ମିଠା ମିଠା କଥା କହି ପ୍ରେମ ଜା-ଲରେ ଫସାଇଲା , ଆଉ ପେଟରେ ପିଲା ଦେଇ ଛାଡି ଦେଇ ପଳାଇଲା ପ୍ରେମିକ

ପ୍ରେମ ଜା-ଲରେ ଫସାଇଲା ପ୍ରେମିକ ଆଉ ସବୁକିଛି ଲୁଟି ନେଇ ସବୁ ଦିନ ପାଇଁ ଛାଡି ଦେଇ ପଳାଇ ଗଲା । ଏପଟେ ନାବାଳିକା ପ୍ରେମିକା କିଛି ବୁଝି ପାରିଲା ନାହିଁ । ତା ସହିତ କଣ ହେଉଛି , ସେ ବୁଝିବା ପୂର୍ବରୁ ସବୁକିଛି ସରିଗଲା । ପ୍ରେମିକ ତାକୁ ଗର୍ଭ-ବତୀ କରାଇ ଦେଇ ଚ-ମ୍ପଟ ମା-ରିଲା । ଯେତେ କାକୁତି ମିନତି କଲେ ମଧ୍ୟ କେହି ଶୁଣିଲେ ନାହିଁ । ଶେଷରେ ବାପ ଘରେ ଆସି ପଡ଼ି ରହିଛି ଝିଅ । ଆଉ ନ୍ୟାୟ ମିଳିବା ଆଶାରେ ବାରମ୍ବାର ଥା-ନାକୁ ଧାଇଁଛି ।

ସୂଚନା ଅନୁଯାୟୀ , ଏପରି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି , କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥା-ନା ଅଧୀନରେ । ତେବେ ମିଳିଥିବା ସୂଚନା ଅନୁସାରେ , ବରୁଣ ବେହେରା ନାମକ ଜଣେ ଯୁବକ ଏହି ଅଞ୍ଚଳର ଜଣେ ନାବାଳିକା ଝିଅକୁ ନିଜ ପ୍ରେମ ଜା-ଲରେ ଫସାଇ ଥିଲା । ଝିଅଟି ସେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲା । ଆଉ ପ୍ରତିଦିନ ସ୍କୁଲ ଛୁଟି ହେବା ବେଳକୁ ତା ସହିତ କଥା ହେଉଥିଲା । ଏହାରି ମଧ୍ୟରେ ନାବାଳିକା ଜଣକ ବରୁଣକୁ ଭଲ ପାଇ ବସିଥିଲେ । ଆଉ ବରୁଣ ଏହାର ଫାଇଦା ଉଠାଇ ଥିଲେ ।

ସେ ନାବାଳିକା ସହିତ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । ଯାହାକୁ ଯୁବତୀ ଜଣକ ଜାଣି ପାରୁ ନଥିଲେ । ଆଉ ଏହାରି ମଧ୍ୟରେ ନାବାଳିକା ଜଣକ ହୋଇ ଯାଇଥିଲେ ଗର୍ଭ-ବତୀ । ମାତ୍ର ଏତେ କମ୍ ବୟସରୁ ସେ ସବୁକିଛି ହରାଇ ଦେଇଥିଲେ ଆଉ ବ୍ୟସ୍ତ ହୋଇ ବରୁଣକୁ ଫୋନ କରିଥିଲେ କିନ୍ତୁ ବରୁଣ ତାର ଫୋନ ଉଠାଇ ନଥିଲା । ତେଣୁ ନାବାଳିକା ଯାଇ ତାର ଘରେ ପହଞ୍ଚି ଯାଇଥିଲେ ଆଉ ତାଙ୍କ ଘର ଲୋକ ସବୁ କଥା ଶୁଣିବା ପରେ ନିଜ ଘରେ ରହିବାକୁ ଦେଇଥିଲେ । କିନ୍ତୁ ତାପର ଦିନ ସକାଳେ ବରୁଣ କୁଆଡେ ପଳାଇ ଯାଇଥିଲା ।

ଆଉ ନଅ ମାସ ପର୍ଯ୍ୟନ୍ତ ଦୁଃ-ଖ କଷ୍ଟ ସହି ସେହି ଘରେ ପଡ଼ି ରହିଥିଲେ ନାବାଳିକା । ଆଉ ଯେଉଁ ଦିନ ଝିଅ ଜନ୍ମ ହୋଇଥିଲା , ସେଦିନ ତାଙ୍କ ସହିତ ଅତ୍ୟାଚାର କରିଥିଲେ । ଏପରିକି ତାଙ୍କୁ ଖାଇବାକୁ ଦେଇ ନଥିଲେ । ଯାହା ପରେ ବାଧ୍ୟ ହୋଇ ଆଉ କଷ୍ଟ ସହି ନ ପାରି ନାବାଳିକା ନିଜ ବାପ ଘରେ ପହଞ୍ଚି ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ନାବାଳିକା ଜଣକ ନିଜ ଝିଅକୁ ବାପାର ପରିଚୟ ଦେବା ପାଇଁ ଆଉ ନିଜେ ନ୍ୟା-ୟ ପାଇବା ପାଇଁ ବାରମ୍ବାର ନୟାକୋଟ ଥା-ନାକୁ ଧାଇଁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *