ସ୍ବାମୀ ଓଟି ରେ ଜୀବନ ମ-ରଣ ପାଇଁ ସଂଘର୍ଷ କରୁଛି, ସ୍ତ୍ରୀ ଘରୁ ସବୁ ଟଙ୍କା ପଇସା ନେଇ ପ୍ରେମିକ ସହ ଫେ-ରାର।

ଆଜିର ଏ ଦୁନିଆଁରେ କେହି କହାର ନୁହଁନ୍ତି। ବର୍ତ୍ତମାନ ଶହେରୁ ନବେ ଦମ୍ପତ୍ତି ଙ୍କ ଭିତରେ ଆଉ ବିବାହରେ ପବିତ୍ର ବନ୍ଧନ ନାହିଁ। ଏବେ ସେମାନେ କେବଳ ଯୌନସାଥି ହେଇ ଗଲେଣି। ଯଦି ଜଣଙ୍କ ପାଖରେ ଭଲ ନ ଲାଗୁଛି ତେବେ ଆଉ ଜଣଙ୍କ ପାଖକୁ ପଳେଇ ଯାଉଛନ୍ତି। ଆଗ କାଳରେ ନିଜ ସ୍ଵାମୀ ସତ୍ୟବାନଙ୍କୁ ବଞ୍ଜେଇବା ପାଇଁ ସାବିତ୍ରୀ ଯମ ପୁରକୁ ବି ପାଲେଇଥିଲେ କିନ୍ତୁ ଆଜିର ଦିନରେ ସ୍ବାମୀ ଜିବନ ମରଣ ସହ ମେଡ଼ିକାଲରେ ପଡ଼ି ସଂ-ଘର୍ଷ କଲାବେଳେ ସ୍ତ୍ରୀ ଘରୁ ସବୁ ଟଙ୍କା ପଇସା ନେଇ ପ୍ରେମିକ ସହ ଫେ-ରାର।

ଜଳେଶ୍ଵର ଥା-ନା ଅନ୍ତର୍ଗତ ବାଲିଆପାଳ ଅଞ୍ଚଳରେ ଜଣେ ମହିଳା ପ୍ରଥମେ ଭଲପାଇ ବିବାହ କଲେ। ବାହାଘର ପରେ ସବୁ କିଛି ଠିକ୍ ଚାଲିଥିଲା। ସୁଖ ଦୁଃ-ଖରେ ଦିନ କଟୁଥିଲା। ସ୍ବାମୀ ସ୍ତ୍ରୀ ଦୁହେଁ ନିଜ ଛୋଟ ସଂସାରକୁ ନେଇ ବହୁତ୍ ଖୁସିରେ ଥିଲେ। ସ୍ବାମୀ ନିଜ ସ୍ତ୍ରୀ ପାଇଁ ଆନେକ ସୁନା ଅଳଙ୍କାର ଏବଂ ଯିବା ଆସିବା କରିବା ପାଇଁ ସ୍କୁଟି କିଣିଥିଲେ।

କିନ୍ତୁ କିଛି ଦିନ ଯିବାପରେ ସ୍ବାମୀ ବହୁତ୍ ଅସୁସ୍ଥ ହେଇ ପଡିଲେ। ସେଥିପାଇଁ ତାଙ୍କୁ ଭଦ୍ରକ ବଡ଼ ମେଡିକାଲ କୁ ନିଆ ଗଲା। କିନ୍ତୁ ଭଦ୍ରକ ମେଡିକାଲ ତାଙ୍କୁ ଭଲ କରିପାରିବେନି କହି ଭୁବନେଶ୍ଵର ପଠାଇ ଦେଲା। ଭୁବନେଶ୍ଵର ରେ ପହଞ୍ଚି ଜାଣିବାକୁ ପାଇଲେ ତାଙ୍କୁ ଗୋଟେ ବଡ଼ ରୋ-ଗ ହେଇଛି ଏବଂ ସେଥିପାଇଁ ଅପରେସନ ହେବ।

ସ୍ବାମୀ ଅପରେସନ ପାଇଁ ଓଟି ଭିତରକୁ ଯିବା ପୂର୍ବରୁ ଜାଣିବାକୁ ପାଇଲେକି ତାଙ୍କ ପତ୍ନୀ ଘରର ସବୁ ସୁନା ଅଳଙ୍କାର ଏବଂ ସ୍କୁଟି ଧରି ଗୋଟେ ଟୋକା ସହ କୁଆଡେ ପଲେଇଛି। ଏ କଥା ଘରେ ଜାଣିବା ପରେ ସବୁ ଆଡ଼େ ଖୋଜା ଖୋଜି କଲେ କିନ୍ତୁ କୋଉଠି ପଇଲେନି। କିଛି ସମୟ ପରେ ଜାଣିବାକୁ ପାଇଲେ ସେ ନିଜ ପ୍ରେମିକ ସହ ଚନ୍ଦନ ପାର୍ଶ୍ଵ ଅଞ୍ଚଳରେ ଅଛି। ଦେଢ଼ସୁର, ନଣଦେଇ ଏବଂ ଆ-ଇନ ଯିବି ଯେତେବେଳେ ତାଙ୍କ ପାଖରେ ପହଞ୍ଚିଲେ ସେ ନିଜ ସହ ଆଣିଥିବା ସବୁ ସୁନା ଅଳଙ୍କାର ଏବଂ ସ୍କୁଟି ଫେରେଇ ଦେଇ ସେ ପ୍ରେମିକ କୁ ବାହା ହେଇ ଗଲେ। ସେ କହିଲେ ମୁଁ ଯେତେବେଳ ମୋ ସ୍ୱାମୀଙ୍କ ସହ ରହୁଥିଲେ ସେବେ ଠାରୁ ମୁଁ ତାଙ୍କୁ ଭଲ ପାଉଛି ଏବଂ ସିଏ ବି ମୋତେ ବହୁତ ଭଲ ପାଆନ୍ତି।

Leave a Reply

Your email address will not be published. Required fields are marked *