ ହାରି ଦେଲେ ଯେ , ଏହି କଥାକୁ କେହି ବିଶ୍ୱାସ କରିପାରିଲେ ନାହିଁ । ସବୁକିଛି ଠିକ୍ ଥିଲା କିନ୍ତୁ ହଠାତ୍ ତାଙ୍କର କଣ ହୋଇଗଲା , ସେ କଥା କେହି ଜାଣି ପାରିଲେ ନାହିଁ । ଆଉ ଯେଉଁଥି ପାଇଁ ତାଙ୍କୁ ଏତେ ବଡ ପଦକ୍ଷେପ ନେବାକୁ ପଡ଼ିଲା । ବାସ୍ ଏହାକୁ ନେଇ ସମସ୍ତଙ୍କ ମନରେ ଏତେ ବଡ ପ୍ରଶ୍ନ । କଣ ଏମିତି ଘଟିଗଲା ଯେ , ଯାହା ପାଇଁ ଶେଷରେ ଜୀବନ ହାରିବାକୁ ବାଧ୍ୟ ହେଲେ ଆଜେକ୍ସ ।

ତେବେ ଏହାରି ମଧ୍ୟରେ ଏହି କଥାକୁ ନେଇ ସବୁ ସତ କଥା ଧୀରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । କାହିଁକି ଏପରି ପଦକ୍ଷେପ ଉଠାଇ ନେଲେ ଆଜେକ୍ସ , ଯାହା ପାଇଁ ବର୍ତ୍ତମାନ ସମୟରେ ତାଙ୍କ ପୁରା ପରିବାର ଭା-ଙ୍ଗି ପଡ଼ିଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଆଉ କିଛି ମନରୁ ବାହାରି ଯାଇଥିବା ଲେଖା ଭାଇରାଲ ହେବାରେ ଲାଗିଛି । ଆଜେକ୍ସ ସବୁ କିଛି ଖୋଲାଖୋଲି ଭାବରେ କହି ଦେଇଛନ୍ତି । କାହିଁକି ନା ସେ ଜାଣିଥିଲେ ସେ ଆଉ ବଞ୍ଚିବେ ନାହିଁ , ତେଣୁ ଦୁନିଆଁ ଆଗରେ ଜିଜ୍ଞାସାର ଅସଲ ଚେହେରା ସେ ସମସ୍ତଙ୍କୁ ଜଣାଇ ଦେବେ । ତେଣୁ କରି ଏତେ ବଡ ପଦକ୍ଷେପ ନେଇ ଗଲେ ଆଜେକ୍ସ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫୋଟରେ ସେ ଲେଖିଛନ୍ତି ଯେ , ସେଦିନ ରାତିରେ ସେ ଜିଜ୍ଞାସାଙ୍କୁ ଦେଖା କରିବା ପାଇଁ ଯାଇଥିଲେ । କିନ୍ତୁ ସେ ଦେଖା କରିବା ଆଗରୁ ସେଠାରେ ପହଂଚି ଯାଇଥିଲେ ଡାକ୍ତର ରଶ୍ମି । ସେ ସେଠାରେ । ଆଉ ସେ ପହଞ୍ଚିବା ପୂର୍ବରୁ ଜିଜ୍ଞାସା ମଧ୍ୟ ତାଙ୍କୁ ଫୋନ୍ କରି ପଚାରି ଥିଲେ ସେ କେଉଁଠି ଅଛନ୍ତି । ଯାହା ଫଳରେ ସେ ଆରାମରେ ରଶ୍ମି ସହିତ ଉପଭୋଗ କରିପାରିବେ । ଆଉ ଯାହା ପରେ ଆଜେକ୍ସ ସେଠାରେ ଥାଇ ମଧ୍ୟ କହିଥିଲେ କି , ସେ ଅନ୍ୟ ଜାଗାରେ ଅଛନ୍ତି । ତେବେ କିଛି ମୁହୂର୍ତ୍ତ ଜିଜ୍ଞାସାଙ୍କୁ ରଶ୍ମିଙ୍କ ସହିତ ବିତାଇଥିବାର ଦେଖିଥିଲେ ଆଜେକ୍ସ । ଯାହା ପରେ ତାଙ୍କ ମୁଣ୍ଡ ପୁରାପୁରି ଗରମ ହୋଇ ଯାଇଥିଲା ।

ଆଉ ଏହାପରେ ଧିରେ ଧିରେ ପକେଟରୁ ମୋବାଇଲ ବାହାର କରି ସେ ଦୁହିଁଙ୍କ ଭିଡିଓ ବନାଇବା ଆରମ୍ଭ କରିଥିଲେ । ତେବେ ଏହାପରେ ଜିଜ୍ଞାସାଙ୍କ ଉପରୁ ତାଙ୍କର ରହିଥିବା ସବୁ ବିଶ୍ୱାସ ଭାଙ୍ଗି ଯାଇଥିଲା । ଆଉ ସେ ନିଷ୍ପତ୍ତି ନେଇ ଯାଇଥିଲେ କି , ସେ ଆଉ ବଞ୍ଚିବେ ନାହିଁ । ତାଙ୍କ ସହିତ ଜିଜ୍ଞାସା ମଧ୍ୟ ଆଗରୁ ଅନେକ ଧୋ-କା ଦେବା ଭଳି କାମ କରିଥିଲେ ବୋଲି ସେ କହିଥିଲେ। ସେ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି କି , ଜିଜ୍ଞାସା ତାଙ୍କ ସହିତ କୁଆଡେ ବୁଲିବାକୁ ଗଲେ ଷ୍ଟାଟସ ଦିଅନ୍ତି ନାହିଁ କିନ୍ତୁ ରଶ୍ମି ସହିତ ଗଲେ , ସବୁକିଛି ସେୟାର କରନ୍ତି । ତେବେ ଏହି ସବୁ କଥା ତାଙ୍କୁ ସବୁଠାରୁ ଅଧିକ କଷ୍ଟ ଦେଇଥିଲା , ଯାହା ପରେ ପୁରା ଡିପ୍ରେସନ୍ ରେ ପୀ-ଡିତ ହୋଇ ଯାଇଥିଲେ । ଆଉ ତାଙ୍କୁ ଶୋ ବି କରିବାକୁ ଭଲ ଲାଗୁ ନଥିଲା । ତେଣୁ ସେ ଏପରି ପଦକ୍ଷେପ ଗ୍ରହଣ କଲେ ।

Leave a Reply

Your email address will not be published. Required fields are marked *