ଧରମ ବାପା ସାଜିଲା ସଇ-ତାନ , ଝିଅକୁ କରି ଚାଲିଥିଲା ଦୁ-ଷ୍କର୍ମ

ଜଣେ ବାପା ନିଜ ଝିଅ ପାଇଁ ସବୁକିଛି କରିବାକୁ ରାଜି ଥାଏ । ଝିଅ ପାଇଁ ନିଜର ସର୍ବସ୍ବ ହରାଇ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ କେବେ ନିଜ ଝିଅ ଆଖିରେ କଷ୍ଟ ଦେଖି ପାରେ ନାହିଁ । କିନ୍ତୁ ଏପରି ଜଣେ ବ୍ୟକ୍ତି ଯଦି ଝିଅକୁ ଝିଅର ମର୍ଯ୍ୟା-ଦା ନ ଦେଇ ତା ପାଇଁ ସଇ-ତାନ ସାଜେ ତେବେ ଏ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଆଉ କଣ କୁହା ଯାଇପାରେ । ଏପରି ଅନେକ ଲ-ଜ୍ୟାଜ-ନକ ଘ-ଟଣା ଦୁନିଆଁରେ ବହୁ ମାତ୍ରାରେ ଦେଖିବାକୁ ମିଳୁଛି । ଯେଉଁଠି ଜଣେ ଧରମ ବାପା ସାଜି ଯାଉଛି ରା-କ୍ଷସ ଆଉ କରୁଛି ଏପରି କିଛି କା-ଣ୍ଡ ।

ତେବେ ବର୍ତ୍ତମାନ ମଧ୍ୟ ଏପରି ଏକ ଘଟ-ଣା ସାମ୍ନାକୁ ଆସିଛି । ଆଉ ଏପରି ଘ-ଟଣା ଘଟି ଯାଇଛି , ବାଲେଶ୍ଵର ଜିଲ୍ଲାରେ । ବାଲେଶ୍ଵର ଜିଲ୍ଲା କମର୍ଡା ଥା-ନା ଉଲୁଡା ଗ୍ରାମର ଜଣେ ବ୍ୟକ୍ତି ଏପରି କା-ଣ୍ଡ ଘଟାଇଛନ୍ତି । ତେବେ ବ୍ୟକ୍ତି ଜଣକ ହେଉଛନ୍ତି ଅନନ୍ତ ପ୍ରଧାନ , ଯାହାଙ୍କୁ ବର୍ତ୍ତମାନ ପୋ-ଲିସ ଗି-ରଫ କରି ନେଇଛି । ତେବେ ସୂଚନା ଅନୁସାରେ , ପୀ-ଡ଼ିତା ଜଣକ ବର୍ତ୍ତମାନ ଥା-ନାରେ ଅଭି-ଯୋଗ କରିଛନ୍ତି ଯେ ତାଙ୍କ ଧରମ ବାପା ତାଙ୍କୁ ଦୀର୍ଘ ୪ ମାସ ହେବ ଦୁ-ଷ୍କର୍ମ କରି ଆସୁଛନ୍ତି ।

ତେବେ ପ୍ରକୃତରେ ଘଟ-ଣା କିଛି ଏପରି । ପୀଡ଼ିତା ଜଣକ ନିଜ ଘର ଠାରୁ ଦୂରେଇ ରହୁଥିଲେ ଆଉ ସେ ଜଣେ ରୋଷେୟା ଭାବରେ କାର୍ଯ୍ୟ କରି ଆସୁଥିଲେ । ଆଉ ସେଠାରେ ତାଙ୍କର ଅନନ୍ତଙ୍କ ସହିତ ଭେଟ ହୋଇଥିଲା । ଅନନ୍ତ ତାଙ୍କ ବାପା ବୟସର ଥିଲେ ତେଣୁ ସେ ତାଙ୍କୁ ପ୍ରଥମ ଦିନରୁ ହିଁ ନିଜ ବାପା ଭାବରେ ଗ୍ରହଣ କରି ନେଇଥିଲେ । ଏପରିକି ତାଙ୍କ ଦୁଃ-ଖ ସୁଖରେ ସବୁବେଳେ ତାଙ୍କ ସାଥିରେ ରହୁଥିଲେ । ବାପା ବୋଲି ଭାବୁଥିବା ମଣିଷ ଦିନେ କିନ୍ତୁ ତାଙ୍କ ସହ ଏତେ ଖରାପ କାମ କରିବେ ବୋଲି ସେ ଆଶା କରୁ ନଥିଲେ।

ତେବେ ଏକଦା ପୀଡ଼ିତା ଜଣକ ଯେଉଁ ରୁମ୍ ମଧ୍ୟରେ ଶୋଇଥିଲେ , ସେହି ରୁମ୍ ମଧ୍ୟକୁ ତାଙ୍କ ଧରମ ବାପା ପଶି ଯାଇଥିଲେ । ଆଉ ତାଙ୍କ ସହିତ ଖରାପ କାମ କରିବା ଆରମ୍ଭ କରିଥିଲେ । ତେବେ ଏହାକୁ ବାରଣ କରିଥିଲେ ଯୁବତୀ ଆଉ ଏହାକୁ ନ ମାନି ଦୀର୍ଘ ଚାରି ମାସ ହେବ ତାଙ୍କ ସହିତ ଦୁ-ଷ୍କର୍ମ କରି ଆସୁଥିଲେ । ତେବେ ବର୍ତ୍ତମାନ ଏହାକୁ ଯୁବତୀ ଜଣକ ଆଉ ସହି ପାରି ନଥିଲେ ଆଉ ଯାଇ ନାମ୍ପୋ ଥା-ନାରେ ଅଭି-ଯୋଗ କରିଥିଲେ । ଆଉ ଅଭି-ଯୁକ୍ତ ଅନନ୍ତକୁ ବର୍ତ୍ତମାନ ପୋ-ଲିସ ଗି-ରଫ କରି କୋର୍ଟ ଚା-ଲାଣ କରି ଦେଇଛି ।

Leave a Reply

Your email address will not be published. Required fields are marked *