ଛୋଟ ବେଳେ ଟିଉସନ ସାର ଖରାପ ଭିଡ଼ିଓ ଆଉ ଖରାପ ଫୋଟ ନେଇ କରୁଥିଲା ବ୍ଲା-କମେ-ଲ , ଆଉ ଏହି ବିଷୟରେ ଏକ ଭିଡ଼ିଓ ବନାଇ ନିଜ ବାପା ମା’ଙ୍କୁ ଏପରି କହିଲେ ଯୁବତୀ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଭିଡ଼ିଓରେ ଜଣେ ନାବା-ଳିକା କା-ନ୍ଦି କା-ନ୍ଦି ନିଜ ସ୍ୱଳ୍ପ ଜୀବନକାଳ ମଧ୍ୟରେ ଅଙ୍ଗେ ଲିଭାଇ ଥିବା କଥା କହିଛନ୍ତି । କିଭଳି ଭାବରେ ସୈ-ତାନ ରୂପୀ ଟିଉସନ ସାର ତା ସହିତ ଖରାପ ବ୍ୟବହାର କରୁଥିଲେ ତାହା ମଧ୍ୟ କହିଛନ୍ତି । ତେବେ ଏଥିରେ ଅଧିକ ଆଶ୍ଚର୍ଯ୍ୟକର କଥା ଏହା ଥିଲା ଯେ , ଝିଅ ସହିତ ହେଉଥିବା ଏପରି ସବୁ ସମସ୍ୟା ବିଷୟରେ ତାଙ୍କ ପରିବାର ଲୋକେ ଅର୍ଥାତ ତାଙ୍କ ବାପା ମା’ ମଧ୍ୟ ଜାଣିଥିଲେ ।

ଏତେ ସବୁ ଜାଣିବି ସୁଦ୍ଧା ତାଙ୍କ ବାପା ମା’ ଚୁପ ରହିଥିଲେ । ଆଉ ଯାହାକୁ ନେଇ ଅତିଶୟ ହୋଇ ଯାଇଥିଲା ଝିଅ । ତେବେ ବାସ୍ତବ ଘ-ଟଣା ଏହା ଯେ ପ୍ରେମିକ ଖଗେଶ୍ୱରଙ୍କ ସହ ପ୍ରେମିକା ପାୟଲ ପଣ୍ଡା ଫେ-ରାର ହୋଇଯିବା ଝିଅ ଘର ଲୋକେ ଆସି ଭଙ୍ଗା ରୁଜ୍ଜା କରିବା ସହ ମର-ଣାତ୍ମକ ଆକ୍ର-ମଣ ମଧ୍ୟ କରିଥିଲେ । ଏହି ଘ-ଟଣା ଘ-ଟିବା ପରେ ହିଁ ପାୟଲ ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ବାପା ମା’ ଙ୍କୁ ସବୁ କଥା ଖୋଲି କହିଛନ୍ତି । ତେବେ ଏହି ଘ-ଟଣା ପରେ ପାୟଲ ଏକ ଭିଡ଼ିଓ କରି ନିଜ ଘର ଲୋକଙ୍କୁ ଦୋ-ଷ ଦେବା ସହ ସେ ନିଜ ଇଚ୍ଛାରେ ପ୍ରେମିକ ସହ ଆସିଥିବା କଥା ସ୍ଵୀକାର କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥା-ନା ପାଣିସାହି ଗ୍ରାମର ଏହି ଘଟ-ଣା ଏବେ ନୂଆ ମୋଡ଼ ନେଇଛି । ବାପା ମା’ଙ୍କ ଠାରୁ ଅବହେଳାର ସ୍ୱୀକାର ହେବା ପରେ ତାଙ୍କର ସାଥ ଦେଇଥିବା ପୁଅକୁ ପ୍ରେମ କରି ସେ ଚାଲି ଆସିଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ସେଥିରେ ପୁଅର କିମ୍ବା ପୁଅର ପରିବାର ଲୋକଙ୍କର ହାତ ନାହିଁ । ଏହା କହି ନିଜ ଜୀବନର ସେହି ଅନ୍ଧକାର ଦିନ ବିଷୟରେ ବର୍ଣ୍ଣନା କରି କାନ୍ଦି ପକାଇଛନ୍ତି । ମାମୁଁ ଘରେ ଥିବା ସମୟରେ କିପରି ଟିଉସନ ସାର ତା ପ୍ରତି ଖରାପ ବ୍ୟବହାର ଏବଂ ଜୋ-ର ଜବ-ରଦସ୍ତ କରିଥିଲା ତାହା ମଧ୍ୟ କହିଛନ୍ତି ।

ଝିଅର ଖରାପ ଭିଡ଼ିଓ ଏବଂ ଫୋଟ ରଖି ଭାଇରଲ କରିଥିଲା ଏବଂ ଏଣୁତେଣୁ ଧ-ମକ ମଧ୍ୟ ଦେଇଥିଲା । ଘରେ ମା’ ସବୁ କିଛି ଜାଣିବି ସୁଦ୍ଧା ଚୁପ ଥିଲେ । ଟିଉସନ ସ୍କୁଲରେ ଅନ୍ୟ ପିଲା ପାୟଲଙ୍କୁ ଏଣୁତେଣୁ କମେ-ଣ୍ଟ କରୁଥିଲେ । ଆଉ ସେହି ସମୟରେ ଜଣେ ସଚ୍ଚାମଣିଷ ତାଙ୍କ ସାଥ ଦେଇଥିଲା ଏବଂ ପାୟଲ ତାଙ୍କୁ ପ୍ରେମ କରି ପଳାଇ ଯାଇଛନ୍ତି । ଏଥିପାଇଁ ସେ ନିଜ ଇଚ୍ଛାରେ ଯାଇଥିବା କଥା ନିଜ ପରିବାର ଲୋକଙ୍କୁ ସ୍ପଷ୍ଟ କରାଇଛନ୍ତି । ତେବେ ଝିଅର ଭିଡ଼ିଓ ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ବିରୋ-ଧରେ ପୋ-ଲିସ ଏବେ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *