ଥାନା ଭିତରେ ମହିଳା ଆଇଆଇସିଙ୍କ ଉପରେ ଆକ୍ର-ମଣ । ସିସିଟିଭିରେ ହେଲା ପୁରା ଦୃ-ଶ୍ୟ ରେକର୍ଡ଼ ।

ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଠି ଥା-ନା ଭିତରେ କାର୍ଯ୍ୟରତ ଥିବା ଜଣେ ମହିଳାଙ୍କ ସୁଲଭ ଉପରେ ଜଣେ ବ୍ୟକ୍ତି ଆକ୍ର-ମଣ କରୁଥିବାର ଦୃଶ୍ୟ ସ୍ପଷ୍ଟ ଭାବରେ ନଜର ଆସୁଛି । ସିସିଟିଭିରେ କ-ଏଦ ହୋଇଥିବା ଏହି ଭିଜୁଆଲ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି । ମହିଳା ଥାନା ଅଧିକାରିଣୀଙ୍କୁ ଜଣେ ଅଭି-ଯୁକ୍ତ ବ୍ଲେ-ଡ଼ରେ ଆକ୍ର-ମଣ କରିଥିବାର ଶୁଣିବାକୁ ମିଳିଛି । କିନ୍ତୁ ମହିଳା ଥା-ନା ଅଧିକାରୀଣି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଏଭଳି ଘ-ଟଣା ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥା-ନାରେ ଦେଖିବାକୁ ମିଳିଛି ।

ବିଶୋଇ ଥା-ନାର ଆଇଆଇସି ହେଉଛନ୍ତି ମିନି ଭୋଇ । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ମନ୍ଦିର ହୁଣ୍ଡିରୁ ଚୋ-ରି ମାମ-ଲାରେ ଅଭି-ଯୁକ୍ତ ଥା-ନାକୁ ଅଣା ଯାଇଥିଲା ଏବଂ ତାକୁ ପଚରା ଉଚୁରା ମଧ୍ୟ କରାଯାଉଥିଲା । କିନ୍ତୁ ଥା-ନା ଭିତରେ ମହିଳା ଆଇଆଇସିଙ୍କୁ ଏକୁଟିଆ ଦେଖି ଅଭି-ଯୁକ୍ତ ଜଣକ ତାଙ୍କ ଉପରକୁ ବ୍ଲେ-ଡ଼ରେ ଆକ୍ର-ମଣ କରିଥିଲେ ।

ଆଉ ଏହାରି ମଧ୍ୟରେ ମହିଳା ଥା-ନା ଅଧିକାରୀଣିଙ୍କ ବେ-କ ମଧ୍ୟ କା-ଟି ଦେଇଥିଲା । ତେବେ ବର୍ତ୍ତମାନ ଥା-ନା ଅଧିକାରିଣିଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଶୁଣିବାକୁ ମିଳିଛି ଏବଂ ଅଭି-ଯୁକ୍ତକୁ ବର୍ତ୍ତମାନ ଜ-ବତ କରାଯାଇଛି ।ତେବେ ଏଠାରେ କହିରଖିବୁ ଯେ ବର୍ତ୍ତମାନ ସମୟରେ ଥା-ନା ମଧ୍ୟରେ ପୋ-ଲିସ ମଧ୍ୟ ସୁର-କ୍ଷିତ ନୁହେଁ ।

ଯେଉଁଠି ଜଣେ ପୋ-ଲିସ କର୍ମଚାରୀ ଉପରେ ଏଭଳି ଆକ୍ର-ମଣ ହୋଇ ପାରୁଛି ସେଠାରେ ସାଧାରଣ ମଣିଷ ସହିତ କେତେବେଳେ ଯେ କଣ ହେବ ତାହା ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ । ଆଉ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଏଭଳି ଦୁ-ର୍ଦଶ କା-ଣ୍ଡ ଘଟାଇବା ପରେ ଏଭଳି ଅଭି-ଯୁକ୍ତ ବିରୋ-ଧରେ କଣ କା-ର୍ଯ୍ୟାନୁ-ଷ୍ଠାନ ନିଆଯାଉଛି । କାରଣ ଜଣେ ପୋ-ଲିସ ଅଧିକାରୀଙ୍କ ଉପରେ ଏଭଳି ଆକ୍ର-ମଣ କରିବା ନିଶ୍ଚିତ ଭାବରେ ବଡ଼ ଅପ-ରାଧ ଅଟେ ।

Leave a Reply

Your email address will not be published. Required fields are marked *