ଆମେ ନାଚିଲା ବେଳେ ପଇସା ଫୋପାଡ଼ି କୁହନ୍ତି ପେଟ ଦେଖା ଆମେ ଟଚ କରିବୁ ..କି-ସ୍ ମାଗନ୍ତି

ମଣିଷ ଜୀବନରେ ଅନେକ ଝଡ ଆଉ ଝଞ୍ଜା ଆସିଥାଏ । ସମସ୍ତେ ସବୁବେଳେ ନିଜ ଜୀବନରେ ଅନେକ ଦୁଃ-ଖ କ-ଷ୍ଟ ନେଇ ଆଗକୁ ବଢ଼ିଥାଏ । ଆଉ କିଏ ଏଥିରେ ନିଜକୁ ସମ୍ଭାଳି ନେଇଥାଏ ତ ଆଉ କିଏ ହାରି ଯାଇଥାଏ । ତେବେ ଏସବୁ ମଧ୍ୟରେ ମଣିଷ ଅନେକ ଥର ନିଜକୁ ଧୋର୍ଯ୍ୟର ସହିତ ଆଗକୁ ନେଇ ବଢ଼ିଥାଏ । ଆଉ ସମାଜର ରୀତିନୀତି ସହିତ ନିଜକୁ ସମ୍ଭାଳି ପକାଇ ଥାଏ । ତେବେ ଏସବୁ ମଧ୍ୟରେ ଆଉ କିଛି ଲୋକ ରହି ଯାଇଥାନ୍ତି , ଯେଉଁ ମାନେ ନିଜର ସବୁକିଛି ଭୁଲି ଯାଇ ଦୁନିଆଁ ପାଇଁ ନିଜକୁ ଟେକି ଦେଇଥାନ୍ତି । ତେବେ ଆଜିର ସମୟରେ ଏପରି ଅନେକ ନାରୀ ଅଛନ୍ତି , ଯେଉଁ ମାନେ ଅନେକ କଷ୍ଟ ଆଉ ଅନେକ ଦୁଃ-ଖ ସହିବା ପରେ ମଧ୍ୟ ନିଜ ପରିବାର ପାଇଁ ସବୁକିଛି କରିବାକୁ ରାଜି ରହିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ପେଟ ଆଉ ନିଜ ପରିବାରର ପେଟ ପୋଷିବା ପାଇଁ ଏପରି ପଦକ୍ଷେପ ଆଗକୁ ବଢ଼ାଇ ଥିଲେ ଯାହା ତାଙ୍କୁ ବର୍ତ୍ତମାନ ସମୟରେ ଏଠାରେ ନେଇ ପହଞ୍ଚାଇ ଦେଇଛି । ତେବେ ବର୍ତ୍ତମାନ ସମୟରେ ସେ ଗଣମାଧ୍ୟମ ଆଗରେ ଗୋଟି ଗୋଟି କରି ସବୁକଥା ଖୋଲି କରି କହିଛନ୍ତି । କଣ ପାଇଁ ସେ ଏହି ଲା-ଇନ୍ ରେ ପାଦ ଦେଲେ ଆଉ କାହିଁକି ସେ ଏପରି କଲେ , ସେ ସବୁ ଗୋଟି ଗୋଟି କରି ସମସ୍ତଙ୍କୁ ଜଣାଇ ଦେଇଛନ୍ତି । ତେବେ ମହିଳା ଜଣକ କହିବା ଅନୁଯାୟୀ , ବର୍ତ୍ତମାନ ସମୟରେ ସେ ବାର୍ ରେ ଜଣେ ଗାୟିକା ଭାବରେ କାମ କରୁଛନ୍ତି। ମହିଳା ହୋଇ ମଧ୍ୟ ଏହି ଲାଇନ୍ ରେ ଯିବାକୁ ତାଙ୍କର ଇଛା ନଥିଲା ।

କିନ୍ତୁ ଭାଗ୍ୟର ବିଡମ୍ବନା ପାଇଁ ସେ କିଛି କରିପାରିଲେ ନାହିଁ । ବାଧ୍ୟ ହୋଇ ଏପରି ଦିଗରେ ସେ ପାଦ ବଢାଇଲେ । ଯେଉଁ ଲାଇନ୍ ରେ ସେ କାମ କରୁଛନ୍ତି , ସେହି ଲାଇନ୍ ରେ ଲୋକେ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଲୋକେ ଏପରି କଥା କହି ଦିଅନ୍ତି , ଯାହା ଶୁଣିବା ପାଇଁ ଅନେକ ଖରାପ ଲାଗିଥାଏ । କିନ୍ତୁ କଣ ହେବ କିଛି କରି ହେବ ନାହିଁ । ପେଟ ପାଇଁ ସବୁ ନାଟ ବୋଲି ମହିଳା ଜଣକ କହିଛନ୍ତି । କେବେ ବି ଚାହୁଁ ନଥିଲେ ଏପରି ସେ ଗୀତ ଗାଆନ୍ତୁ । କିନ୍ତୁ ସମୟ ଆଉ ପରିସ୍ଥିତି ପାଇଁ ସେ ଏଠାରେ ଯାଇ ବର୍ତ୍ତମାନ ସମୟରେ ପହଞ୍ଚି ଯାଇଛନ୍ତି । ସେ କହିଛନ୍ତି କି , ଲୋକେ ଏହି ଲାଇନ୍ ରେ କହିଥାନ୍ତି କି ଟିକିଏ ପେଟ ଦେଖାଅ ଆମେ ଅଧିକ ଟଙ୍କା ଦେବୁ । ଏପରିକି କହିଥାନ୍ତି ଗୋଟିଏ ଚୁ-ମା ଦେଇ ଦିଅ ଅଧିକ ଟଙ୍କା ଦେବୁ ।

ଆଉ ଏପରି ବି ସମୟ ଆସିଛି , ଯେତେବେଳେ ଲୋକେ ତାଙ୍କୁ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେ ସବୁକୁ ମନା କରି ଆଜି ଆଗକୁ ବଢି ପାରିଛନ୍ତି । ଆଉ ବାସ୍ତବରେ ଗୋଟିଏ ଝିଅର ଜୀବନରେ ଏସବୁ ଅନେକ କଷ୍ଟକର ହୋଇଥାଏ । ଯେତେବେଳେ ତାକୁ କେହି ଏପରି ଶାରୀ-ରିକ ସଂପର୍କ କିମ୍ବା ନିର୍ଯ୍ୟ-ତନା ଦେବା ଭଳି କଥା କହିଥାନ୍ତି । ତେବେ ଏସବୁ ପରେ ବର୍ତ୍ତମାନ ସମୟରେ ମହିଳା ଜଣକ କହିଛନ୍ତି କି , ସେ ଯାହା ବି ହେଉ ଆଗକୁ ଜୀବନରେ ବଢ଼ିବାକୁ ପଡ଼ିବ ଆଉ ସମସ୍ତଙ୍କୁ ପ୍ରମାଣ କରି ଦେଖାଇବାକୁ ପଡ଼ିବ । ଲୋକଙ୍କ କଥା ଶୁଣିଲେ ତ ଆଗକୁ ଯାଇ ହେବ ନାହିଁ । ବାସ୍ ନିଜ ଦୁନିଆଁରେ ନିଜକୁ ଖୁସି ରହିବାକୁ ପଡ଼ିବ । ତେବେ ଯେତେ କ-ଷ୍ଟ ହେଉ ପଛକେ ସେ ଆଗକୁ ବଢିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *