ପୁଣି ସାମ୍ନାକୁ ଆସିଲା ଭ-ୟଙ୍କର ଦୃଶ୍ୟ , ଛେଳିକୁ ଆଖି ଆଗରେ ଗିଳି ଦେଲା ଅଜଗର

ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଲୋମ ଟାଙ୍କୁରାଇ ଦେବ । ସତରେ କଣ ଆଖି ଆଗରେ ଏପରି ହୋଇ ଯାଇପାରେ , ତାହାକୁ କେହି ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ହଁ ଆଜ୍ଞା ବର୍ତ୍ତମାନ ପରିସ୍ଥିତିରେ ଚାରି ଆଡ଼େ ଭ-ୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଦିନ ଆଗରୁ ଦେଖିବାକୁ ମିଳିଥିଲା କି , ପ୍ରଥମେ କେନ୍ଦ୍ରାପଡ଼ା ଆଉ ତାପରେ ଯାଜପୁର ଜିଲ୍ଲାରେ ଦୁଇ ଜଣ ମହିଳାଙ୍କୁ ଖାଇ ଦେଇଥିଲା କୁମ୍ଭୀର । କିନ୍ତୁ ବର୍ତ୍ତମାନ କୁମ୍ଭୀର ନୁହେଁ ଅଜଗର ଆ-ତଙ୍କ ଖେଳି ଯାଇଛି

ତେବେ ପୂର୍ବ ବର୍ଷ ଗୋଟିଏ ଘ-ଟଣା ସାମ୍ନାକୁ ଆସିଥିଲା ଯେ , ଜଣେ ବୃଦ୍ଧ ବ୍ୟବସାୟ କରିବାକୁ ଯାଇଥିବା ସମୟରେ ଜଙ୍ଗଲ ବାଟରେ ଅଜଗର ତାଙ୍କୁ ଟାଣି ନେଇ ଗି-ଳି ଦେଇଥିଲା । ଆଉ ବହୁ ସ-ନ୍ଧାନ ପରେ ଜାଣିବାକୁ ମିଳିଥିଲା କି , ବୃଦ୍ଧଙ୍କୁ ଅଜଗର ଗିଳିଛି କିନ୍ତୁ ଏହି କଥାକୁ ବନ ବିଭାଗ ମି-ଥ୍ୟା ବୋଲି କହିଥିଲା । ତେବେ ପୁଣିଥରେ ଏପରି ଏକ ସମାନ ଘ-ଟଣା ବିଷୟରେ ଶୁଣିବାକୁ ମିଳିଛି । ଯାହାକୁ ନେଇ ପୁଣିଥରେ ଗାଁରେ ଆ-ତଙ୍କ ଖେଳି ଯାଇଛି । ସତରେ କଣ ଅଜଗର ଏପରି ଗୋଟା କରି ଗି-ଳି ଦେଉଛି ବୋଲି ଭାବି ଦେଇ ସମସ୍ତେ ଭ-ୟଭୀ-ତ ହୋଇ ଯାଉଛନ୍ତି ।

ତେବେ ଏପରି ଏକ ଅଦ୍ଭୂତ ଘ-ଟଣା ଦେଖିବାକୁ ମିଳିଛି , ବାଲେଶ୍ଵର ଜିଲ୍ଲା ଔପଦା ଅଞ୍ଚଳର ଢୋଲପୁର ଗାଆଁରେ । ସୂଚନା ଅନୁଯାୟୀ , ଏହି ଗାଁର ରତ୍ନାକର ସିଂ ତାଙ୍କ ଛେଳି ଚରାଇବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ । ଆଉ ଏକ ଛୋଟ ବୁଦା ପାଖରେ ପାଣି ଥିବା ସ୍ଥାନରେ ଛେଳି ଚରାଉ ଥିଲେ । ତେବେ ଏହା ପରେ ରତ୍ନାକର ଏକ ଅଜଗର ଦେଖିବାକୁ ପାଇଥିଲେ । ଆପଣ ଭାବୁଥିବେ ରତ୍ନାକରଙ୍କୁ ଅଜଗର ଗି-ଳି ଦେଲା । କିନ୍ତୁ ନା ରତ୍ନାକରଙ୍କ ଗୋଟିଏ ଛେଳିକୁ ଅଜଗର ଗି-ଳି ଦେଇଥିଲା । ଯାହା ପରେ ରତ୍ନାକର ପାଟି କରି ଗାଆଁ ଆଡକୁ ଧାଇଁ ଯାଇଥିଲେ ।

କିନ୍ତୁ ଗାଆଁ ଲୋକ ଆସିଲା ବେଳକୁ ଅଜଗର ସେହି ଛେଳିକୁ ପୁରାପୁରି ଗି-ଳି ଦେଇଥିଲା । ଆଉ ପେଟ ଭାରି ହୋଇଯିବା କାରଣରୁ ସେହି ସ୍ଥାନରୁ ଆଉ ଆଗକୁ ଯାଇ ପାରି ନଥିଲା । ତେବେ ଏହାପରେ ଗାଆଁ ଲୋକ ବନ ବିଭାଗକୁ ସେଠାକୁ ଡକାଇ ଥିଲେ । ତେବେ ବନ ବିଭାଗ କର୍ମଚାରୀ ମାନେ ଆସି ଘଟ-ଣାକୁ ଦେଖିଥିଲେ । ବର୍ତ୍ତମାନ ସମୟରେ ଗ୍ରାମବାସୀ କ୍ଷ-ତିପୂ-ରଣ ପାଇଁ ଦାବି କରିଛନ୍ତି । କାହିଁକି ନା ରତ୍ନାକର ତାଙ୍କର ଗୋଟିଏ ଛେଳିକୁ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *