ଇରାନୀଙ୍କ ଅ-ଶ୍ଳୀଳ କାର-ନାମା ରେ ଦୃଢ଼ ପ୍ରମାଣ ସାଜିଲା ତାଙ୍କ ଫୋନ । ଫୋନରେ ରହିଛି ସବୁ କାରନାମାର ସ୍ପଷ୍ଟ ଦୃଶ୍ୟ ।

ବଡ଼ ବଡ଼ିଆଙ୍କୁ ନିଜ ପ୍ରେମ ଜା-ଲରେ ଫସାଉ ଥିବା ଅର୍ଚ୍ଚନାଙ୍କ ମାମ-ଲା ଏବେବି ବିଚା-ରାଧୀନ ରହିଛି । କିନ୍ତୁ ଆଉ ମାତ୍ର କେଇଟା ମାସ ମଧ୍ୟରେ ଆଉ ଏକ ମାମ-ଲା ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚାରେ ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏତେ ବଡ଼ ଘଟ-ଣା ଯାଇଛି କି ନାହିଁ ତଥାପି ଲୋକଙ୍କୁ ତାହାର ଭ-ୟ ନାହିଁ ଯେ , ଏଭଳି ବଡ଼ ବଡ଼ିଆକୁ ଲୋକେ ଠ-କୁଛନ୍ତି

ଆଉ ବଡ଼ ବଡ଼ିଆ ମଧ୍ୟ ଶାରୀ-ରିକ ସୁଖ ପାଇଁ କିଛିବି କରୁଛନ୍ତି । ତେବେ କହିରଖିବୁ ଯେ ନିକଟରେ ଚର୍ଚ୍ଚାରେ ରହିଥିବା ଇରାନୀ ମାମ-ଲାରେ ବର୍ତ୍ତମାନ ତମାଣ୍ଡ ପୋ-ଲିସ ତ-ଦନ୍ତ କରୁଥିବା ଜାଣିବାକୁ ମିଳିଛି । ଆଉ ଯେଉଁଥିରେ ସବୁଠାରୁ ବଡ଼ ପ୍ରମାଣ ରହିଛି ଇରାନୀଙ୍କ ଫୋନ ।

ତମାଣ୍ଡ ଥା-ନା ଅଧିକାରୀଙ୍କ କହିବା ଅନୁଯାୟୀ ଇରାନୀ ଏବଂ ତାଙ୍କ ସ୍ୱାମୀ ଯେଉଁ ଦୁଇ ଜଣଙ୍କ ମୁଖ୍ୟ ଅଭି-ଯୁକ୍ତ ଅଟନ୍ତି , ସେମାନେ ଏଭଳି କାମ ଅନେକ ଦିନ ହେବ କରି ଆସୁଥିଲେ । କହିବାକୁ ଗଲେ ଦୁହେଁ ଯାତ୍ରାରେ କାମ କରୁଥିଲେ । ଆଉ ତାପରେ ଦୁହେଁ ରୋଜଗାର ପାଇଁ ଏଭଳି କାମ ଆରମ୍ଭ କରି ଦେଇଥିଲେ ।

ଫେସବୁକରୁ ପ୍ରଥମେ ବଡ଼ ବଡ଼ିଆଙ୍କୁ ଚିହ୍ନଟ କରି ପ୍ରଥମେ ପ୍ରେମ ଜା-ଲରେ ଫସାଉ ଥିଲେ ଇରାନୀ । ଆଉ ତାପରେ ଆରମ୍ଭ କରୁଥିଲେ ସେ-କ୍ସ ଚାଟ । ତାପରେ ରାଜଧାନୀରେ ଥିବା ଭଡ଼ା ଘରକୁ ଡାକୁଥିଲେ ବଡ଼ ବଡ଼ିଆଙ୍କୁ । କିନ୍ତୁ କାହାକୁ ବି ପୂର୍ବରୁ ଏ ବିଷୟରେ ଆଭାସ ନଥିଲା ଯେ ଇରାନୀ ଏବଂ ତାଙ୍କ ସ୍ୱାମୀ ସେମାନଙ୍କ ସହିତ ଏଭଳି କିଛି କରି ପାରିବେ ବୋଲି । ଖାଲି ବଡ଼ ବଡ଼ିଆ ନୁହେଁ ଛାତ୍ରଙ୍କୁ ମଧ୍ୟ ନିଜର ଶି-କାର ବନାଉ ଥିଲେ ଇରାନୀ ।

ନିକଟରେ ପ୍ରଶାନ୍ତ ନାମକ ଜଣେ ବ୍ୟବସାୟୀ ଏହାର ଶିକାର ହୋଇ ୧୯ ହଜାର ଟଙ୍କା ଦେଇଥିଲେ । ପୁଣି ଛାତ୍ରଙ୍କୁ ମା-ଡ଼ ମା-ରି ତାଙ୍କ ଠାରୁ ୫୦୦୦ ଟଙ୍କା ନେଇ ଯାଇଥିଲେ ଇରାନୀ ଏବଂ ତାଙ୍କ ସ୍ୱାମୀ । ପୁଣି ଜଣେ ସାଧାରଣ ଲୋକ ମଧ୍ୟ ଏଭଳି ପରିସ୍ଥିତିରେ ପଡ଼ିଥିବା ନିଜେ କହିଛନ୍ତି ।

ତେବେ ତମାଣ୍ଡ ପୋ-ଲିସ ଅଧିକାରୀ କହିଛନ୍ତି ଯେ ଏହି ମାମ-ଲାରେ ଠକେ-ଇର ଶି-କାର ହୋଇଥିବା ସବୁ ଲୋକଙ୍କୁ ଯୋଗାଯୋଗ କରାଯାଇଛି ଏବଂ ସେମାନେ ଅଭି-ଯୋଗ କରିବା ପରେ ଏବଂ ଇରାନୀଙ୍କ ଫୋନରେ ଥିବା ସବୁ ପ୍ରମାଣ ଆଧାରରେ ହିଁ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ । ତେବେ ଦେଖିବାକୁ ବାକି ରହିଲା ଯେ କେବେ ଇରାନୀ ଏବଂ ତାଙ୍କ ସ୍ୱାମୀଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *