ICU ବାପା ବର୍ଷାଙ୍କୁ ହାତ ଯୋଡିଲେ ଅନୁଭବ ।

ବର୍ଷା ତୁମ ପାଇଁ ଆମ ପରିବାର ଲୋକେ ବହୁତ କଷ୍ଟ ପାଇଲେଣି । ଏବେ ଟିକେ ଶାନ୍ତିରେ ମୋ ବାପାଙ୍କୁ ନିଶ୍ୱାସ ମା-ରିବାକୁ ଦିଅ । ସବୁ ବାପା ମା ପିଲା ମାନଙ୍କ ଖୁସି ଚାହାଁନ୍ତି ଆଉ ମୋ ବାପା ଚାହାଁନ୍ତି ମୋର ଛା-ଡପ-ତ୍ର । ମୁଁ ହାତ ଯୋଡ଼ି ଅନୁରୋଧ କରୁଛି ମୋ ପାଖରୁ ଏବଂ ମୋ ପରିବାର ପାଖରୁ ତୁମେ ଦୁରେଇ ଯାଅ । ମୁଁ ଆଉ ମୋ ପରିବାର ଲୋକେ ତୁମ ପାଇଁ ନା ଢ଼େର ଅଧିକ କଷ୍ଟ ସହିଲୁଣି । ଏଇ କିଛି ଦିନ ତଳେ ମୁଁ ମୋ ବଡ଼ ବାପାଙ୍କୁ ହରାଇଛି ।

ଜାଣିଛ ସେତେବେଳେ ମତେ କେତେ କ-ଷ୍ଟ ଲାଗିଥିଲା ମୋ ପାଇଁ ସେ ତାଙ୍କ ଶେଷ ସମୟରେ କେତେ କ-ଷ୍ଟ ପାଇଲେ । ମୁଁ ଚାହେଁନି ମୋ ପାଇଁ ଆଉ କିଏ କ-ଷ୍ଟ ପାଉ । ମୋ ବାପା ମଧ୍ୟ ସେହି ସମାନ କ-ଷ୍ଟ ପାଆନ୍ତୁ ତାହା ମୁଁ କେବେ ବି ମଧ୍ୟ ଚାହେଁ ନାହିଁ । ହଁ ବନ୍ଧୁଗଣ ଏ କଥା ଆମେ କହୁନୁ ଏହା ନିଜେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କହିଛନ୍ତି । ଟ୍ୱିଟ କରି ବର୍ଷାଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି । ଆଉ ବର୍ଷାଙ୍କୁ ତାଙ୍କ ପାଖରୁ ଦୂରେଇ ଯିବାକୁ ଅନୁରୋଧ କରିଛନ୍ତି ।

ଏବେ ଅନୁଭବ ମହାନ୍ତିଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବେଶ ସଂ-କଟା ପନ୍ନ ରହିଛି । ଆଉ ଅନୁଭଵ ମହାନ୍ତିଙ୍କ ବାପା ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ICU ରେ ଭର୍ତ୍ତି ହୋଇଥିବା ଅନୁଭବ ଟ୍ୱିଟ କରି ଲେଖିଛନ୍ତି । ଯେପରି ଆପଣ ମାନେ ସମସ୍ତେ ଜାଣିଥିଲେ ଅନୁଭବ ମହାନ୍ତି ତାଙ୍କ ବାପା ଅଭୟ ମହାନ୍ତିଙ୍କୁ ଖୁବ ଅଧିକ ଭଲ ପାଆନ୍ତି । ସବୁବେଳେ ସବୁ ସମୟରେ ସେ ତାଙ୍କ ବାପାଙ୍କ କଥା କହୁଥାନ୍ତି ।

ଆଉ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ କି ଅନୁଭବ ମହାନ୍ତି ତାଙ୍କ ବାପାଙ୍କର କିପରି ସେବା କରୁଥାନ୍ତି । କେତେବେଳେ ବାପାଙ୍କ ପାଖରେ ବସି ବାପାଙ୍କୁ ପୁଅ ଭଳି ଗେଲ୍ହା କରୁଥାନ୍ତି ତ ଆଉ କେତେବେଳେ ବାପାଙ୍କୁ ହନୁମାନ ଚାଲିସା ପାଠ କରାଉଥାନ୍ତି । ଅନୁଭବ କେବଳ ତାଙ୍କ ବାପାଙ୍କୁ ନୁହଁନ୍ତି ତାଙ୍କ ମାଙ୍କୁ ମଧ୍ୟ ଢ଼େର ଅଧିକ ଭଲ ପାଇଥାନ୍ତି ।

ଆଉ ଆଜି ଯେତେବେଳେ ତାଙ୍କ ବାପା ମେଡ଼ିକାଲ ବେଡ଼ରେ ସୋଇ ଜୀବନ ମୃ-ତ୍ୟୁ ସହିତ ସଂ-ଘର୍ଷ କରୁଛନ୍ତି । ସେତେବେଳେ ଅନୁଭବି ମହାନ୍ତି ଦୁଃ-ଖରେ ଏକ ଦମ ଭା-ଙ୍ଗି ପଡୁଛନ୍ତି । କଣ କରିବେ କଣ ନ କରିବେ ତାଙ୍କୁ କିଛି ବୁଦ୍ଧି ଦେଖା ଯାଉନି । ଜୀବନରେ ନିଜେ କରିଥିବା କିଛି ଭୁଲ ପାଇଁ ବାରମ୍ବାର ଅନୁତାପ କରୁଛନ୍ତି ଅନୁଭବ ମହାନ୍ତି । ଆଉ ସବୁବେଳେ ବାପା ମା ବଡ ବାପାଙ୍କୁ କହୁଛନ୍ତି ଯଦି ପାରିବ ତ ମତେ କ୍ଷ-ମା କରିଦେବ । କାରଣ ମୋ ଭୁଲ ପାଇଁ ତୁମେ ମାନେ ଅନେକ କ-ଷ୍ଟ ସହିଲଣି । ମୁଁ କେବେ କେବେ ଜାଣି ଜାଣି ତୁମକୁ କ-ଷ୍ଟ ଦେବାକୁ ଚାହିଁଥିନଲି ।

ହେଲେ ମୁଁ ଜାଣି ନଥିଲି ମୋର ସେହି ଗୋଟିଏ ଭୁଲ ମୋ ଜୀବନ ନ-ଷ୍ଟ କରିବା ସହିତ ତୁମ ମାନଙ୍କୁ ଏତେ କ-ଷ୍ଟ ଦେବ । ମୋ ଭୁଲ ପାଇଁ ମୁ ତ ପ୍ରତି ଦିନ ଗୁମୁରି ଗୁମୁରି କା-ନ୍ଦୁଛି । ଆଉ ମତେ ମୋ ପାଇଁ ଯେତିକି କ-ଷ୍ଟ ଲାଗୁନି ସବୁଠୁ ଅଧିକ ବେଶି କଷ୍ଟ ଲାଗୁଛି ତୁମେ ମାନେ ମୋ ପାଇଁ କଷ୍ଟ ପାଉଛ । ତେବେ ଅନୁଭବ ମହାନ୍ତି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଦୁଖରେ ଭା-ଙ୍ଗି ପଡିଥିବା ବେଳେ ଗତକାଲି ଟ୍ୱିଟ କରି ବର୍ଷାଙ୍କୁ ଅନୁରୋଧ କରିଛନ୍ତି ତୁମେ ମୋ ପାଖରୁ ଦୁରେଇ ଯାଅ ।

ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ ଅନେକ ଦିନ ଥରି ଥମିଯାଇଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ବିବା-ଦର ଆଉ ଏକ ଅଧ୍ୟାୟ । ଅନୁଭବ ମହାନ୍ତିଙ୍କ ବାପା ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ଅନୁଭବ ମହାନ୍ତି ବର୍ଷାଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ପାଖରୁ ଦୁରେଇ ଯିବା ପାଇଁ । ତେବେ ଅନୁଭବଙ୍କ ଟ୍ୱିଟ ପରେ ବର୍ଷା କୌଣସି ପ୍ରତିକ୍ରିୟା ଦେଇ ନଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *