ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଥିଲେ ସାବଧାନ , ଆକ୍ସନ ମୋଡରେ କମିସନରେଟ ପୋ-ଲିସ

ଗାଡ଼ିକୁ ରାସ୍ତା ଉପରେ ପାର୍କିଂ କରୁଛନ୍ତି କି ? ଯଦି ଏପରି କାମ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡ଼ିବ । ଆଉ ଆପଣଙ୍କ ପକେଟ୍ ହୋଇ ଯାଇପାରେ ଶୁନ । ତେବେ ଏହା ଆମେ କହୁ ନାହୁଁ , ଏହା ପୋଲିସ କହୁଛି । କାହିଁକି ନା ବର୍ତ୍ତମାନ ସମୟରେ ଆକ୍ସନ ମୋଡରେ କମିସନରେଟ ପୋ-ଲିସ । ପୁରା ଚଳ ଚଞ୍ଚଳ ହୋଇ ପଡ଼ିଛି ପୁରା ରାଜଧାନୀ ଭୁବନେଶ୍ୱର।

କାହିଁକି ନା ଗତକାଲି ସହିଦ ନଗର ଅଞ୍ଚଳରେ ଦେଖା ଯାଇଥିଲା ଏପରି କିଛି । ପୁରା ପୋଲି-ସର ଗୋଟିଏ ଫର୍ସ ଲାଗି ଯାଇଥିଲେ କାମରେ । ସହିଦ ନଗର ଗୋଟିଏ ଗହଳିପୂର୍ଣ୍ଣ ସ୍ଥାନ ଅଟେ । ଏଠାରେ ଅଧିକାଂଶ ସମୟରେ ଦୁର୍ଘ-ଟଣା ହେବାର ମଧ୍ୟ ଦେଖା ଯାଇଥାଏ । ତେଣୁ ଏପରି ଅଞ୍ଚଳରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରିବା ଏକ ଦଣ୍ଡ-ନୀୟ ଅପ-ରାଧ ଅଟେ । ଏପରି ଅଞ୍ଚଳରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରିବା ଆଦୌ ଉଚିତ୍ ନୁହେଁ ।

ଲୋକେ ମାନେ ଏହି ଅଞ୍ଚଳରେ ଗାଡ଼ି ପାର୍କିଂ କରି ନିଜ ନିଜ କାମରେ ଲାଗି ଯାଇଥାନ୍ତି ଆଉ ଏପଟେ ଗାଡ଼ି ଷ୍ଟାଣ୍ଡରେ ମଧ୍ୟ ଏହି ରଖନ୍ତି ନାହିଁ । ଯାହା ଫଳରେ ବିନା କାରଣରେ ଏଠାରେ ଭିଡ ଲାଗି ରହିଥାଏ । ଆଉ ଦୁର୍ଘ-ଟଣା ହେବାର ଆଶଙ୍କା ବଢ଼ି ଯାଇଥାଏ । ଯେଉଁଥି ପାଇଁ କାଲି ଆକ୍ସନ ମୋଡରେ ଥିଲା ପୋ-ଲିସ । ଆଉ ରାସ୍ତା ଉପରେ ବୁଲି ବୁଲି ଯେଉଁ ଗାଡ଼ି ଗୁଡ଼ିକ ରାସ୍ତା ଉପରେ ପାର୍କିଂ କରା ଯାଇଥିଲା ତାର ଫୋଟ ଉଠାଇ ନେଇଥିଲା।

ଆଉ ସେହି ଗାଡ଼ି ଗୁଡ଼ିକର ମାଲିକ ମାନଙ୍କ ପାଖକୁ ମେସେଜ ଯିବ ଆଉ ସେମାନେ ଆସି ଫାଇନ ଗଣିବେ ବୋଲି ପୋ-ଲିସ କହିଛି । ତେବେ ଏହାକୁ ଦେଖି ଅନେକ ଲୋକ ଭ-ୟଭୀ-ତ ହୋଇ ଯାଇ ନିଜ ଗାଡ଼ିକୁ ନେଇ ସେଠାରୁ ପଳାଇ ଯାଇଥିଲେ । ତେବେ ଏହାପରେ ଅନୁମାନ କରାଯାଉଛି କି , ଲୋକଙ୍କ ମନରେ ଏକ ଛନକା ପଶିଛି ଆଉ ଏପରି କାମ କରିବା ପୂର୍ବରୁ ସେମାନେ ଶହେ ଥର ଚିନ୍ତା କରିବେ । ଆଉ ଗାଡ଼ି ଗୁଡ଼ିକୁ ଗାଡ଼ି ପାର୍କିଂ କରିବା ସ୍ଥାନରେ ହିଁ ପାର୍କିଂ କରିବେ ।

Leave a Reply

Your email address will not be published. Required fields are marked *