ଭୁବନେଶ୍ୱର ଛଡ଼ାଇ ନେଲା ସବୁ ଖୁସି , ଏବେ ଆମେ ଘରକୁ ଚାଲିଯିବୁ , ଏପରି କହିଲେ ଅର୍ଜୁନ

ସୋସିଆଲ ମିଡିଆର ପ୍ରସିଦ୍ଧ ଦମ୍ପତ୍ତି ଖୁସି ଏବଂ ଅର୍ଜୁନ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫୋଲୋଅର ମଧ୍ୟ ସେମାନଙ୍କର ରହିଛନ୍ତି ଆଉ ସେମାନଙ୍କ ପାଇଁ ଖୁସି ଆଉ ଅର୍ଜୁନ ସଦାବେଳେ କାମ କରୁଥିଲେ । ସେମାନଙ୍କୁ ମନୋରଞ୍ଜନ କରାଇବା ପାଇଁ ସଦା ସର୍ବଦା ଚେଷ୍ଟା କରୁଥିଲେ । କିନ୍ତୁ ଜୀବନରେ ଏତେ ବଡ ବି-ପଦ ଆସିବ ବୋଲି କିଏ ବା ଜାଣିଥିଲା ଆଉ ଏହି ବି-ପଦ ଛଡ଼ାଇ ନେଇଥିଲା ସବୁ ଖୁସି । କାହିଁକି ନା ୩୭ ଦିନ ଧରି ଜୀବନ ମରଣ ସହିତ ଆଇସିୟୁ ମଧ୍ୟରେ ପଡ଼ି ରହି ସଂ-ଘର୍ଷ କରୁଥିଲେ ଖୁସି ।

ଆଉ ବାହାରେ ସ୍ଵାମୀ ଅର୍ଜୁନ ଏଗୁଡ଼ିକୁ ସହି ପାରୁ ନଥିଲେ । ତେବେ ଦିନ ବିତିବା ସହିତ ତାଙ୍କ ପାଖରୁ ଟଙ୍କା ମଧ୍ୟ ଶେଷ ହୋଇ ହୋଇ ଯାଉଥିଲା ଆଉ ଯେଉଁଥିପାଇଁ ସେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ ମଧ୍ୟ କରିଥିଲେ । ତେବେ ଯାହା ହେଉ ସେହି ଲୋକ ମାନଙ୍କ ସାହାଯ୍ୟ ଆଉ ଭଗବାନଙ୍କ ଆଶୀର୍ବାଦ ପାଇଁ ବର୍ତ୍ତମାନ ଖୁସି ଘରକୁ ଫେରି ଆସିଛନ୍ତି । କିନ୍ତୁ ବର୍ତ୍ତମାନ ମଧ୍ୟ ସେ ପୁରାପୁରି ଭଲ ହୋଇ ନାହାଁନ୍ତି । କାହିଁକି ନା ସେ ଭଲ ଭାବରେ ଖାଇ ପାରୁ ନାହାଁନ୍ତି କି ଭଲ ଭାବରେ କଥା ମଧ୍ୟ କହି ପାରୁ ନାହାଁନ୍ତି ।

ଆଉ ଏଗୁଡ଼ିକୁ ଦେଖି ସହି ପାରୁ ନାହାଁନ୍ତି ତାଙ୍କ ସ୍ବାମୀ ଅର୍ଜୁନ । କାନ୍ଦି କାନ୍ଦି ସେ ନିଜ ମନର କୋହ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ଖୁସି ମଧ୍ୟ କା-ନ୍ଦି କା-ନ୍ଦି କହିବାରେ ଲାଗିଛନ୍ତି ଯେ , ଅର୍ଜୁନ ମୋ ପାଇଁ ଜୀବନ୍ତ ଠାକୁର ସେ ନଥିଲେ ମୁଁ କଣ ବା କରିଥାନ୍ତି । ଆଜି ନିଜ ଭଲ ପାଇବାକୁ ପ୍ରମାଣ ଦେଇଛନ୍ତି ଅର୍ଜୁନ । ତେବେ ଅନ୍ୟ ପକ୍ଷରେ ଅର୍ଜୁନ ମଧ୍ୟ କହିବାରେ ଲାଗିଛନ୍ତି କି , ଆମେ ଆଉ ଏ ଭୁବନେଶ୍ୱରରେ ରହିବୁ ନାହିଁ । ଆମର ସବୁ ଖୁସି ଛଡ଼ାଇ ନେଲା ଭୁବନେଶ୍ୱର । ଏବେ ଆମେ ଗାଁକୁ ଯାଇ ଚାଷ କରି ରହିବୁ ପଛକେ ଏଠାରେ ଆଉ ରହିବୁ ନାହିଁ ।

ତେବେ ଆପଣଙ୍କ ଜାଣିବା ନିମେନ୍ତ କହି ରଖିବୁ ଯେ ବହୁତ ଖୁସିରେ ଚାଲିଥିଲା ଦୁହିଁଙ୍କ ଜୀବନ । ଆଉ ଏହା ମଧ୍ୟରେ ଖୁସି ହୋଇ ଯାଇଥିଲେ ଗର୍ଭବତୀ । ତେବେ ହଠାତ ଜାଣିବାକୁ ମିଳିଥିଲା କି ମି-ସକ୍ୟା-ରେଜ ହୋଇଯାଇଛି । ତେବେ ପେଟ ୱାଶ କରିବା ପରେ ହଠାତ ଖୁସିଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା ଆଉ ତାଙ୍କୁ ଆଇସିୟୁରେ ଆଡ଼ମିଶନ କରିବାକୁ ପଡ଼ିଥିଲା । ଆଉ ଯେଉଁଥିପାଇଁ ବର୍ତ୍ତମାନ ଖୁସିଙ୍କୁ ଏପରି ଦେଖିବାକୁ ମିଳିଛି ଯାହାକୁ ସହି ପାରୁ ନାହାଁନ୍ତି ସ୍ଵାମୀ ।

Leave a Reply

Your email address will not be published. Required fields are marked *