ନର ରା-କ୍ଷସ ଦୁ-ଷ୍କର୍ମ କରି ୧୭୨ ଜଣଙ୍କୁ କରିଛି ହ-ତ୍ୟା ।

ନର ରାକ୍ଷ-ସର ଭ-ୟଙ୍କର କାହାଣୀ । ନର ରା-କ୍ଷସ ଦୁ-ଷ୍କର୍ମ କରି କା-ଟି ଦେଉଥିଲା ସମସ୍ତଙ୍କର ଗୁ-ପ୍ତାଙ୍ଗ। ଏମିତି କରି ନର ରା-କ୍ଷସ କରିଛି ୧୭୨ ଜଣଙ୍କୁ ହ-ତ୍ୟା । ସେଥିପାଇଁ ନର ରାକ୍ଷ-ସକୁ ମିଳିଛି ଏକ ହଜାର ୮୫୩ ବର୍ଷ ସଜ୍ଜା । ନର ରା-କ୍ଷସ ଥିଲା ଖୁବ୍ ସାଙ୍ଘାତିକ କାରଣ ନର ରା-କ୍ଷସ କରୁଥିଲା ୬ ରୁ ୧୬ ବର୍ଷର ପିଲାଙ୍କୁ ଟା-ର୍ଗେଟ । ଏ ହେଉଛି ଜଣେ ନର ରାକ୍ଷ-ସର କାହାଣୀ । ଦୟା ମାୟା ନଥିବା ଜଣେ ନର ରାକ୍ଷ-ସର ସାଙ୍ଘା-ତିକ କା-ଣ୍ଡ କାର-ନାମା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଏହି ନର ରା-କ୍ଷସ ଛୋଟ ଛୁଆଙ୍କ ଜୀବନ ସହିତ ଖେଳୁଥିଲା ଖେଳ । ୬ ରୁ ୧୬ ବର୍ଷର ପିଲା ମାନଙ୍କୁ ପ୍ରଥମେ ଅପ-ହରଣ କରି ନେଉଥିଲା ଆଉ ତା ପରେ ସେହି ପିଲା ମାନଙ୍କୁ ଦୁ-ଷ୍କର୍ମ କରି ଅପ-ହରଣ କରି ନେଉଥିଲା । ଏ ନର ରା-କ୍ଷସ ଏତେ ଭ-ୟଙ୍କର ଆଉ ଏତେ ସାଙ୍ଘା-ତିକ ଥିଲା ଯେ ଜଣେ କି ଦୁଇ ଜଣ ନୁହେଁ ଜଣ ଜଣ କରି ୧୭୨ ଜଣ ପିଲାଙ୍କୁ ଜୀବନରୁ ହ-ତ୍ୟା କରିଥିଲା ।

ଆଉ ଇଏ ଏମିତି ଏକ ନର ରା-କ୍ଷସ ଯାହାକୁ ମିଳିଥିଲା ଏକ ହଜାର ଆଠ ସହ ୫୩ ବର୍ଷ ପାଇଁ ସ-ଜ୍ଜା । ଆଉ ସେହି ସମୟରେ ଛୋଟ ଛୁଆ ମାନେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭ-ୟ କରୁଥିଲେ । ଆଉ ସେତେବେଳେ କଲମ୍ବିଆରେ ଚାଲିଥିଲା ସିଭିଲ ୱାର୍କ । ଯୁ-ଦ୍ଧରେ ସାରା ଦେଶ ଥରୁଥିଲା ଆଉ ଏହି ଯୁ-ଦ୍ଧରେ ପୁରା ଦେଶ ଥରି ଉଠୁଥିବା ବେଳେ ସମସ୍ତଙ୍କ ଭିତରେ ଥିଲା ଏକ ଅଜଣା ଭ-ୟ ।

ବାପା ମା ମାନେ ପିଲା ମାନଙ୍କୁ ବାହାରକୁ ଛାଡ଼ିବାକୁ ଭ-ୟ କରୁଥିଲେ । କାରଣ ଏହି କାହାଣୀର ସେହି ନର ରା-କ୍ଷସ ରଚିଥିଲା ଏମିତି ଏକ ସାଙ୍ଘା-ତିକ କା-ଣ୍ଡ । କାରଣ ସେହି ନର ରା-କ୍ଷସ ସେହି ସମୟରେ ସାରା ଅଞ୍ଚଳକୁ ଦୋହଲାଇ ଦେଉଥିଲା । ଦିନ ଦୁଇ ପ୍ରହରରେ ବି ବାପା ମା ମାନେ ପିଲା ମାନଙ୍କୁ ପଦାକୁ ବାହାର କରିବାକୁ ଅନୁମତି ଦେଉନଥିଲେ । କାରଣ ନର ରା-କ୍ଷସ ଯାହାକୁ ଦେଖୁଥିଲା ତାକୁ ଅତି ଦୟ-ନୀୟ ଭାବରେ ହ-ତ୍ୟା କରିଥିଲା ।

ଆଉ ଏହି ନର ରାକ୍ଷ-ସର ଭ-ୟରେ ପିଲା ମାନେ ଘରର କେଉଁ ଏକ କୋଣରେ ଲୁ-ଚି ରହୁଥିଲେ । କଲମ୍ବିଆ ର ଜେନେଭା ରେ ଜନ୍ମ ଗ୍ରହଣ କରିଥିବା ଲୁଇ ସାଫିଆ । ସେ ମଣିଷ ସତ ହେଲେ ତା ଭିତରେ ଭରି ରହିଥିଲା ପିଚା-ଷର ସବୁ ଗୁଣ । ଗୋଟେ ରା-କ୍ଷସ ବି ନିରୀହ ନିଷ୍ପାପ୍ ଶିଶୁ ମାନଙ୍କୁ ହ-ତ୍ୟା କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ ହେଲେ ସେ ରା-କ୍ଷସ କିନ୍ତୁ ଏହା ଚିନ୍ତା କରୁ ନଥିଲା କି ପିଲା ମାନଙ୍କ ଜୀବନ ନେବା ସମୟରେ ଆଦୌ ତାହା ହାତ ଥରି ଉଠୁନଥିଲା।

ଯାହାକୁ ନିଜ ସାମ୍ନାରେ ଦେଖୁଥିଲା ତାକୁ ସେ ଅତି ଚତୁରତାର ସହ ଉଠାଇ ନେଇ ପ୍ରଥମେ କରୁଥିଲା ଦୁ-ସ୍କ୍ରମ୍ ଆଉ ତା ପରେ ଅତି ଚତୁରତାର ସହିତ କରୁଥିଲା ହ-ତ୍ୟା । ସବୁବେଳେ ନି-ଶା ଶକ୍ତ ଅବସ୍ଥାରେ ରହୁଥିବା ଲୁଇଶର ନଥିଲା କାହାକୁ ବି ଭ-ୟ ଆଉ ଶେଷରେ ଲୁଇସ୍ ସମସ୍ତଙ୍କୁ ନିର୍ଭ-ୟରେ ହ-ତ୍ୟା କରି ପ୍ରମାଣ ମଧ୍ୟ ନ-ଷ୍ଟ କରିଦେଇଥିଲା ।

ହେଲେ କଥାରେ ଅଛି ଚୋ-ର ଯେତେ ଚାଲାଖ ହେଲେ ମଧ୍ୟ ପୋ-ଲିସ ଆଖିରେ ଧୁଲିଦେଇ ଖସିଯିବା ଆଦୌ ସମ୍ଭବ ନୁହେଁ । ତେବେ ଅପ-ରାଧ କରୁଥିବା ଅପରା-ଧୀକୁ ଶେଷରେ ପୋ-ଲିସ ଧରିବାରେ ସଫଳ ହୋଇଥିଲା ଆଉ ତାହା ପରେ ପୋ-ଲିସ କୋର୍ଟରେ କେ-ସ କରିଥିବା ବେଳେ ଲୁଇସ୍ କୁ ମିଳିଥିଲା ତାହା ଆୟୁଷ ଠାରୁ ଢେର ଅଧିକ ବର୍ଷ ଜେ-ଲ ଦ-ଣ୍ଡ । ଆଉ ଯେତେବେଳେ ଲୁଇସ୍ ଜେ-ଲ ଯାଇଥିଲା ସେତେବେଳେ ଲୁଇସ୍ କୁ ନେଇ ଧୀରେ ଧିରେ ଅଞ୍ଚଳରୁ ଭ-ୟ କମିଯାଇଥିଲା । ଧୀରେ ଧିରେ ପରିସ୍ଥିତି ସ୍ଵାଭାବିକ ହେବାରେ ଲାଗିଥିଲା । ତେବେ ଏହି ଅପ-ରାଧୀ ଆଉ ଅପ-ରାଧ ସାରା ଅଞ୍ଚଳରେ ଆ-ତଙ୍କ ଖେଳାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *