ମୋବାଇଲ ବେପାରୀ ପ୍ରେମରେ ପଡିଲେ ଯୁବତୀ , ଏବେ ଗର୍ଭ-ବତୀ କରି ଛାଡି ପଳାଇଲେ

ଦୀର୍ଘ ଆଠ ବର୍ଷର ପ୍ରେମ କାହାଣୀ । ତଥାପି ସେହି ପ୍ରେମରେ ପଡି ଯାଇଥିଲା ଫାଟ । ପ୍ରେମିକ ପ୍ରେମିକାକୁ ଦେଇ ଦେଲା ଧୋକା ଆଉ ତାହା ପୁଣି ଗର୍ଭ-ବତୀ କରାଇ ଦେଇ । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ମୋବାଇଲ ବିକୁ ବିକୁ ହୋଇ ଯାଇଥିଲା ପ୍ରେମ । ଆଉ ସେହି ମୋବାଇଲ ବିକାଳୀ ପ୍ରେମରେ ପଡି ଯାଇଥିଲେ ଯୁବତୀ । ଆଉ ତାପରେ କଥା ଆଗକୁ ବଢ଼ି ଯାଇଥିଲା । ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ଭଲ ପାଉଥିଲେ।

କିନ୍ତୁ ଶେଷରେ ଯୁବତୀଙ୍କୁ ଗର୍ଭ-ବତୀ କରାଇ ଦେଇ ଅଧା ବାଟରେ ଛାଡି ଦେଇଗଲେ ଯୁବକ । ତେବେ ଏପରି ଏକ ଅଭିଯୋଗ ନେଇ ଥା-ନାରେ ପହଞ୍ଚି ଯାଇଛନ୍ତି ଯୁବତୀ । ସୂଚନା ଅନୁଯାୟୀ , ବଲାଙ୍ଗିର ଜିଲ୍ଲା ଚୂଡାପାଲିରେ ଘଟି ଯାଇଛି ଏପରି କିଛି ଅଭା-ବନୀୟ ଘ-ଟଣା । ଏହି ଅଞ୍ଚଳର ଯୁବକ ଏବଂ ଯୁବତୀ ଦୁହେଁ ଦୁହିଁଙ୍କୁ ଆଠ ବର୍ଷ ଧରି ଭଲ ପାଇ ଆସୁଥିଲେ । ଦୁହେଁ ବିବାହ କରିବା ପାଇଁ ମଧ୍ୟ କଥା ଦେଇଥିଲେ । ଆଉ ଘରୁ ଲୁ-ଚି ପଳାଇବେ ବୋଲି ନିଷ୍ପତି ମଧ୍ୟ ନେଇଥିଲେ।

ଘରୁ ସେମାନେ ଲୁ-ଚି ପଳାଇ ଯାଇଥିଲେ । ତେବେ ପରିବାର ଲୋକ ଏହାପରେ ଥା-ନା ରେ ପୁଅ ଝିଅ ହଜି ଯାଇଥିବା ଅଭି-ଯୋଗ ଆଣିଥିଲେ । ଆଉ ତ-ଦନ୍ତ ଚଳାଇ ଥିଲା ପୋ-ଲିସ । ଏହାପରେ ଉଭୟଙ୍କୁ ପାଟନାଗଡ ରୁ ଉଠାଇ ଆଣିଥିଲା । ତେବେ ପଚରାଉଚରା କରିବା ପରେ ଉଭୟେ ବିବାହ କରିବା କଥା କହିଥିଲେ । ଯାହା ପରେ ସେମାନଙ୍କୁ ଛାଡି ଦେଇଥିଲା । ତେବେ ଏହାପରେ ଦୁହେଁ ଯାଇ ଗୋଟିଏ ଘର ମଧ୍ୟରେ ସ୍ଵାମୀ ସ୍ତ୍ରୀ ହୋଇ ବିବାହ କରିବାର ଅଭିନୟ କରିଥିଲେ ।

ଏହା ମଧ୍ୟରେ ଯୁବତୀ ଜଣକ ୨ ମାସର ଗର୍ଭ-ବତୀ ମଧ୍ୟ ହୋଇ ଯାଇଥିଲେ । କିନ୍ତୁ ଯୁବତୀ ଗର୍ଭ-ବତୀ ହେଉ ହେଉ ତାଙ୍କର ପ୍ରେମିକ ତାଙ୍କୁ ଛାଡି ପଳାଇ ଆସିଥିଲେ । ସେଥିପାଇଁ ବର୍ତ୍ତମାନ ନିରାଶ ହୋଇ ଥା-ନାର ଦ୍ଵାରସ୍ଥ ହୋଇଛନ୍ତି ଯୁବତୀ ଆଉ କହିଛନ୍ତି ଯେ , ମୋ ପ୍ରେମିକ ତାଙ୍କ ମାଆଙ୍କ କଥାରେ ପଡ଼ି ଏମିତି କାମ କରୁଛନ୍ତି । ତେଣୁ ଦୟାକରି ତାଙ୍କୁ ମୋ ପାଖକୁ ଫେରାଇ ଆଣନ୍ତୁ ନଚେତ୍ ମୁଁ କଣ କରିବି । ମୋର ଆଉ ସାହା ଭରସା କେହି ନାହାନ୍ତି। ତେବେ ଦେଖାଯାଉ ବର୍ତ୍ତମାନ ଯୁବତୀଙ୍କୁ ନ୍ୟା-ୟ ମିଳୁଛି କି ନାହିଁ ।

Leave a Reply

Your email address will not be published. Required fields are marked *