ପିଣ୍ଟୁଙ୍କୁ ଦରକାର ଲିଭର,ଝିଅ ଲିଭର ଦେଇ ବଞ୍ଚାଇଲେ ବାପା ଜୀବନ ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ଦିନ ଧରି ଅଭିନୟ କରୁଥିବା ପିଣ୍ଟୁନନ୍ଦଙ୍କୁ ଦରକାର ଲିଭର । ପିଣ୍ଟୁନନ୍ଦ ସୁସ୍ଥ ହେବାକୁ ହେଲେ ପିଣ୍ଟୁନନ୍ଦଙ୍କୁ ଲିଭରର ଆବଶ୍ୟକତା ରହିଛି । ଆଉ ପିଣ୍ଟୁନନ୍ଦ ବର୍ତ୍ତମାନ ଲିଭର ଜନିତ ସମସ୍ୟାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର କହିଥିଲେ ଅଧିକ ଚିକିତ୍ସା ପାଇଁ ହେଲେ ପିଣ୍ଟୁନନ୍ଦଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ ଚିକିତ୍ସିତ ହେବାକୁ । ଆଉ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପିଣ୍ଟୁନନ୍ଦ ଦିଲ୍ଲୀ ବାହାରି ଯାଇଥିଲେ ।

ଏବେ ପିଣ୍ଟୁନନ୍ଦ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତ ପ୍ରାୟ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ପିଣ୍ଟୁନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ଆଉ ଏଥିପାଇଁ ଲିଭର ଖୋଜା ଚାଲିଛି । ତେବେ ଯଦି କେହି ସହୃଦୟ ବ୍ୟକ୍ତି ପିଣ୍ଟୁନନ୍ଦଙ୍କୁ ଲିଭର ଦିଅନ୍ତି ତେବେ ସେହି ଲିଭର ପିଣ୍ଟୁନନ୍ଦଙ୍କର ଶରୀରରେ ପ୍ର-ତ୍ୟାରୋ-ପଣ କରାଯିବ । ଆଉ ଏହା ପରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିବେ ପିଣ୍ଟୁନନ୍ଦ । ଆଉ ଏହା ପରେ ପୁଣିଥରେ ପିଣ୍ଟୁନନ୍ଦ ଓଡିଶା ଫେରି କରିବେ ଅଭିନୟ । ଆଉ ଏହା ପରେ ପୁଣି ଥରେ ପିଣ୍ଟୁନନ୍ଦ ସମସ୍ତଙ୍କୁ ହସାଇବେ । ସମସ୍ତସଙ୍କୁ ନିଜ ଅଭିନୟ ମାଧ୍ୟମରେ କନ୍ଦା-ଇବେ ।

ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଚାରି ଆଡ଼େ ପ୍ରଚା-ରିତ ହେବା ପରେ । ଲିଭରକୁ ନେଇ ଚାରି ଆଡ଼େ ଭ-ୟ ପ୍ରକାଶ ପାଇଛି । ସମସ୍ତେ ଲିଭରର ନା ଶୁଣିଲେ ଭ-ୟଭୀ-ତ ହୋଇ ପଡୁଛନ୍ତି । ଆଉ ଏତିକି ବେଳେ ସମସ୍ତେ ଭାବୁଛନ୍ତି କଣ ଖାଇଲେ ଲିଭର ସୁସ୍ଥ ରହିବ । କଣ ଖାଇଲେ ଲିଭର ଖରାପ ହେବନି । ଆଉ କଣ ଖାଇଲେ ଲିଭର ଜଲ୍ଦି ଖରାପ ହେବ । ଏ ବିଷୟରେ ବର୍ତ୍ତମାନ ସମସ୍ତେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ସମସ୍ତେ କହୁଛନ୍ତି ଯାହା ହେଉ ପଛେ ଆମେ କିନ୍ତୁ ଆମ ଲିଭରକୁ ସମ୍ପୂର୍ଣ୍ଣ ରୁପେ ସୁସ୍ଥ ରଖିବୁ

ଯାହା ହେବ ପଛେ ହେବ ଆମେ କିନ୍ତୁ ଆମ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ରଖିବୁ । ଆଉ ଏ ପ୍ରଶ୍ନ ମଧ୍ୟ ଉଙ୍କି ମା-ରୁଛି କି ସତରେ ଯଦି ଲିଭର ଖରାପ ହୋଇଯାଏ ତେବେ କଣ ଆଉ ଜଣଙ୍କ ଶରୀରରୁ ଲିଭର ଆସି ପୁଣି ଥରେ ପ୍ର-ତ୍ୟାରୋ-ପନ ହୋଇ ପାରେ । ସତରେ କଣ ଥରେ ଲିଭର ଖରାପ ହୋଇଗଲେ ଆଉ ଥରେ ଲିଭର ମିଳିବା ବହୁତ କଷ୍ଟ । ଏମିତି ଅନେକ ଅସୀମାହିତ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏମିତି ଏକ ଖୁସି ଖବର ଆସିଛି ଯାହା ଶୁଣିଲେ ସମସ୍ତେ ଖୁସି ହୋଇଯିବେ । ଯାହା ଦେଶରେ ପ୍ରଥମ ଥର ପାଇଁ ଘଟିଛି । କି ଲିଭର ଦେଇ ବାପାର ଜୀବନ ବଞ୍ଚାଇଛନ୍ତି ଜଣେ କୁନି ଝିଅ । ହଁ ବନ୍ଧୁଗଣ ଜଣେ 17 ବର୍ଷୀୟା ନାବା-ଳିକା ଲିଭର ଦେଇ ବାପାଙ୍କ ଜୀବନ ବଞ୍ଚାଇଛନ୍ତି । ଏହା ପୂର୍ବରୁ ଅନେକ ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଛି ଅନ୍ୟ ଜଣଙ୍କ ଶରୀରରୁ ଲିଭର ଆସି ତାଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ ହୋଇଛି ।

ଅନେକ ଜଣ ଲିଭର ଦେଇ ଅନେକ ଜଣଙ୍କ ଜୀବନ ମଧ୍ୟ ବଞ୍ଚାଇଛନ୍ତି । ହେଲେ ଏଥର ଘଟଣା ସମ୍ପୂର୍ଣ୍ଣ ଭିନ୍ନ ନହେଲେ ମଧ୍ୟ କିଛି ନୂଆ ଅଛି । କାରଣ ଏଥର ଜଣେ ଝିଅଙ୍କ ଲିଭରରେ ବାପା ପାଇଛନ୍ତି ଆଉ ଏକ ନୂଆ ଜୀବନ । ଏବେ ବାପା ଆଉ ଝିଅ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି । ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନେକ ଟଙ୍କା ମଧ୍ୟ ଆବଶ୍ୟକ ଯେଉଁଥି ପାଇଁ ପିଣ୍ଟୁନନ୍ଦ ଙ୍କ ଚିକିତ୍ସାରେ ବିଳମ୍ବ ହେଉଛି ।

ହେଲେ ଏତିକି ବେଳେ ଏହି ସବୁ ଭାବନା ଭିତରେ ଯେତେବେଳେ 17 ବର୍ଷୀୟ ନାବାଳିକା ଲିଭର ଦେଇ ତାଙ୍କ ବାପାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ସେହି ସମୟରେ ସମସ୍ତଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହେଉଛି କି ପିଣ୍ଟୁନନ୍ଦ ମଧ୍ୟ ନିହାତି ଭାବେ ସୁସ୍ଥ ହୋଇଯିବେ । ପୁଣିଥରେ ପିଣ୍ଟୁନନ୍ଦ ସୁସ୍ଥ ହୋଇ ଓଡିଶା ଫେରି ଆସିବେ । ଆଉ ପୁଣିଥରେ ପିଣ୍ଟୁନନ୍ଦ ସୁସ୍ଥ ହୋଇ ଓଡିଶା ଆସିବା ପରେ । ପିଣ୍ଟୁନନ୍ଦ ଓଡିଶା ବାସୀଙ୍କୁ ନୂଆ ନୂଆ ଚଳଚିତ୍ର ଭେଟି ଦେବେ । ସେଥିପାଇଁ ପିଣ୍ଟୁନନ୍ଦ ଶିଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ସାରା ଓଡିଶା ବାସୀ ପିଣ୍ଟୁନନ୍ଦ ଙ୍କ ପାଇଁ ଭଗବାନଙ୍କ ପାଖରେ ପାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *