ଭୁଲ ପରେ ଭୁଲ କରି ଚାଲିଛି ଧଉଳି ମାଲିକ । ଆଉ ନୁହେଁ , ଏଥର ହେବେ ଗି-ରଫ …….

ଗୋଟିଏ ଭୁଲ ପାଇଁ ଆଜି ଧଉଳି ଗଣନାଟ୍ୟ ବନ୍ଦ ହେବାକୁ ବସିଛି । କେତେ ଛୋଟ ପିଲାକୁ କାମରେ ଲଗାଇବା ସହିତ କେତେ ଛୋଟ ପିଲାଙ୍କ ଠାରୁ କାମ ମଧ୍ୟ ହାସଲ କରୁଛି । ଆଉ ସେହି ପିଲାଙ୍କ ବୟସ ସବୁ ୧୮ ବର୍ଷରୁ କମ ଅଟେ । ଖାଲି ଏହି ଗୋଟିଏ ଭୁଲ ପାଇଁ ହିଁ ଧଉଳି ବନ୍ଦ ହେବାକୁ ବସିଲାଣି । ଟ୍ରକରେ ବାଉଁଶ ଆଉ ଅନ୍ୟ ସବୁ ଜିନିଷ ନେବାକୁ ଠିକ ।

କିନ୍ତୁ ସେଥିରେ ଜିନିଷ ଉପରେ ମଣିଷଙ୍କୁ ନେବା କେତେଦୂର ଠିକ ? ଲାଇଟ ବାକ୍ସ , ଲୁହା ଗେଟ ଏତେ ସବୁ ଜିନିଷ ସହିତ ଆହୁରି ୧୩ ଜଣ ଲୋକ । ଯାହା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ଲୋକେ କହୁଛନ୍ତି ଯେ ଆଉ କେତେ ଟଙ୍କା ହେଲେ ସେମାନଙ୍କ ପାଇଁ ବସ ବ୍ୟବସ୍ଥା କରାଯିବ ?

ସାରା ରାଜ୍ୟରେ ଏଭଳି ଏକ ଘଟଣା ପୁରା ଚହଳ ପକାଇ ଦେଲା । ଛଅ ଛଅ ଜଣଙ୍କର ମୃ-ତ୍ୟୁ ହୋଇଗଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କଲେ । କିନ୍ତୁ ଦୁର୍ଘ-ଟଣା ସ୍ଥାନରେ କିମ୍ବା ମୃତ-କଙ୍କ ପରିବାର ପାଖରେ କିମ୍ବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁ-ତର ରୋଗୀଙ୍କ ପାଖରେ ମାଲିକ କିମ୍ବା ମ୍ୟାନେଜର କୌଣସି ଦେଖା ମିଳିଲା ନାହିଁ ।

ଆଉ ଏହି ଭୁଲ ପାଇଁ ଧଉଣୀ ଗଣନାଟ୍ୟ ବନ୍ଦ ହୋଇଯିବ ବୋଲି କୁହାଯାଉଛି । ଧଉଳି ଗଣନାଟ୍ୟରେ କେତେ ଗାଡ଼ି ଚାଲୁଛି ଏବଂ କେତେ ଟ୍ରକ ଅଛି କେତେ ଟ୍ରକର ଏନଓସି ସହିତ ଫିଟନେସ ଅଛି ।ପ୍ରଶ୍ନ ହେଉଛି ଯେ ଯଦି ଗାଡ଼ିର ଫିଟନେସ ଠିକ ଥିଲା ତେବେ ଗାଡ଼ି କାହିଁକି ବ୍ରେକ ଫେଲ ହେଲା । ଏହି ଗୋଟିଏ ଭୁଲ ପାଇଁ ଧଉଳି ଗଣନାଟ୍ୟ ବନ୍ଦ ହୋଇଯିବ । ଏକଥା ସମସ୍ତେ କହୁଛନ୍ତି ।

ରାତି ରାତି ଯାତ୍ରା କରି ଲକ୍ଷ ଲକ୍ଷ ଟଙ୍କା ନେଇଥାଏ ଧଉଳି ଗଣନାଟ୍ୟ । ତଥାପି ସେମାନଙ୍କ ପାଖରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ କଥା ମଧ୍ୟ ଟିକେ ଭାବିବା ଉଚିତ । ତେଣୁ ଏଭଳି ଏକ ସାଂଘା-ତିକ ସମୟରେ ତାଙ୍କ ପାଖରେ ନପହଞ୍ଚିବା କାରଣରୁ ଧଉଳି ଗଣନାଟ୍ୟ ବନ୍ଦ ହୋଇଯିବ । ଆଉ ଏହାକୁ ନେଇ ସର୍ବ ସାଧରଣରେ ଚର୍ଚ୍ଚା ମଧ୍ୟ ହେଉଛି ଯେ ମାଲିକ କିମ୍ବା ମ୍ୟାନେଜରର ମଣିଷ ପଣିଆ ନାହିଁ ।

Leave a Reply

Your email address will not be published. Required fields are marked *