ପିଲା ମାନଙ୍କ ପାଇଁ ରାଇମୋହନ ଦୁନିଆ ଛାଡି ଚାଲିଗଲେ : ଅଶ୍ରୁ ମୋଚନ

ସିନେମା ଜଗତରେ ଅନେକ ବର୍ଷ ରହି ଖଳ ନାୟକ ଭୂମିକାରେ ଅଭିନୟ କରୁଥିବା ରାଇ ମୋହନଙ୍କ ବିଷୟରେ କିଛି ଅଜଣା କଥା ପ୍ରକାଶ କରିଛନ୍ତି ଅଶ୍ରୁ ମୋଚନ । ରାଇ ମୋହନ ହେଉଛନ୍ତି ଏପରି ଏକ ମଣିଷ ତାଙ୍କ ଅଭିନୟ ଯଦି କେହି ଟିଭି ପରଦାରେ ଦେଖୁଥାନ୍ତି ସେ ଡ-ରିଯିବେ । କାରଣ ରାଇମୋହନ ତାଙ୍କ ନିଜ ଅଭିନୟ ମାଧ୍ୟମରେ ସେ ସବୁବେଳେ ଦର୍ଶକ ମାନଙ୍କ ନିକଟରେ ପହଞ୍ଚିବାକୁ ଅନବରତ ଚେଷ୍ଟା କରନ୍ତି । ଆଉ ଯେତେବେଳେ ରାଇମୋହନ କୁହନ୍ତି ହେଇ ଅନାନୀ ସେତେବେଳେ ଛୋଟ ଛୁଆ ମଧ୍ୟ ତାଙ୍କ ପାଟି ଶୁଣି ଡ-ରି ଯାଇଥାନ୍ତି।

ସମସ୍ତେ ଜାଣିଥିଲେ ରାଇମୋହନ ସିନେମା ଦୁନିଆରେ ଜଣେ ଖଳନାୟକ ସତ ହେଲେ ସେ ତାଙ୍କ ବାସ୍ତବ ଜୀବନରେ କୁଆଡେ ଖୁବ ଭଲ ମଣିଷ ବୋଲି ସମସ୍ତେ କୁହନ୍ତି । ତେବେ ହଟାତ ରାଇମୋହନ ସମସ୍ତଙ୍କୁ ଛାଡି ଚାଲିଯିବା ଓଡ଼ିଆ ସିନେମା ଜଗତକୁ ଏକ ବହୁତ ବଡ଼ କ୍ଷ-ତି ପହଞ୍ଚାଇ ଥିଲା । ନିଜେ ଜଣେ ଖଳ ନାୟକ ଭୂମିକାରେ ଅଭିନୟ କରି କରିବା ପରେ ତାଙ୍କର ବାସ୍ତବ ଜୀବନରେ ଏମିତି କଣ ଘ-ଟିଲା ଯେ ରାଇମୋହନ ଆ-ତ୍ମହ-ତ୍ୟା କରିପକାଇଲେ ଏହି ଘ-ଟଣା ସମସ୍ତଙ୍କୁ ଚକିତ କରିଥିଲା

ହେଲେ ରାଇମୋହନଙ୍କ ସହ ଅନେକ ବର୍ଷ ସାଥି ହୋଇ କାମ କରିଥିବା ଅଶ୍ରୁମୋହନ ରାଇମୋହନଙ୍କ ବିଷୟରେ କହିଥିଲେ କିଛି ଅଜଣା କଥା । ଆଜି ଆସନ୍ତୁ ନଜର ପକାଇବା ଅଶ୍ରୁ ମୋଚନ କଣ କହିଥିଲେ ରାଇମୋହନଙ୍କ ବିଷୟ । ରାଇମୋହନଙ୍କ ସହ ଅଶ୍ରୁମୋଚନଙ୍କ ଥିଲା ଖୁବ ନିବିଡ଼ ଆଉ ଘନିଷ୍ଠ ସମ୍ପର୍କ କାରଣ ଅଶ୍ରୁମୋଚନ କୁହନ୍ତି ରାଇମୋହନ ତାଙ୍କୁ ପ୍ରତିଦିନ କଲ କରନ୍ତି । ପ୍ରତିଦିନ 9 ଟାରେ ସେ ରାଇମୋହନଙ୍କ ସହିତ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି ।

ଭବିଷ୍ୟତ କଥା ପିଲା ମାନଙ୍କ କଥା ଏମିତି ଅନେକ ବିଷୟରେ ଆଲୋଚନା ହୁଏ । ହେଲେ କେବେ ମଧ୍ୟ ସେ କହିଲାନି ତା ମନ ଭିତରେ କିଛି ଏମିତି ଅଛି ବୋଲି । କେବେ ଚିନ୍ତା ମଧ୍ୟ କରି ପାରିଲି ନାହିଁ କି ସତରେ ସେ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯିବାକୁ ଯୋଜନା କରୁଛି ହେଲେ ଏହି କଥା ମତେ ଜଣା ନାହିଁ । ଏମିତି କହି ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି ରାଇମୋହନଙ୍କ ବନ୍ଧୁ ଅଶ୍ରୁମୋଚନ । କାରଣ ଅଶ୍ରୁ ମୋଚନ ଜାଣି ଥିଲେ ରାଇମୋହନ ବହୁତ ଷ୍ଟ୍ରଙ୍ଗ ଥିଲେ ।

ହେଲେ ରାଇମୋହନଙ୍କ ସହିତ ଏପରି କଣ ଘ-ଟିଲା କାହିଁକି ସେ ଏମିତି ସମସ୍ତଙ୍କୁ ଛାଡି ଚାଲିଗଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ରାଇମୋହନଙ୍କ ବନ୍ଧୁ ଅଶ୍ରୁ ମୋଚନ କୁହନ୍ତିକି କେବେ ହେଲେ ମଧ୍ୟ ରାଇମୋହନ ତାଙ୍କୁ ଜଣାଇ ନଥିଲେ ତାଙ୍କ ମନରେ କଣ ଚାଲୁଛି । କାହିଁକି ସେ ଆ-ତ୍ମହ-ତ୍ୟା କଲେ ତାହା ତ ଆମେ ମଧ୍ୟ ଜାଣିନୁ ହେଲେ ଯାହା ଶୁଣିବାକୁ ମିଳିଲା କି ପିଲା ମାନେ ବଦ-ମାସି କଲେ ଆଉ ରାଇମୋହନ ତାଙ୍କ ମାନ ସମ୍ମାନକୁ ବେଶି ଭ-ୟ କରନ୍ତି ତେଣୁ ସେ ଆ-ତ୍ମହ-ତ୍ୟା କରିଥିଲେ ।

ଆଉ ରାଇମୋହନ ଯେହେତୁ ମୋର ଭଲ ବନ୍ଧୁ ତେଣୁ ରାଇମୋହନ ମୋ ହୃଦୟରେ ଜାଗା ନେଇଥିଲେ ଆଉ ସେ ଯେତେବେଳେ ଛାଡି ଚାଲିଗଲେ ବହୁତ ଦୁଃ-ଖ ଲାଗିଥିଲା । ଭାଙ୍ଗି ପଡ଼ିଥିଲେ ରାଇମୋହନଙ୍କ ମୃ-ତ୍ୟୁ ଖବର ଶୁଣି ବନ୍ଧୁ ଅଶ୍ରୁମୋଚନ ଯାହା ନିଜେ ଗଣମାଧ୍ୟମର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ବନ୍ଧୁ ଅଶ୍ରୁମୋଚନ ।

ତେବେ ଆମେ ଭଲ ବନ୍ଧୁ ଥିଲୁ ସତ ଆମେ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲୁ ସତ ମାତ୍ର ସବୁବେଳେ ରାଇମୋହନ ଅଶ୍ରୁମୋଚନଙ୍କ ସହିତ ପ୍ରଫେସନାଲ କଥା ହୁଅନ୍ତି । କେବେ ହେଲେ ପରିବାର ବିଷୟରେ କୁହନ୍ତି ନାହିଁ । ଆଉ ମୃ-ତ୍ୟୁ ପୂର୍ବରୁ ମଧ୍ୟ ସେମିତି କୌଣସି କଥା ପ୍ରକାଶ କରିନଥିଲେ । ହଟାତ ଯେତେବେଳେ ଟିଭିରୁ ଜାଣିବାକୁ ପାଇଲେ ଅଶ୍ରୁମୋଚନ କି ତାଙ୍କ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି ସେ ଫା-ଶୀ ଦେଇ ଆ-ତ୍ମହ-ତ୍ୟା କରିଛନ୍ତି ସେତେବେଳେ ସେ ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ ଆଉ କେବଳ ମନେ ମନେ ପ୍ରଶ୍ନ କରୁଥିଲେ ରାଇ ତୁ ଏପରି କାହିଁକି କଲୁ ।

Leave a Reply

Your email address will not be published. Required fields are marked *