ଅର୍ଚ୍ଚନା ଖୋଲିଲେ ସମସ୍ତ ଗୁମର , କହିଲେ ଶ୍ରଦ୍ଧାଞ୍ଜଳି ହନିମୁନରେ ବିଦେଶ ଯାଇଛି …

ବ୍ଲାକେମେଲ କୁଇନ ତଥା ଏଇ କିଛି ଦିନ ଆଗରୁ ସବୁଠାରୁ ଚର୍ଚ୍ଚା ଆଉ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଅର୍ଚ୍ଚନା ନାଗ ବର୍ତ୍ତମାନ ସମୟରେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ବେଶ୍ କିଛି ଦିନ ହେବ ତାଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ବନ୍ଦ ରହିଥିବା ବେଳେ ପୁଣିଥରେ କିଛି କଥା ପାଇଁ ସେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଦେଇଥିବା ବ-ୟାନ ସମସ୍ତଙ୍କ ହୋସ ଉଡାଇ ଦେଇଛି ଆଉ ସମସ୍ତଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ରହିଛି । ଦିନ ଥିଲା ସମସ୍ତଙ୍କୁ ବ୍ଲା-କମେ-ଲ କରୁଥିବା ଆଉ ସମସ୍ତଙ୍କୁ ନିଜ ହାତ ମୁଠାରେ କରି ରଖିଥିବା କୁଇନ ବର୍ତ୍ତମାନ ନୀରବ ହୋଇ ଯାଇଛନ୍ତି ।

ଆଉ ତାଙ୍କ କଥା କେହି ଶୁଣିବାକୁ ନାହିଁ କି ତାଙ୍କ କଥା ଆଉ କାହାକୁ ଶୁଣିବାକୁ ପସନ୍ଦ ଲାଗୁ ନାହିଁ । ଦିନ ଥିଲା ସମସ୍ତ ବଡ ବଡିଆ ଲୋକ ମାନେ ତାଙ୍କ ପାଖକୁ ଆସୁଥିଲେ । ସମସ୍ତ ବଡ ବଡ଼ ଲୋକଙ୍କ ହାତ ତାଙ୍କ ହାତରେ ମିଶୁ ଥିଲା ଆଉ ସେମାନେ ଦେହ ବେପାର କରି ଚାଲିଥିଲେ । ଆଉ ଏହି କାମ କରି କରି କୋଟିପତି ସାଜି ଯାଇଥିଲା ଅର୍ଚ୍ଚନା । କିନ୍ତୁ ତାର ସେହି ଦିନ ଶେଷ ହୋଇ ଯାଇଥିଲା ଆଉ ଯେତେବେଳେ ପୋ-ଲିସ ହାତରେ ଧରା ପଡ଼ିଥିଲା ଅର୍ଚ୍ଚନା । ତାକୁ ନେଇ ବର୍ତ୍ତମାନ ଜେ-ଲ ମଧ୍ୟରେ ରଖା ଯାଇଛି ।

ତେବେ ଗତକାଲି ଅର୍ଚ୍ଚନାକୁ କୋର୍ଟ ପରିସରକୁ ନିଆ ଯାଉଥିଲା । ଜେ-ଲ ମଧ୍ୟରେ ଏତେ ଦିନ ରହିଥିବା ଅର୍ଚ୍ଚନା ଯେତେବେଳେ ବାହାରି ଥିଲେ କୋର୍ଟ ଯିବା ପାଇଁ ସେତେବେଳେ ଅନେକ ଲୋକଙ୍କ ଭିଡ ହୋଇଥିଲା । ଆଉ ଏହି ସମୟ ମଧ୍ୟରେ କିଛି କଥାକୁ ନେଇ ମୁଁହ ଖୋଲିଥିଲେ ସେ , ଯାହା ସମସ୍ତଙ୍କ ପାଟିକୁ ବନ୍ଦ କରି ଦେଇଥିଲା । ସେ ଏପରି କିଛି କଥା କହିଥିଲେ , ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ।

ତେବେ ତାଙ୍କ କହିବା କଥା ଏହା ଥିଲା କି , ଶ୍ରଦ୍ଧାଞ୍ଜଳି ଯିଏ ଦିନେ ତାଙ୍କ ହିସାବରେ ଚାଲିଥିଲେ ଆଉ ତାଙ୍କ ପାଇଁ ମଧ୍ୟ ଧରା ପଡ଼ିଥିଲେ । ଆଜି କିନ୍ତୁ ସେ ମୁକ୍ତ ଆକାଶର ବିହଙ୍ଗ ହୋଇ ବାହାରେ ବୁଲୁଛନ୍ତି । ପୋ-ଲିସ ଆଉ ତାଙ୍କୁ ପଚରା ଉଚରା କରୁନାହିଁ କି ସେ ଆଉ ସେ କାଠଗଡାରେ ଛିଡା ହେଉ ନାହାନ୍ତି । ସେ ଯାହା ଶୁଣିବାକୁ ପାଇଛନ୍ତି କି , ବର୍ତ୍ତମାନ ସମୟରେ ଶ୍ରଦ୍ଧାଞ୍ଜଳି ହନିମୁନ ପ୍ୟାକେଜରେ ବିଦେଶ ବୁଲିବା ପାଇଁ ଯାଇଛନ୍ତି । ଆଉ ଏହି ପ୍ୟାକେଜରେ ତାଙ୍କୁ ସୌଭାଗ୍ୟ ମିଶ୍ର ନାମକ ଜଣେ ବ୍ୟକ୍ତି ପଠାଇଛନ୍ତି । ତେବେ ଏହି କଥାରେ ସେ କହିଛନ୍ତି କି , ଏ କି ନ୍ୟା-ୟ । ସେ ଜେଲରେ ଦିନ ବିତାଉଥିବା ସମୟରେ ଆଉ କିଛି ଲୋକ ବାହାରେ ଯାଇ ବୁଲୁଛନ୍ତି ।

Leave a Reply

Your email address will not be published. Required fields are marked *