ଶ-ବକୁ ବାହା ହେଲା ପ୍ରେମିକ,ଶେଷ ମୁହୂର୍ତ୍ତରେ ଦେଇଥିବା କଥା ରଖିଲା ପ୍ରେମିକ।

ବନ୍ଧୁଗଣ ପ୍ରେମରେ ପ୍ରତା-ରଣାର କାହାଣୀ ଶୁଣିଥିବେ। ବନ୍ଧୁଗଣ ପ୍ରେମରେ ଧୋ-କା ମିଳିଥିବାର କଥା ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି ପ୍ରେମରେ ପ୍ରେମିକା ଆରପାରିକୁ ଚାଲିଯିବା ପରେ ପ୍ରେମିକ ତା ପ୍ରେମିକାର ଶ-ବକୁ ବିବାହ କରିବା କଥା। ହଁ ଆଜ୍ଞା ଏହା ଆପଣଙ୍କୁ ଶୁଣିବା ମାତ୍ରେ ହିଁ ଗୋଟେ ଅଲଗା ପ୍ରକାର ଲାଗୁଥିବ ନ ହେଲେ କିନ୍ତୁ ଏହା ବାସ୍ତବରେ ସତ୍ୟ। ମାନେ ପ୍ରେମିକା।

ଯେତେବେଳେ ସବୁଦିନ ପାଇଁ ଆଖି ବୁଝି ଦେଇ ପ୍ରେମିକକୁ ଛାଡି ଆରପାରିକୁ ଚାଲି ଯାଇଛି ସେତେବେଳେ ପ୍ରେମିକ ତା ପ୍ରେମିକାକୁ ଦିନେ ଦେଇଥିବା କଥା ରଖିଛି। ପ୍ରେମିକା ଚାଲିଗଲା ତ କଣ ହୋଇଗଲା। ଜନ୍ମ ମୃ-ତ୍ୟୁ ପରା ଧୁର୍ବ୍ୟ ସତ୍ୟ ହେଲେ ପ୍ରେମିକ କିନ୍ତୁ ପ୍ରେମିକାକୁ ବିବାହ କରିଛି। ବଞ୍ଚିଥିବା ଅବସ୍ଥାରେ ଯେଉଁ ପ୍ରେମିକା ମଥାରେ ସିନ୍ଦୁର ଦେବା ପାଇଁ ପ୍ରେମିକ ସବୁବେଳେ କହୁଥିଲା। ରାତି ରାତି ବିବାହକୁ ନେଇ ଯେଉଁ ସ୍ୱପ୍ନ ଦେଖୁଥିଲେ ଏହି ପ୍ରେମ ପକ୍ଷୀ ତାହା ବାସ୍ତବତାର ରୂପ ନେଇଛି।

ବନ୍ଧୁଗଣ ଏଭଳି ଏକ ନିଆରା ପ୍ରେମ କାହାଣୀ ସାମ୍ମାକୁ ଆସିଛି ଯାହା ଶୁଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି। ହଁ ଆଜ୍ଞା ସମସ୍ତଙ୍କ ଭଳି ଏମାନେ ବି ପ୍ରେମ କରୁଥିଲେ। ସବୁ ପ୍ରେମ ପକ୍ଷୀଙ୍କ ପରି ପ୍ରେମକୁ ବିବାହର ରୂପ ଦେବା କଥା ଏହି ଦୁଇ ପ୍ରେମୀ ଯୁଗଳ ମଧ୍ୟ ଭାବିଥିଲେ। ହେଲେ ବୋଧେ ହୁଏ ବିଧିର ବିଧାନ ଥିଲା କିଛି ଅଲଗା। ଯେତେବେଳେ ଦୁହେଁ ପ୍ରେମିକ ପ୍ରେମିକାରୁ ସ୍ୱାମୀ ସ୍ତ୍ରୀ ହେବା କଥା ଚିନ୍ତାକଲେ। ଯେତେବେଳେ ନିଜ ପ୍ରେମର କଥା ପ୍ରେମିକା ପ୍ରେମିକ ନିଜ ଘରେ ଜଣାଇ ଥିଲେ ସେତେବେଳେ ଉଭୟଙ୍କ ଘର ଲୋକେ ପ୍ରେମକୁ ସ୍ୱୀକାର କରିଥିଲେ। ଯେତେବେଳେ ପ୍ରେମିକ ପ୍ରେମିକା ବିବାହ କରିବା କଥା ଚିନ୍ତା କରୁଥିଲେ ସେତେବେଳେ ପ୍ରେମିକ ପ୍ରେମିକା କୁ କହୁଥିଲେ। ମୁଁ ବର ହୋଇ ବାଜା ବଜାଇ ରୋଷଣୀ କରି ଯିବି ଆଉ ତୁମ ମଥାରେ ସିନ୍ଦୁର ପିନ୍ଧାଇ ତୁମକୁ ସବୁଦିନ ପାଇଁ ନିଜର କରି ବୋହୁ କରି ମୋ ଘରକୁ ନେଇ ଆସିବି।

ଆଉ କିଛି ସମସ୍ୟା ହେବନି ଆମ ଘରେ ତୁମ ଘରେ ରାଜି। ଏଥର ଆମ ଏତେ ଦିନର ପ୍ରେମ ବାସ୍ତବତାର ରୂପ ନେବ। ଶୁଣ ଚାଲ ଆମେ ଜଲ୍ଦି ବିବାହ କରି ନେବା। ପ୍ରେମିକ ପ୍ରେମିକା ଉଭୟ ମିଶି ନିଜ ବିବାହକୁ ନେଇ ଅନେକ ଯୋଜନା କରିଥିଲେ। କେମିତି ଶାଢ଼ୀ ପିନ୍ଧିବେ ପ୍ରେମିକା କିପରି ସାଲୁଆର ପିନ୍ଧି ହ୍ୟାଣ୍ଡସମ ଲାଗିବେ ପ୍ରେମିକ। ଏହି ସବୁ ଯୋଜନା ଚାଲିଥିବା ବେଳେ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଥିଲା।

ହେଲେ ଭଗବାନ ପ୍ରେମିକାଙ୍କୁ ତାଙ୍କ ପାଖକୁ ଛଡାଇ ନେଲେ। ମାନେ ଭଗବାନ ପ୍ରେମିକାକୁ ସବୁ ଦିନ ପାଇଁ ତାଙ୍କ ପାଖକୁ ନେଇଗଲେ। ଏ ଘ-ଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ପ୍ରେମିକ ପ୍ରେମିକାଙ୍କୁ ହରାଇ ସ୍ଥାଣୁ ପାଲଟି ଯାଇଥିଲେ। ହେଲେ ପରେ ନିଜକୁ ସମ୍ଭାଳି ନେଇ ବଞ୍ଚିଥିବା ଅବସ୍ଥାରେ ଯଦି ନହେଲା ନାଇଁ ମରିଗଲା ପରେ ବି ମୋ ପ୍ରେମିକା ମୋର ବୋଲି କହି। ପ୍ରେମିକ ପ୍ରେମିକାର ମୃ-ତ ଶରୀରରେ ସିନ୍ଦୁର ଦେଇ ଶ-ବକୁ ବିବାହ କରିଥିଲେ।

ଯେଉଁ ସମୟରେ କେଉଁଠି ପ୍ରେମରେ ପ୍ରତା-ରଣା ଦେଖିବାକୁ ମିଳୁଛି ତ ଆଉ କେଉଁଠି ପ୍ରେମରେ ପ୍ରେମିକା ଆ-ତ୍ମହ-ତ୍ୟା କରୁଛି। କିଏ ପ୍ରେମ ପାଇଁ ହଣା ଖାଉଛି ତ ଆଉ କେଉଁଠି ପ୍ରେମରେ ପ୍ରତା-ରଣାର ଖବର ସାମ୍ନାକୁ ଆସୁଛି। ସେହି ସମୟରେ ପ୍ରେମରେ ପ୍ରେମକା ଜଣଙ୍କ ମୃ-ତ୍ୟୁ ପରେ ବି ନିଜର ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମିକ ପ୍ରେମିକାର ମଥାରେ ସିନ୍ଦୁର ଦେବାର କଥା ବାସ୍ତବରେ ସମସ୍ତଙ୍କୁ ଚକିତ କରିଛି।

ଆଉ ଏହି ପ୍ରେମ କାହାଣୀକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଓ ଆଲୋଚନା ଚାଲିଥିଲା ବେଳେ ଲୋକେ କହୁଛନ୍ତି ଏ ହେଉଛି ପ୍ରକୃତ ପ୍ରେମ। ଏ ହେଉଛି ଚିରନ୍ତନ ପ୍ରେମ। ଆଉ ଏଭଳି ପ୍ରେମ କାହାଣୀ ଉଦାହରଣ ହୋଇ ରହିଯିବ ଚିର କାଳକୁ। ଏଭଳି ପ୍ରେମ କାହାଣୀ ଇତିହାସ ରଚିବ। ଆଉ ଏବେ ଉପରେ ଥାଇ ପ୍ରେମିକା ନିହାତି ଭାବେ ଖୁସି ହେଉଥିବେ।

Leave a Reply

Your email address will not be published. Required fields are marked *