ଆଶ୍ଚର୍ଯ୍ୟ ଜନକ ଖବର:- ଆଠ ମାସର ଶିଶୁ ପାଟିରୁ ବାହାରୁଛି ସନାତନ ଧର୍ମର ଶ୍ଳୋକ, ମାଆଙ୍କ ସହ ତାଳ ଦେଇ କେଉଁ ଶ୍ଳୋକ କହୁଛି ଜାଣିବା ପାଇଁ ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଆଠ ମାସର ଶିଶୁ ସନାତନ ଧର୍ମର ଶ୍ଳୋକ କହୁଥିବାର

ଶ୍ଳୋକ କହିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇ ନଥାଏ। ଏପରି କି କିଛି ବ୍ରାହ୍ମଣ ମାନେ ଅଛନ୍ତି ଯେଉଁ ମାନେ କି ଶ୍ଳୋକ କହି ପାରନ୍ତି ନାହିଁ। କିନ୍ତୁ ଏହି ଆଠ ମାସର ଶିଶୁ ପାଟିରୁ ସାତ ହଜାର ପୁରାଣ ବର୍ଷର ସନାତନ ଧର୍ମର ଶ୍ଳୋକ କହୁଥିବା କଥା ଆପଣଙ୍କୁ ସତ ଲାଗୁ ନଥାଇ ପାରେ କିନ୍ତୁ ବାସ୍ତବରେ ଏହା ସତ ଅଟେ। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଚମତ୍କାରୀ ଶିଶୁ ଯାହା ଉପରେ ସ୍ଵୟଂ ଭଗବାନଙ୍କ ଆଶୀର୍ବାଦ ଅଛି । ୮ ମାସର ଶିଶୁଟି କା-ନ୍ଦ ନାହିଁ କି ଅଝଟ ନାହିଁ।

ସାଧାରଣତଃ ଆଠ ମାସର ଶିଶୁ କଥା କହିବା ଜାଣି ନଥାଏ। କା-ନ୍ଦୁଥାଏ ନଚେତ ହସୁଥିବାର ଦେଖିବାକୁ ପାଇବେ। କିନ୍ତୁ ଏହି ଚମତ୍କାରୀ ଶିଶୁ ନିଜ ମାଆ ସହ ତାଳ ଦେଇ ଶ୍ଳୋକ କହୁଥିବା ଦୃ-ଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ମିଳିଥିବା ସୂଚନା ଅନୁସାରେ କୁନି ଶିଶୁଟି ଯେତେବେଳେ ମାଆ ପେଟରେ ଥିଲା ତେବେ ସେହି ଦିନ ଠାରୁ ତା’ ମା ସବୁ ଦିନ ଏହି ଶ୍ଳୋକ ପଡନ୍ତି। ସେ ଭଲ ଭାବରେ ଜାଣିଥିଲେ ଯେ ଏହାର ପ୍ରଭାବ ନିଶ୍ଚିତ ତାଙ୍କ ପେଟରେ ବଢୁଥିବା ପିଲା ଉପରେ ନିଶ୍ଚିତ ପଡିବ।

ବାସ୍ତବରେ କିଛି ତାହା ଦେଖିବାକୁ ମିଳିଲା। ପେଟରେ ଥିବା ସମୟରେ ମାଆ ଯେଉଁ ସବୁ ଶ୍ଳୋକ ପଢୁଥିଲେ ଲାଗୁଛି ସତେ ଯେପରି ପିଲାଟି ତାହା ସବୁ ଶୁଣୁଥିଲା ଏବଂ ମନେ ମଧ୍ୟ ରଖିଥିଲା। ଯେତେବେଳେ ମାଆ ପେଟରୁ ବାହାରକୁ ଆସିଲା ତା’ର କୁନି କୁନି ପାଟିରେ ମାଆ ସହ ତାଳ ଦେଇ କହିବାକୁ ଲାଗିଲା। ତେବେ ଏହା ସନାତନ ଧର୍ମର ଶ୍ଳୋକ ଯାହାକି ୭ ହଜାର ବର୍ଷ ପୂର୍ବେ ମହାଭାରତରେ ଉ-ଦୃତ ଥିଲା।

ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏହା ଖୁବ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ କୁ ଦେଖିବା ପରେ ୟୁଜର ମାନେ ଆଶ୍ଚର୍ଯ୍ୟ ମନୋଭାବ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ନିଜ ନିଜର ମତାମତ ମଧ୍ୟ କ-ମେଣ୍ଟ କରି ଜଣେଇଛନ୍ତି। କିଛି ୟୁଜର ଏହାକୁ ଭଗବାନଙ୍କ ଚମ-ତ୍କାର କହୁଥିବା ବେଳେ ଆଉ କିଛି ୟୁଜର ସ୍ୱୟଂ ଭଗବାନ ଶିଶୁ କଣ୍ଠରେ ବିରାଜମାନ ହୋଇଥିବା କହିଛନ୍ତି। ତେବେ ଏହି ଘଟ-ଣାଟି କେଉଁ ସ୍ଥାନର ତାହା ସ୍ପ-ର୍ଷ୍ଟ ହୋଇନି କିନ୍ତୁ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *