ଭୂତ ଦେଖିବା ନିଶା କଲା ପାଗଳ , ବାପା ମାଆ ଭଉଣୀ ସହ ସମ୍ପର୍କୀୟଙ୍କୁ ହ-ତ୍ୟା କଲେ ଯୁବକ

ଦୁନିଆଁରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ସମସ୍ତଙ୍କର ଭିନ୍ନ ଭିନ୍ନ ଇଚ୍ଛା ରହିଥାଏ। ଆଉ ସମସ୍ତଙ୍କ କାମ କରିବାର ଉପାୟ ମଧ୍ୟ ଅଲଗା । ତେବେ ଏପରି ବି କିଛି ଲୋକ ଅଛନ୍ତି , ଯାହାଙ୍କୁ କିଛି ଅଲଗା ଶଉକ ରହିଥାଏ । ଯେମିତି କି ଏହି ବ୍ୟକ୍ତି ଜଣଙ୍କୁ ଥିଲା ଭୂତ ଦେଖିବାର ନିଶା । ଆଉ ଯାହା ପରେ ସେ ଏମିତି କିଛି କା-ଣ୍ଡ କରିଲେ , ଯାହା ଏକ ଇତିହାସ ହୋଇ ରହିବାକୁ ଯାଉଛି । ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଯାହା ପୁରା ଭାରତକୁ ହଲାଇ ଦେଇଛି ।

ଭୂତ ଦେଖିବା ପାଇଁ ପାଗଳ ହୋଇ ଯାଇଥିଲେ ବ୍ୟକ୍ତି । ଆଉ ଯାହା ପରେ ଘଟାଇ ଥିଲେ ଗୋଟିଏ ପରେ ଗୋଟିଏ ହ-ତ୍ୟାକା-ଣ୍ଡ । କିନ୍ତୁ ତାପରେ ବି ତାଙ୍କୁ ଭୂତ ଦେଖିବାକୁ ମିଳି ନଥିଲା । ଶେଷରେ କ୍ରୋ-ଧିତ ହୋଇ ଶ-ବ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଇ ଥିଲେ । ତେବେ ଏପରି ଏକ ଛାତିଥରା ଘ-ଟଣା ଦେଖିବାକୁ ମିଳିଛି କେରଳର ରାଜଧାନୀ ଥିରୁଅନନ୍ତପୁରମରେ।ଉଚ୍ଚ ନ୍ୟାୟାଳୟ କଲୋନୀର ଏହି ଘ-ଟଣା ସମସ୍ତଙ୍କୁ ଭ-ୟଭୀ-ତ କରି ଦେଇଛି । ସୂଚନା ଅନୁସାରେ , ଏହି କଲୋନୀରେ କ୍ୟାଡେର ଜିନସନ ରାଜାଙ୍କ ପରିବାର ବାସ କରୁଥିଲେ।

ତେବେ କ୍ୟାଡେର ଜିନସନ ରାଜା ଅଷ୍ଟ୍ରେଲିଆ ରେ ରହି ଡାକ୍ତରୀ ପାଠ ପଢୁଥିଲେ । ତାଙ୍କୁ ପାଖାପାଖି ୩୦ ବର୍ଷ । ତେବେ ଏହି ସମୟ ମଧ୍ୟରେ ସେ ମାନସିକ ରୋଗରେ ପୀ-ଡ଼ିତ ହୋଇଥିଲେ । ତାଙ୍କ ମନରେ କିଛି ଅଲଗା ଇଚ୍ଛା ଜାଗ୍ରତ ହୋଇଥିଲା । ମନରେ ତାଙ୍କର ଲାଗି ରହିଥିଲା ଭୂତ ଦେଖିବାର ଇଚ୍ଛା । ଆଉ ଏହାରି ମଧ୍ୟରେ ସେ ନିଜ ଘରକୁ ଯାଇଥିଲେ ।ତେବେ ଏକଦା ସେ ଏକ ଛୁରୀ ଧରି ନିଜ ମାଆଙ୍କୁ ଆକ୍ର-ମଣ କରିଥିଲେ ଆଉ ମାଆଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ସମ୍ପ-ର୍କୀୟଙ୍କୁ ମଧ୍ୟ ସେ ହ-ତ୍ୟା କରି ଦେଇଥିଲେ । ଏହା ପରେ ସେ ନିଜ ବାପା ଆଉ ଭଉଣୀଙ୍କୁ ମଧ୍ୟ ହ-ତ୍ୟା କରିଥିଲେ ।

ତେବେ ଏହାପରେ ତିନି ଘଣ୍ଟା ଧରି ସେ ଶ-ବ ଗୁଡ଼ିକ ପାଖରେ ଜଗି ରହିଥିଲେ । କିନ୍ତୁ କିଛି ଭୂତ ଦେଖିବାକୁ ପାଇ ନଥିଲେ । ଏହି ଭଳି ତିନି ରାତି ବିତି ଯାଇଥିଲା କିନ୍ତୁ କିଛି ଭୂତ ବାହାରି ନଥିଲା । ଓଲଟା ଶ-ବ ଗୁଡ଼ିକ ପଚି ଯାଇ ଦୁ-ର୍ଗନ୍ଧ ବାହାରିବାକୁ ଲାଗିଥିଲା । ଯାହା ପରେ ସେ ରା-ଗି ଯାଇ ଶ-ବ ଗୁଡ଼ିକ ଖଣ୍ଡ ଖଣ୍ଡ କରି କା-ଟି ଘରେ ନି-ଆଁ ଲଗାଇ ଦେଇଥିଲେ । ଆଉ ସେଠାରୁ ଫେ-ରାର ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *